UPI ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ବଡ ଖବର, ରୁହନ୍ତୁ ସାବଧାନ! ନଚେତ…

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଆଜିକାଲି ସାଇବର ଠକାମି ଅଧିକ ପରିମାଣରେ ଦେଖା ଯାଉଛି । ସାଧାରଣ ଲୋକ ମାନେ ସାଇବର ଠକାମିର ଶିକାର ହେବାର ନଜର ଆସୁଛନ୍ତି । ବିଶେଷ କରି ସୋସିଆଲ ମିଡିଆ ଜରିଆରେ ଏମିତି ସମ୍ଭବ ହୋଇ ପାରୁଛି । ସାଇବର ଠକାମି-ର ଶିକାର ହୋଇ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । କିଛି ଲୋକ ମାନଙ୍କର ଟଙ୍କା ଲୁଟ ହେବା ସହ ତାଙ୍କର ବ୍ଯାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇ ଯାଉଛି ।

ଯାହା ଫଳରେ ସାଧାରଣ ଲୋକ ମାନେ ନିରାଶ ହେବାର ନଜର ଆସୁଛନ୍ତି । ଏହି କ୍ଷେତ୍ର ରେ ପୋଲିସ ମଧ୍ୟ କିଛି କରିପାରୁ ନାହି । କାରଣ ସାଇବର ଠକ ମାନେ ଏତେ ଚାଲାକ ଯେ ଏମିତି କାମ କରୁଛନ୍ତି ଯାହା ପାଇଁ ସେମାନେ ଧରା ମଧ୍ୟ ପଡୁ ନାହାନ୍ତି । ଯେତେ ଅଭିଯୋଗ କରିଲେ ମଧ୍ୟ ଏହି ଘଟଣା ର ସଠିକ ସମାଧାନ ବାହାରି ପାରୁ ନାହି ।

ଆଜିର ଇଣ୍ଟରନେଟ ଦୁନିଆରେ ଏତେ ସବୁ ସରଳ ଓ ସହଜ ଆପ ଗୁଡିକ ଖୋଲି ଗଲାଣି ଯାହା ପାଇଁ ସା-ଇ-ବ-ର ଠକ ଏହାର ଫାଇଦା ଉଠାଇଛନ୍ତି । ତେବେ ବର୍ତ୍ତମାନର ବଡ ଖବର ହେଉଛି ମାତିଛନ୍ତି ସା-ଇ-ବ-ର ଲୁ-ଟେ-ରା ଗତ ନଭେମ୍ବର ମାସରୁ ରାଜଧାନୀ ।

ଗତ ମାସରେ ରାଜଧାନୀରୁ ୭୭ ଲକ୍ଷ ରୁ ଅଧିକ ଟଙ୍କା ଲୁଟ କରିଛନ୍ତି ସାଇବର ଠକ ମାନେ । ଅଭିଯୋଗ-କା-ରୀ-ଙ୍କ ୨୭ ଲକ୍ଷ ରୁ ଅଧିକ ଠ-କେ-ଇ ଟଙ୍କାକୁ ବ୍ଲକ ଓ ଫେରସ୍ତ କରା ଯାଇଛି । ଭୁବନେଶ୍ଵର ପୋଲିସ ପକ୍ଷ ରୁ ଏ ନେଇ ସୂଚନା ଦିଆ ଯାଇଛି ।

ସମୁଦାୟ ୪୬୦ଟି ଠକେଇ କଲରୁ UPI ସମ୍ପର୍କିତ ଠକେଇ ସର୍ବାଧିକ ହୋଇଛି । ସୂଚନା ଅନୁସାରେ ୧୩ଟି କେସ ରୁଜୁ କରାଯିବା ସହ ୫୯ଟି ମୋବାଇଲ ନମ୍ବରକୁ ବ୍ଲକ କରା ଯାଇଛି । ମୋଟ UPI ଠକେଇ କଲ ୯୭ଟି, ଡେବିଟ ଓ କ୍ରେଡିଟ କାର୍ଡ ଠକେଇ କଲ ୩୬ଟି, ଅନ୍ଯାନ୍ଯ କଳା ୧୧୩ଟି ହୋଇଥିବାର ସୂଚନା ମିଳିଛି ।

ତେବେ ଅଭିଯୋଗକାରୀ ନିଜର ଅଳ୍ପ ଟଙ୍କା ଫେରି ପାଇଛନ୍ତି । ଏହା କେବଳ ସମ୍ଭବ ହୋଇ ପାରିଛି ପୋଲିସ ମାନଙ୍କ ସଚେତନତା ଯୋଗୁ । ତେବେ ଆଗକୁ ମଧ୍ୟ ଏଭଳି ଅନେକ ଠ-କେ-ଇ ଟଙ୍କା ଉଦ୍ଧାର କରାଯିବ ବୋଲି ପୋଲିସ ଆଶା ରଖିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *