ଟିଭି ଜଗତର ଏହି ସବୁ ଅଭିନେତ୍ରୀ ମାନେ ନେଇସାରିଛନ୍ତି ଛାଡପତ୍ର, 1 ନମ୍ବରରେ ଥିବା ହେରୋଇନ ତ ସମସ୍ତଙ୍କ Favorite

ଟିଭି ଇଣ୍ଡଷ୍ଟ୍ରିରେ ଅନେକ କଳାକାର ମାନେ ନିଜର କୋ-ଆକ୍ଟରଙ୍କ ସହ ପ୍ରେମ କରି ବିବାହ କରିଛନ୍ତି । କିନ୍ତୁ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ବିବାହ ପରେ ଅନୁତାପ କରି ନିଜ ସାଥି ଠାରୁ ଅଲଗା ହୋଇ ସାରିଛନ୍ତି । ୧- ଟିଭି ଇଣ୍ଡଷ୍ଟ୍ରି ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ଯିଏ “ସସୁରାଲ ସୀମର କା” ସୋ ରୁ ନିଜର ଅଲଗା ପରିଚୟ ଦର୍ଶକ ମାନଙ୍କ ହୃଦୟରେ କରିବାରେ ସଫଳ ହୋଇଥିଲେ । ସେ ଅଭିନେତା ସୋହେବଙ୍କ ସହ ପ୍ରେମ ବିବାହ କରି ଆଜିକା ଡେଟରେ ବେଶ ହସ ଖୁସିରେ ଜୀବନ ବିତାଉଛନ୍ତି । ଷୋହେବଙ୍କ ସହ ଦୀପିକାଙ୍କର ଦିତୀୟ ବିବାହ ଅଟେ । ଏହା ପୂର୍ବରୁ ୨୦୧୩ରେ ଦୀପିକା ରୋନକ ସ୍ୟାମସନଙ୍କ ସହ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ଦୀପିକା ରୋନକଙ୍କ ଠାରୁ ଲଗା ହୋଇ ଯାଇଥିଲେ ।

୨ – ଗୌତମୀ କପୁର : ଗୌତମୀ କପୁର ରାମ କପୁରଙ୍କ ସହ ବିବାହ କରିବା ପୂର୍ବରୁ ଫୋଟୋଗ୍ରାଫ ମଧୁର ସରଫଙ୍କ ସହ ବିବାହ କରିଥିଲେ । ଟିଭି ଦୁନିଆରେ ଗୌତମୀ ଓ ରାମ କପୁରଙ୍କ ଯୋଡିକୁ ପରଫେକ୍ଟ ଯୋଡି କହିଲେ କିଛି ଭୁଲ ହେବ ନାହି । ଦୁହିଙ୍କ ପରିବାର ମ୍ୟାରେଜକୁ ନେଇ ରାଜି ନ ଥିଲେ ମଧ୍ୟ ପରେ ରାଜି ହେବ ପରେ ଦୁହେଁ ବିବାହ କରିଥିଲେ ।

୩- ଶ୍ଵେତା ତିଵାରୀ : ଟେଲିଭିଜନ ଜାଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ଵେତା ତିଵାରୀ ମାତ୍ର ୧୮ ବର୍ଷ ବୟସରେ ଭୋଜପୁରୀ ଅଭିନେତା ରାଜା ଚୌଧୁରୀଙ୍କ ସହ ବିବାହ କରି ବହୁତ ଅନୁତାପ କରିଥିଲେ । ଏହା ପରେ ଦୁହେଁ ପାରିବାରିକ କଳହ କାରଣରୁ ୨୦୦୭ରେ ଅଲଗା ହୋଇଥିଲେ । ଏହା ପରେ ଶ୍ଵେତା ଅଭିନବ କୋହଡିଙ୍କ ସହ ଦିତୀୟ ବିବାହ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ନ ଥିଲେ ।

୪- ରେଣୁକା ସାହା : ଦୂରଦର୍ଶନରେ ପ୍ରସାରିତ ହୋଇଥିବା ସୋ “ସୁରଭି” ରେ ଲୋକପ୍ରିୟ ହୋଇଇଥିବା ଅଭିନେତ୍ରୀ ରେଣୁକା ସାହା ଆଶୁତୋଷ ରାଣାଙ୍କ ସହ ୨୦୦୧ରେ ଦିତୀୟ ମ୍ୟାରେଜ କରିଥିଲେ । ଏହା ପୂର୍ବରୁ ରେଣୁକା ମରାଠୀ ଡାଇରେକ୍ଟର ବିଜୟ କିଂ ଙ୍କ ସହ ବିବାହ କରିଥିଲେ ମଧ୍ୟ ପରେ ଅଲଗା ହୋଇ ଯାଇଥିଲେ ।

୫- ଅର୍ଚ୍ଚନା ପୂରଣ ସିଂ : ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂଙ୍କ ପ୍ରଥମ ବିବାହ ଖାସ ସଫଳତା ଆଣିପାରି ନ ଥିଲା । ଏହା ପରେ ଦୀର୍ଘ ୪ବର୍ଷର ସମ୍ପର୍କ ପରେ ଅର୍ଚ୍ଚନା ପରମିତ ଶେଠୀଙ୍କ ୧୯୯୨ରେ ପ୍ରେମ ବିବାହ କରିଥିଲେ । ଅର୍ଚ୍ଚନା ପରମିତଙ୍କ ଠାରୁ ୭ବର୍ଷ ବୟସରେ ବଡ ଅଟନ୍ତି ।

୬- ଜ୍ୟାନିଫର ୱିଙ୍କେଟ : ଟିଭିର ମସୁର ଅଭିନେତ୍ରୀ ଜ୍ୟାନିଫର କରଣ ସିଂ ଗ୍ରୋବାରଙ୍କ ସହ ବିବାହ କରିଥିଲେ । ଏହା ପରେ ୨୦୧୪ରେ ଦୁହେଁ ପରସ୍ପର ଠାରୁ ଲଗା ହୋଇଥିଲେ । ଏହା ପରେ କରଣ ଅଭିନେତ୍ରୀ ବିପାଶା ବାସୁଙ୍କ ସହ ବିବାହ କରିଥିଲେ ।

୭- ମିହିର ମିଶ୍ରା : ଅଭିନେତା ମିହିର ମିଶ୍ରା ଓ ମାନିନୀ ଦେ ୨୦୦୪ରେ ବିବାହ କରିଥିଲେ । କିନ୍ତୁ ବିବାହର ଦୀର୍ଘ ୧୬ ବର୍ଷ ପରେ କୌଣସି ବ୍ୟକ୍ତିଗତ କାରଣ ପାଇଁ ଦୁହେଁ ଅଲଗା ହୋଇଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *