Dhanteras Special: ଧନ୍ତେରସ ରାତିରେ ଶୋଇଲା ପୂର୍ବରୁ କରନ୍ତୁ ଏହି କାମ ରୋଡପତିରୁ ହେବ କୋଟିପତି, ରାତା ରାତି ବଦଳିଯିବ ଆପଣଙ୍କ ଭାଗ୍ୟ 

ଧନ୍ତେରସ ଦିନ ବହୁତ ଦିନ ବହୁତ ଜିନିଷ କିଣାଯାଇଥାଏ । କାରଣ ଏହାର ତେରଗୁଣ ଅଧିକ ଫଳ ପ୍ରାପ୍ତି ହୋଇପାରିବ, ଭାଗ୍ୟ ଉଦୟ ହେବା ପାଇଁ ଆମେ ବହୁତ କିଛି ଜିନିଷ କରିଥାଉ । ଧନତେରସ ଦିନ ଗୋଟେ ସୁଯୋଗ ମିଳିଥାଏ ଧନକୁ ତେରଗୁଣ କରିବା ପାଇଁ ।

କାର୍ତ୍ତିକ ମାସର ତ୍ରୟୋଦଶୀ ତିଥିକୁ ଧନ୍ତେରସ ବୋଲି କୁହାଯାଏ ଓ କୁହାଯାଏ ଏଥିରେ ସମୁଦ୍ର ମନ୍ଥନରୁ ଧନ୍ବନ୍ତରୀ କଳସ ନେଇ ଆୟୁର୍ବେଦ ସହିତ ବାହାରକୁ ଆସିଥିଲେ ଓ ମା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ କଳସ ନେଇ ଦୀପାବଳି ଦିନ ବାହାରିଥିଲେ ।

Image Courtesy: Google

ସେଥିପାଇଁ ଧନ୍ବନ୍ତରୀଙ୍କ ଜନ୍ମ ଉଶ୍ଚବ ରୂପରେ ଏହାକୁ ପାଳନ କରାଯାଇଥାଏ । ଧନ୍ତେରସ ଦିନ କୁବେର ଦେବତାଙ୍କୁ ମଧ୍ୟ ପୂଜାପାଠ କରାଯାଏ । ଏମିତି କୁହାଯାଏକି କୁବେର ମହାରାଜ ଛଳ କପଟରେ ଧନ ଦେଇଥାନ୍ତି । କହିବାର କାରଣ ଆଜିକାଲିର ଦୁନିଆରେ ଯେଉଁ ହିସାବରେ ଲୋକ ଧନ କମଉଛନ୍ତି ତାଙ୍କର ଯିଏ ଜନକ କୁବେର ଅଟନ୍ତି । ଧନ୍ତେରସ ଦିନ କିଛି ଖାସ ବସ୍ତୁ ଅଛି, ଯାହାର ବହୁତ ବେସୀ ମହତ୍ଵ ରହିଛି । ଧନ୍ତେରସ ଦିନ ବହୁତ କିଛି ଜିନିଷ ଘରକୁ ଅଣାଯାଏ ତା ଭିତରେ ଏମିତି ଦୁଇଟି ଜିନିଷ ରହିଛି ଯାହାକୁ କୌଣସି ପରିସ୍ଥିତିରେ ଆଣିବେ ।

