Barshaଙ୍କ ନାଁରେ ଏହି ସଙ୍ଗିନ ଅଭିଯୋଗ ନେଇ ଥାନାକୁ ଗଲେ Anubhab, ଦେଖନ୍ତୁ Video

ବନ୍ଧୁଗଣ, ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା “ଅନୁଭବ” ଏବଂ ବର୍ଷା ଙ୍କ ବି-ବା-ଦ ସ-ମ୍ବ-ନ୍ଧରେ ଆପଣ ମାନେ ବେଶ ଭଲ ଭାବରେ ପରିଚିତ । ବର୍ତ୍ତମାନ ଉଭୟ ମି-ଡି-ଆ ରେ ବହୁତ ଚର୍ଚ୍ଚାରେ । ଆସନ୍ତୁ ଜାଣିବା ବର୍ତ୍ତମାନ ଉଭୟଙ୍କ ମଧ୍ୟରେ କେଉଁ ବି-ବା-ଦ କୁ ନେଇ ଚର୍ଚ୍ଚା ।

ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ ଯେଉଁ ବି-ବା-ଦ ଥିଲା ତାହା ବର୍ତ୍ତମାନ ନୂଆ ମୋଡ ନେଇଅଛି । କିଛି ସମୟ ପୂର୍ବରୁ ଅନୁଭବ କଟକ ପୁରୀ ଘାଟ ଥା-ନାରେ ବର୍ଷା ଙ୍କ ନାମ ରେ ଅ-ଭି-ଯୋ-ଗ ଆଣିଛନ୍ତି । ବର୍ଷା ଷ-ଡ-ଯ-ନ୍ତ୍ର କରୁଛନ୍ତି ବୋଲି ସାଂସଦ ତଥା ଓଲିଉଡ ଅଭିନେତା “ଅନୁଭବ ମହାନ୍ତି” ଏକ ସାଂ-ଘା-ତି-କ ଅ-ଭି-ଯୋ-ଗ ଆଣିଛନ୍ତି । ଅଜଣା ଦୁର୍ବୁତ ଙ୍କୁ ବର୍ଷା ଘର ଭିତରକୁ ପ୍ରବେଶ କରାଉଛନ୍ତି ଏବଂ ତାଙ୍କ ପରିବାର ସୁରକ୍ଷିତ ନାହାନ୍ତି ।

ଏହା ବ୍ୟତୀତ କିଛି ହେଲମେଟ ଧାରି ଯୁବକ ମଧ୍ୟ ଘର ଭିତରକୁ ଆସୁଛନ୍ତି ଏ ସବୁ ସେ ସିସିଟିଭି କ୍ୟାମେରା ରେ ଦେଖିଲେ । ଏଣୁ ତାଙ୍କ ଜୀବନ ପ୍ରତି ବି-ପ-ଦ ରହିଛି ବୋଲି “ଅନୁଭବ ମହାନ୍ତି” ଅ-ଭି-ଯୋ-ଗ କରିଛନ୍ତି । କଟକ ର ପୁରୀଘାଟ ଥା-ନାରେ “ବର୍ଷା” ଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ୨୦୨୦ ରେ ବର୍ଷା ଏବଂ ଅନୁଭବ ଙ୍କର ବି-ବା-ଦ ସାମ୍ନା କୁ ଆସିଥିଲା ।

ଏ ନେଇ କୋ-ର୍ଟ ରେ ମଧ୍ୟ ବି-ବା-ଦ ପହଞ୍ଚିଥିଲା । ସୁପ୍ରିମ କୋ-ର୍ଟ କୁ ମଧ୍ୟ ମାମଲା ଯାଇଥିଲା । ଏହା ପରବର୍ତ୍ତୀ ପର୍ଯ୍ୟାୟରେ ମହିଳା କମିଶନର ପାଖରେ ମଧ୍ୟ ଅନୁଭବ ଏବଂ ବର୍ଷା ହାଜର ହୋଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କିଭଳି ଭାବରେ ଆପଶ ରେ ବୁଝାମଣା କରାଯାଇ ପାରିବ ଏ ନେଇ ଆଲୋଚନା କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହି ବି-ବା-ଦ ଏକ ଭିନ୍ନ ମୋଡ ନେଇଅଛି ।

ସୂଚନା ଅନୁଯାୟୀ ବର୍ତ୍ତମାନ ଅନୁଭବ ଜଣେ ସାଂସଦ ଅଟନ୍ତି । ଏଥିପାଇଁ ପୋ-ଲି-ସ ମଧ୍ୟ ଏହି ଘ-ଟ-ଣା-କୁ ଗୁରୁତ୍ଵର ନେବା ବୋଲି କୁହାଯାଉଅଛି । ମାତ୍ର ସବୁଠାରୁ ବଡ କଥା ହେଉଛି ଯେ ହେତୁ ପୂର୍ବ ରୁ ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ ବି-ବା-ଦ ରହିଅଛି ।

ଏଣୁ ଏହି ଅ-ଭି-ଯୋ-ଗ ଅନୁଯାୟୀ ତଦନ୍ତ ଆରମ୍ଭ ସମୟରେ ପୂର୍ବ ଘ-ଟ-ଣା-କୁ ମଧ୍ୟ ନଜର ଦିଆଯାଏ । ଅନୁଭବ ମହାନ୍ତି ଥା-ନା ରେ ଯାହା ଯାହା ଉଲ୍ଲେଖ ମଧ୍ୟ କରିଛନ୍ତି ଶେଷରେ ତାଙ୍କର ଦସ୍ତଖତ ମଧ୍ୟ ରହିଅଛି । ଅନୁଭବ କହିଛନ୍ତି ଯେ, ବର୍ଷା ପ୍ରିୟଦର୍ଶନୀ ବର୍ତମାନ ମୋ ଘରେ ରହୁଛନ୍ତି ଯେହେତୁ କୋ-ର୍ଟ ରେ କିଛି ଫଇସଲା ହୋଇନାହିଁ ଏଣୁ ମୋ ସ୍ତ୍ରୀ ହିସାବରେ ସେ ମୋ ଘରେ ରହୁଛନ୍ତି ।

ଯେଉଁ ଘରେ ମୋର ବାପା ମା ରହୁଥିଲେ । ବର୍ତ୍ତମାନ ବର୍ଷା ପ୍ରିୟଦର୍ଶନୀ ସେହିଘରେ ରହୁଥିବା ବେଳେ ମୋର ଅଜଣାତରେ କିଛି ଅଜଣା ଯୁବକ ଘରକୁ ପ୍ରବେଶ କରୁଛନ୍ତି । ଏବଂ କିଛି ଆଲୋଚନା ମଧ୍ୟ ହେଉଅଛି । ଏହାକୁ ନେଇ ଅନୁଭବ ମହାନ୍ତି ସ-ନ୍ଦେ-ହ କରୁଛନ୍ତି ଯେ ଏହା ମୋ ବି-ରୁ-ଦ୍ଧ-ରେ ଏକ ଷ-ଡ-ଯ-ନ୍ତ୍ର ଅଟେ । ବନ୍ଧୁଗଣ ଏହି ବି-ବା-ଦ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *