ଆପଣ ମାନେ ଏହା ଜାଣିଛନ୍ତି ଯେ ଚଳଚିତ୍ର ଦୁନିଆ ଠାରୁ ପ୍ରଚଳିତ ଦୁନିଆ ସିରିଏଲର ହୋଇଥାଏ କାହିଁକିନା ଏହାକୁ ଲୋକ ଘରେ ଘରେ ବସି ନିଜ ପରିବାର ସହ ଦେଖିବା ପସନ୍ଦ କରନ୍ତି କିନ୍ତୁ କିଛି ସିରିଏଲ ଏତେ ଫେମସ ହୋଇଥାଏ ଯାହା ପରେ ସେହି ସିରିଏଲ ନା ଟିଆରପି ବହୁତ ଜୋର ସୋରେ ପାଇଥାଏ ।
ଏମିତି ଗୋଟେ ସିରିଏଲ ଥିଲା ଯାହା ନାମ ଥିଲା “ଏକ ବୀର ଦି ଅରଦାଶ ବୀରା” ଏହି ସିରିଏଲରେ ଛୋଟ ପୁଅ ଓ ତା ଭଉଣୀ କାହାଣୀ ଥିଲା ବୀରା ହୋଇଥିଲେ ଛୋଟ ହର୍ଷିତା ଯାହାଙ୍କ ବୟସ ସେହି ସମୟରେ କେବଳ ୫ ବର୍ଷ ଥିଲା ।

ତେବେ ଏତେ ଛୋଟ ବୟସରେ ମଧ୍ୟ ବୀରା ବହୁତ ଭଲ କାମ କରିଥିଲେ ଓ ତାଙ୍କ ଅଭିନୟ ଦେଖି ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ତେବେ ବୀର ଓ ବୀରା ଦୁହିଙ୍କ କାହାଣୀ ଉପରେ ଏହି ସିରିଏଲ ନିର୍ମିତ ଥିଲା ଛୋଟ ବୀରା ସିରିଏଲରୁ ଗଲା ପରେ ବୀର ଟିଆରପି କମିବାକୁ ଲାଗିଲା ଓ ଦର୍ଶକ ମାନଙ୍କୁ ନୂଆ ବଡ ବୀରାକୁ ଆପଣେଇବା ପାଇଁ ସମୟ ଲାଗିଲା । ତେବେ ଏହି ଛୋଟ ବିରାଙ୍କ ଅସଲ ନାମ ହର୍ଷିତା ଅଟେ ।

ହର୍ଷିତା ବହୁତ ଭଲ କଳାକାର ଅଟନ୍ତି କିଣୁ ସେ ବଡ ହୋଇ ନିଜକୁ ଗୋଟେ ଅଭିନେତ୍ରୀ ଭାବରେ ନୁହ ଗୋଟେ ଗାୟକ ଭାବରେ ଦେଖିବାକୁ ଚାହୁଁଛନ୍ତି ବୋଲି ନିଜ ଇଣ୍ଟରଭ୍ୟୁରେ କହିଛନ୍ତି ବର୍ତମାନ ହର୍ଷିତା ନିଜ ପାଠରେ ଓ ଗୀତରେ ଧ୍ୟାନ ଦଉଛନ୍ତି ତାଙ୍କ ଅନୁଯାଇ ପରିଶ୍ରମ କଲେ ସେ ମଧ୍ୟ ଗୋଟେ ଦିନ ଭଲ କଳାକାର ହୋଇପାରିବେ ଓ ମଲ୍ଟିଟାସ୍କ କରି ପାରିବେ ।

ବର୍ତମାନ ହର୍ଷିତା ଚିଲଡ୍ରେନ ଏକେଡମି ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି ଓ ତାଙ୍କ ମା ବାପା ତାଙ୍କ ଭବିଷ୍ୟ ନିର୍ମାଣରେ ତାଙ୍କୁ ଗୀତ ଓ ଅନ୍ୟ ଶିକ୍ଷା କରାଉଛନ୍ତି ଯାହା ଦ୍ଵାରା ହର୍ଷିତା ବଡ ହବା ପରେ ବହୁତ କିଛି ଜାଣି ପାରୁଥିବେ ଓ ତାଙ୍କୁ କୌଣସି ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡିବ ନାହିଁ ।

ବୀର କି ଅର୍ଦାସ ବୀରା ସିରିଏଲରେ ହରିଶତା ବହୁତ ଚୁଲବୁଲି ଭଉଣୀ ଅଭିନୟ କରିଥିଲେ ଓ ଘରେ ମଧ୍ୟ ସେ ବହୁତ ଚୁଲବୁଲି ଅଛନ୍ତି ବୋଲି ତାଙ୍କ ମା ବାପା କହିଛନ୍ତି । ହର୍ଷିତା ବଡ ହୋଇ ଚଳଚିତ୍ର ଦୁନିଆକୁ ଆସିବେ ବା ଗାୟକ ହୋଇବେ ତାହା ସମୟ କହି ପାରିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।