Image Courtesy: Google

ଦୀପାବଳିରେ ମା ଲକ୍ଷ୍ମୀଙ୍କର ଯେତେବେଳେ ଆରାଧନା କରିବ ବା ଦୀପାବଳି ଦିନ ଯେତେବୀ ବସ୍ତୁ ଦୀପାବଳି ପୂଜାରେ ଆବଶ୍ୟକ ହୋଇଥାଏ , ସେ ସବୁ ଧନ୍ତେରସ ଦିନ କିଣିବାର ବିଧାନ ରହିଛି । ସେ ମାଟିର ଦୀପ ହେଉକି ମା ଲକ୍ଷ୍ମୀଙ୍କ ମୂର୍ତି, କଉଡି ଗୋମତୀ ଚକ୍ର, କମଳ ଗଟା, ବା ଗୁଞ୍ଜା ହେଉ । କହିବାର ତାତ୍ପର୍ଜ୍ୟ ସବୁ ସାମଗ୍ରୀ ଧନ୍ତେରସ ଦିନ କିଣିବା ଉଚିତ । ଏହି ରାତିରେ କିଛି ଖାସ ଉପାୟବୀ ହୋଇଥାଏ, ଯେମିତିକି ଧନ୍ତେରସ ଦିନ ଜପଦେବତାଙ୍କ ନାମରେ ଦୀପ ଦିଆଯାଇଥାଏ ।

Image Courtesy: Google

ଯେତେବେଳେ ଯମଦେବଙ୍କ ନାଁରେ ଦୀପ ଦେବେ ସେତେବେଳେ ତାର କି ପ୍ରୟୋଗ ହେବ । ଆଜି ଆମେ କଥା ହେବା ଲୁଣର, ଲୁଣ ଧନ୍ତେରସ ଦିନ ନିଶ୍ଚିତ ଆଣିବ । ବିନା ଲୁଣରେ ଆପଣନ୍ନ୍କା କିଚେନ ଅଧା ଅଟେ, ଲୁଣକୁ ମା ଲକ୍ଷ୍ମୀଙ୍କର ହିଁ ରୂପ ବୋଲି କୁହାଯାଏ । ଲୁଣର ଛୋଟ ପ୍ରୟୋଗ ଆପଣଙ୍କୁ ଜୀବନର ସଫଳତାରେ ଠିକ ରାସ୍ତା ଦେଖାଇ ପାରିବ । ଲୁଣର ବହୁତ ଉପାୟ ଥାଏ ଯାହା ଧନ୍ତେରସ ଦିନ କରାଯାଇଥାଏ । ପ୍ରଥମେ ଆପଣ ଗୋଟେ ପ୍ୟାକେଟ ଲୁଣ ଧନ୍ତେରସ ଦିନ ବଜାରରୁ କିଣିକି ଆଣନ୍ତୁ ।

Image Courtesy: Google

ଏହି ଲୁଣରୁ କିଛି ଗୋଟେ ପାତ୍ରରେ ରଖନ୍ତୁ ସେହି ଲୁଣରେ ଆପଣଙ୍କୁ ୫ ଦିନ ପର୍ଯ୍ୟନ୍ତ ସେ ଲୁଣରେ ଖାଇବା ବନେଇବେ । ସେଇ ଲୁଣରେ ଖାଇବା ବନେଇବେ ଧନ୍ତେରସଠୁ ନେଇ ଭାଇଦୁଜ ପର୍ଯ୍ୟନ୍ତ । ପୂର୍ବରୁ ଯେଉଁ ଲୁଣରେ ଖାଇବା ବନାଉଥିଲା ତାକୁ ଫୋପାଡିବେ ନାହିଁ । ଯେତେବେଳେ ଲୁଣ ଭରିବେ ସେଥିରେ ଦୁଇ ଚାରିଟା ଲବଙ୍ଗ ପକାଇବେ । ଅଳ୍ପ ଲୁଣ ଘରର ସଫା କରିବା ପାଇଁ ରଖନ୍ତୁ ମାନେ ସେଇ ଲୁଣ ପାଣିରେ ଘର ପୋଛା କରନ୍ତୁ । ଆଉ କିଛି ଲୁଣ ଗୋଟେ ଛୋଟ ଗିନାରେ ନେଇ ପୂର୍ବ ଉତ୍ତର ଦିଗରେ ରଖୀ ଦିଅନ୍ତୁ ଏହି ଉପାୟ ଆପଣଙ୍କ ଘରର ସବୁ ନକରାତ୍ମକ ଊର୍ଜା ଶୋଷୀ ଦେବ ଓ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *