କାହାକୁ ଡେଟ୍ କରୁଛନ୍ତି Vijay Deverakonda ? ନିଜେ ଖୁଲାସା କଲେ ଅଭିନେତା

ବର୍ତ୍ତମାନ ସମୟରେ ସାଉଥ ଅଭିନେତା ବିଜୟ ଦେବରାକୋଣ୍ଡା ଯୁବ ପିଢିମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଅଭିନେତା ଅଟନ୍ତି । ସେ ବର୍ତ୍ତମାନ ନିଜର ଆସନ୍ତା ଫିଲ୍ମ ‘ଲିଗର’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ମାଇକ ଟାଇସନଙ୍କ ସହ ସ୍କ୍ରିନ ଶେୟାର କରୁଥିବାର ନଜର ଆସିବେ । ଯାହାଙ୍କୁ ବକ୍ସିଂର ଚ୍ୟାମିୟାନ କୁହାଯାଏ । କିନ୍ତୁ ଏହା ମଧ୍ୟରେ ସେ ନିଜର ପର୍ସନାଲ ଲାଇଫକୁ ନେଇ ବି ଚର୍ଚ୍ଚାରେ ଅଛନ୍ତି ।

କହିବାକୁ ଗଲେ ତାଙ୍କର ଫ୍ୟାନମାନେ ସବୁବେଳେ ତାଙ୍କର ପସନ୍ଦିତା ଷ୍ଟାର କଣ କରୁଛନ୍ତି ଏହା ଜାଣିବା ପାଇଁ ଉତ୍ସାହିତ ରହିଥାନ୍ତି । ସେ କେଉଁ ଫିଲ୍ମରେ କାମ କରୁଛନ୍ତି ଓ ସେ କାହାକୁ ଡେ-ଟ କରୁଛନ୍ତି ।

ଏହି କ୍ରମରେ ଯେତେବେଳେ ବିଜୟ ଦେବରାକୋଣ୍ଡାଙ୍କୁ ପ୍ରଶ୍ନ କରାଗଲା ତାଙ୍କ ଜୀବନର ସବୁଠୁ ପ୍ରିୟ ବ୍ୟକ୍ତି କିଏ ? ତେବେ ସେ ଏହାର ଏକ ଚମତ୍କାର ଉତ୍ତର ଦେଲେ । ବିଜୟ ଦେବରାକୋଣ୍ଡା ବର୍ତ୍ତମାନ ନିଜର ଭାଇ ଆନନ୍ଦଙ୍କ ଫିଲ୍ମ ‘ପୁଷ୍ପକ ବିମାନମ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି କ୍ରମରେ ଉଭୟ ଭାଇଙ୍କର ଏକ ଭି-ଡି-ଓ ୟୁଟ୍ୟୁବରେ ବହୁତ ଭା-ଇ-ରା-ଲ ହେଉଛି । ଯେଉଁଥିରେ ସେ ନିଜର ଫ୍ୟାନମାନଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ।

ଏହା ମଧ୍ୟରେ ତାଙ୍କୁ ଜଣେ ଫ୍ୟାନ ପ୍ରଶ୍ନ କରିଲେ କି ସେ କାହାକୁ ଡେ-ଟ କରୁଛନ୍ତି । ଏହାର ଜବାବରେ ବିଜୟ ଥଟ୍ଟାରେ କହିଲେ କିଛି ଦିନ ତଳେ ହିଁ ତାଙ୍କର ହୃଦୟ ଭାଙ୍ଗି ଯାଇଛି । ଏହା ଶୁଣି ଫ୍ୟାନମାନେ ପୁଣି ପ୍ରଶ୍ନ କରିଲେ ସେ କିଏ ? ବିଜୟଙ୍କ ଭାଇ ଆନନ୍ଦ ଉତ୍ତର ଦେଲେ କି ‘ଠିକ ସେମିତି ଯେମିତି ଫିଲ୍ମରେ ମୋର ହିରୋଇନ ମୋତେ ଛାଡି ଚାଲି ଯାଉଛି । ‘

କହିଦେଉଛୁ କି ଗତ ବର୍ଷ ଖବର ସାମ୍ନାକୁ ଆସୁ ଥିଲା କି ବିଜୟ ଦେବରାକୋଣ୍ଡା ଓ ରଶ୍ମିକା ମନ୍ଦନା ପରସ୍ପରକୁ ଡେ-ଟ କରୁଛନ୍ତି । ଉଭୟ ୨୦୧୮ରେ ‘ଗୀତା ଗୋବିନ୍ଦମ’ରେ କାମ କରିଥିଲେ । ଏମାନଙ୍କ ମଧ୍ୟରେ ଚ-ମ-ତ୍କା-ରୀ କେମେଷ୍ଟ୍ରି ବି ଦେଖିବାକୁ ମିଳିଥିଲା । ଦୁଇ ଜଣଙ୍କୁ ପ୍ରାୟତଃ ଏକାଠି ଦେଖା ଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ କି ସେ  ମାନଙ୍କ ମଧ୍ୟରେ ଅଫେୟାର ଚାଲିଛି ନା ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *