Jyotisha Shastra: ଘରେ କରୁଥିବା ପୂଜାର ସମୟ ବଦଳାନ୍ତୁ, ହେବ ସମସ୍ତ ପୂଜା ସ୍ଵୀକାର- ଜାଣନ୍ତୁ କେଉଁ ସମୟରେ କରିବେ ପୂଜା ?

ସମସ୍ତଙ୍କ ଘରେ କେହି ନା କେହି ଠାକୁର ଙ୍କ ପୂଜା କରିଥାନ୍ତି । କିନ୍ତୁ କଣ ସମସ୍ତଙ୍କୁ ପୂଜା ର ଫଳ ମିଳିଥାଏ । ସେଥିପାଇଁ କେହି ବେଶି ଧନବାନ ଅଟେ ତ କେହି ସଫଳ ହୋଇଥାଏ । ଯଦି ଆପଣ ଭଗବାନ ଙ୍କୁ ବିଶ୍ବାସ କରୁଥିବେ ତେବେ ଆପଣ ଏହି କଥା ଉପରେ ବି ବିଶ୍ବାସ କରିବା ଦରକାର କାରଣ ଭଗବାନ ଯଦି ଆପଣଙ୍କ ପୂଜା ସ୍ଵୀକାର କରିଛନ୍ତି ତ ଭଗବାନ ଆପଣ ଙ୍କ ମନୋକାମନା ନିଶ୍ଚୟ ପୁରା କରିବେ ।

ଆମର କୌଣସି ଏକ ଛୋଟ ଭୁଲ ପାଇଁ ଆମର ପ୍ରାର୍ଥନା , ପୂଜା ଓ ମନୋକାମନା ଭଗବାନ ସ୍ଵୀକାର କରି ନଥାନ୍ତି । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ନିଶ୍ଚୟ ହେବେ ଭଗବାନ ସମସ୍ତଙ୍କ ପୂଜା ପ୍ରାର୍ଥନା କୁ ସ୍ଵୀକାର କରିଥାନ୍ତି । କିନ୍ତୁ ସତ୍ୟ ଏହା ଅଟେ ଗୋଟେ ଦିନ ରେ କିଛି ଏମିତି ସମୟ କାଳ ମଧ୍ୟ ଅଛି ଯାହା ଦ୍ଵାରା ଆପଣ କରିଥିବା ପୂଜା ଭଗବାନ ସ୍ଵୀକାର କରିନଥାନ୍ତି ।

ଯିଏ ବି ଏହି ସମୟକାଳ କୁ ଧ୍ୟାନ ରଖୀ ଭଗବାନ ଙ୍କ ପୂଜା କରିଥାଏ ତାକୁ ତୁରନ୍ତ ପରିଣାମ ମଧ୍ୟ ଦେଖିବାକୁ ମିଳିଥାଏ । ଏବଂ ତାର ସବୁ ମନୋକାମନା ପୂରଣ ହୋଇଥାଏ । କିଛି ଛୋଟ ଛୋଟ ଭୁଲ ପାଇଁ ଆପଣଙ୍କ ପ୍ରାର୍ଥନା ଭଗବାନ ଙ୍କ ପାଖରେ ପହଞ୍ଚି ନଥାଏ । ଗୋଟେ ଦିନ ରେ ୨୪ ଘଣ୍ଟା ମଧ୍ୟରେ ୨ଟା ଏମିତି ବି କାଳ ଥାଏ ଯାହାକୁ ଆମେ ରାହୁକାଳ ଓ କେତୁକାଳ ବୋଲି କହିଥାଉ । ରାହୁ ଏବଂ କେତୁ ଏହା ଏକ କାଳ୍ପନିକ ଗ୍ରହ ଅଟେ । ସପ୍ତାହ ରେ ସବୁଦିନ ରାହୁକାଳ ଓ କେତୁକାଳ ଅଲଗା ଅଲଗା ସମୟରେ ହୋଇଥାଏ ।

ଏହି ଦୁଇ ସମୟ କାଳ ମଧ୍ୟରେ କରିଥିବା ପୂଜା ସଫଳ ହୋଇନଥାଏ ଓ ଭଗବାନ ସ୍ଵୀକାର ମଧ୍ୟ କରିନଥାନ୍ତି । ଏହି ସବୁ ସମୟରେ କୌଣସି ବି ପୂଜା କରିବା ଉଚିତ ନୁହେଁ । ପ୍ରତ୍ୟକ ଦିନ ରାହୁକାଳ ଓ କେତୁକାଳ ଅନୁସାରେ ଘରେ ପୂଜା କରିବା ଆବଶ୍ୟକ । କିଛି ଅଜଣା ସ୍ଥାନକୁ କେତୁକାଳ ରେ ଯିବା ବହୁତ ଅଶୁଭ ହୋଇଥାଏ । ରାହୁକାଳ ରେ ଆରମ୍ଭ ହୋଇଥିବା କିଛି ବି କାର୍ଯ୍ୟ କେବେ ବି ସଫଳ ହୋଇନଥାଏ । ତେଣୁ କିଛି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହା ଧ୍ୟାନ ରଖିଥାନ୍ତୁ ।

ପୃଥିବୀରେ ରହୁଥିବା ଲୋକମାନଙ୍କ ଉପରେ ରାହୁ ଓ କେତୁ ର ବହୁତ ପ୍ରଭାବ ରହିଥାଏ । ରାହୁ ଓ କେତୁ ଭଲ ଓ ଖରାପ ବି କରିଥାନ୍ତି । ରାହୁ ଓ କେତୁ ଚାହିଁ ଥାନ୍ତି ରାହୁ ଓ କେତୁ କାଳ ରେ ପୂଜା ହେଉ ବୋଲି । ଯଦି ଆମେ ଆମର ସବୁ ମନୋକାମନା ପୁରା କରିବାକୁ ଚହୁଁଛନ୍ତି ଏବଂ ଆପଣ ଙ୍କ ଜୀବନ ରେ ଅପାର ଧନ, ଯଶ, ସଫଳତା ଓ ଖୁସି ଚାହୁଁଛନ୍ତି ତେବେ ରାହୁକାଳ ରେ ରାହୁ ମନ୍ତ୍ର ର ୧୦୮ ଥର ଜାପ କରନ୍ତୁ । ସେହି ପରି କେତୁ କାଳ ରେ କେତୁ ମନ୍ତ୍ର କୁ ୧୦୮ଥର ଜାପ କରନ୍ତୁ ।

ଯଦି ରାହୁ ଓ କେତୁ ର ପୂଜା କରିବାକୁ ଚାହୁଁ ନାହାନ୍ତି ତେବେ ଆପଣ ହନୁମାନ ଙ୍କ ଏକ ଶକ୍ତିଶାଳୀ ମନ୍ତ୍ର ଜାପ କରନ୍ତୁ । ହନୁମାନ ଙ୍କ ମନ୍ତ୍ର ଦ୍ଵାରା ଆପଣ ରାହୁ, କେତୁ ଓ ଶନି ଙ୍କୁ ପ୍ରସନ୍ନ ବା ଶାନ୍ତି କରିପାରିବେ । ଆପଣ ଏହି ମନ୍ତ୍ର କୁ ଏକ କାଗଜ ରେ ଲେଖି ନିଜ ପକେଟ ରେ ବା ପର୍ସ ରେ ରାଖୀ ଦିଅନ୍ତୁ ଏବଂ ଆପଣ ଏହାକୁ ମନ ରେ ମଧ୍ୟ ଜାପ କରିପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *