Weather Update: ଆସନ୍ତା 5 ଦିନ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା,15 ଜିଲ୍ଲାକୁ ୟେଲୋ ୱାରିଙ୍ଗ ଜାରି କରଲା ପାଣି ପାଗ ବିଭାଗ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଓଡିଶାରେ ମୌ-ସୁ-ମୀର ପ୍ର-ଭା-ବ ଗତ ବର୍ଷା ଅପେକ୍ଷା ଏହି ବର୍ଷା ବହୁତ ଭଲ ରହିଛି । ମୌ-ସୁ-ମୀ ପ୍ର-ଭା-ବରେ ଓଡିଶାର ବିଭିନ୍ନ ଅଞ୍ଚଳରେ ସମୟ ସମୟ ବର୍ଷା କିମ୍ବା ଘ-ଡ-ଘ-ଡି ସହ ବର୍ଷା ଦେଖା ଯାଉଛି । ଯାହାକି ସମସ୍ତଙ୍କ ପାଇଁ ଏକ ଭଲ ଖ-ବ-ର ।

ମୌ-ସୁ-ମୀର ପ୍ର-ଭା-ବରେ ଚାଷୀମାନଙ୍କୁ ବି ଚାଷ କାର୍ଯ୍ୟରେ ସାହାର୍ଯ୍ୟ ମିଳୁଛି । କହିଦେଉଛୁ କି ଓଡିଶାର ପାଣି ପାଗ ବିଜ୍ଞାନ କେନ୍ଦ୍ର ପୂର୍ବରୁ ଓଡିଶାର କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ ଏହାକୁ ନେଇ ପୂର୍ବନୁମାନ କରିଥାଏ । ଏମିତିରେ ଓଡିଶାର ଆସନ୍ତା ୫ ଦିନ କେଉଁ କେଉଁ ସ୍ଥାନରେ ବର୍ଷା ହେବ ଏହାର ଏକ ରି-ପୋ-ର୍ଟ ସାମ୍ନାକୁ ଆସିଛି ।

ଯେଉଁଥିରେ ୧୫ ଟି ଜିଲ୍ଲାରେ ବର୍ଷାର ସ-ମ୍ଭା-ବ-ନାକୁ ଦରସାଯାଇଛି । କହିଦେଉଛୁ କି ଆସନ୍ତା ୫ ଦିନ ଓଡିଶାରେ ମୌ-ସୁ-ମୀର ପ୍ର-ଭା-ବ ସ୍ଵାଭାବିକ ଠାରୁ ଭଲ ରହିବ । ଯେଉଁ କାରଣରୁ ଆ-ଭ୍ୟ-ନ୍ତ-ରୀ-ଣ ଓଡିଶାରେ ବର୍ଷା ପ୍ର-ଭା-ବ ଅ-ଧି-କ ରହିବ । ସେହିଭଳି ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ଏମିତିରେ ଆଜି ଠାରୁ ହିଁ ଓଡିଶାର ପାଣି ପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟର ୧୫ ଟି ଜିଲ୍ଲାକୁ ୟେଲୋ ୱା-ରି-ଙ୍ଗ ଜାରି କରିଛି । ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ଗଜପତି, କନ୍ଧମାଳ, ନବରଙ୍ଗପୁର, ରୟଗଡା, କୋରାପୁଟ, ମାଲକାନଗିରି, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱା-ରି-ଙ୍ ଜାରି କରାଯାଇଛି ।

ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘ-ଡ-ଘ-ଡି ସହ ବର୍ଷା କିମ୍ବା କେବଳ ବର୍ଷା ହେବାର ସ-ମ୍ଭା-ବ-ନା ଅଛି । କିନ୍ତୁ ନବରଙ୍ଗପୁର, ନୂଆପଡା ଓ ସୁନ୍ଦରଗଡ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇ ପାରେ ବୋଲି ଆଞ୍ଚଳିକ ପାଣି ପାଗ ବିଜ୍ଞାନ କେନ୍ଦ୍ର ତରଫରୁ ପୂର୍ବାନୁମାନ କରାଯାଇଛି ।

ଯଦି ରାଜଧାନୀ ଭୁବନେଶ୍ଵର ବିଷୟର କହିବା ତେବେ ଏଠି ପାଗ ମୁଖ୍ୟତଃ ମେ-ଘୁ-ଆ ମେ-ଘୁ-ଆ ରହିବ । କିନ୍ତୁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷାର ସମ୍ଭାବନା ଅଛି । କଟକରେ ବି କିଛି ଏହିଭଳି ପାଗ ଦେଖାଯିବ । ଏହି ସବୁ ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *