ଯଦି ଆପଣଙ୍କ ପାଖରେ ଏହି ପୁରୁଣା ୨ ଟଙ୍କିଆ କଏନ ଅଛି ତେବେ ଆପଣ ବି ପାଇପାରିବେ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେଉଁଠି ବିକିବେ ଓ କେମିତି

ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ପୁରୁଣା ପୁରୁଣା ନୋଟ ଓ କଏନ ରଖିଥାନ୍ତି । କେତେକ ଲୋକମାନଙ୍କର ଏହା ଏକ ପ୍ରକାରର ନି-ଶା ଥାଏ । ଏହା ସହିତ କେତେକ ଲୋକମାନେ ଅନ୍ୟ ଦେଶ ଗୁଡିକର ନୋଟକୁ ବି ରଖିଥାନ୍ତି ।

ଏମିତିରେ ପୁରୁଣା ନୋଟ ଓ କଏନ ରଖୁଥିବା ଲୋକମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଯଦି ଆପଣଙ୍କ ପାଖରେ ଏହିଭଳି ୨ ଟଙ୍କିଆ କଏନ ଅଛି ତେବେ ଆପଣ ଲକ୍ଷପତି ହୋଇପାରିବେ । କୌଣସି ବି ଜିନିଷ ଯଦି ବହୁତ ଅଧିକ ଦିନ ହୋଇଯାଏ ଅର୍ଥାତ ପୁରୁଣା ହୋଇଯାଏ ତେବେ ତାହା ବହୁତ ଅମୂଲ୍ୟ ହୋଇଯାଏ । ଅର୍ଥାତ ତାହାର ମୂଲ୍ୟ ବହୁତ ବଢିଯାଏ ଓ ଏହି ସମସ୍ତ ଜିନିଷର ନିଲାମ କରାଯାଏ ଯାହା ବିକ୍ରି ହେବା ପରେ ବିକ୍ରି କରୁଥିବା ବ୍ୟକ୍ତି ଲକ୍ଷପତି ଓ ବେଳେ ବେଳେ କୋଟିପତି ବି ହୋଇଯାଏ ।

ଅନ୍ତର୍ଜାତୀୟ ମାର୍କେଟରେ ଏହାର ଚାହିଦା ବହୁତ ହିଁ ଅଧିକ ଥାଏ । ଏହି ଅମୂଲ୍ୟ ଜିନିଷ ଥିବା ବ୍ୟକ୍ତି ଯଦି ଏହି ଜିନିଷକୁ ବିକ୍ରି କରି ଦେଉଛି ତେବେ ତାକୁ ଭଲ ଟଙ୍କା ମିଳିଥାଏ । ଯଦି ଆପଣଙ୍କ ପାଖରେ ବି ଏହିଭଳି କିଛି ଅମୂଲ୍ୟ ଜିନିଷ ଅଛି ଯାହାକି ବହୁ ବର୍ଷ ପୁରୁଣା ଅଟେ ତାକୁ ଆପଣ ବିକ୍ରି କରି ବହୁତ ଟଙ୍କା ଆୟ କରି ପାରିବେ । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଦୁଇ ଟଙ୍କିଆ କଏନ ବିଷୟରେ କହିବୁ ।

କହିବାକୁ ଗଲେ ଆମେ ଆପଣଙ୍କୁ ଯେଉଁ ୨ ଟଙ୍କିଆ କଏନ ଦେଖାଉଛୁ ତାହା ୧୯୯୪ ମସିହାର ଅଟେ । ଏହି କଏନ ପଛରେ ଭାରତୀୟ ମାନଚିତ୍ର ଅଛି । କହିଦେଉଛୁ କି କୁଇକର ୱେବସାଇଟରେ ଏହି କଏନର ମୂଲ୍ୟ ଅଛି ୫ ଲକ୍ଷ ଟଙ୍କା । ଏହା ସହିତ ସ୍ଵାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ଏକ ଟଙ୍କା କଏନର ମୂଲ୍ୟ ୨ ଲକ୍ଷ ଟଙ୍କା ଏହି ୱେବସାଇଟରେ ରହିଛି ।

ଏତିକି ନୁହେଁ ୧ ଟଙ୍କା ବ୍ରିଟିଶ କଏନର ମୂଲ୍ୟ ୯ ଲକ୍ଷ ଟଙ୍କା ଅଛି । ଏହିଭଳି ବହୁତ ପୁରୁଣା କଏନ ଓ ନୋଟ ଏହିଭଳି ୱେବସାଇଟରେ ବିକ୍ରି ହେଉଛି । କହିଦେଉଛୁ କି ଏହି ସବୁ କଏନ ଇ କମର୍ସ ସାଇଟ କୁଇକରରେ ବିକ୍ରି ହେଉଛି । ଏହାର ଚାହିଦା ବି ଦିନକୁ ଦିନ ବଢିବାରେ ଲାଗିଛି ।

ଏମିତିରେ ଯଦି ଆପଣଙ୍କ ପାଖରେ କୌଣସି ବି ପୁରୁଣା କଏନ ଅଛି ଓ ଆପଣ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ଆପଣ ଇ କମର୍ସ ସାଇଟକୁ ଯାଇ ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେଶନ କରିବାକୁ ପଡିବ । ଏହା ପରେ ଆପଣ ନିଜର ପୁରୁଣା କଏନର ଫଟୋକୁ ଉଠାଇ ଏହି ୱେବସାଇଟରେ ଅପଲୋଡ କରିବା ପରେ ବିକ୍ରି କରି ପାରିବେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *