ଜାଣନ୍ତୁ କେଉଁ ରାଶି ପାଇଁ କେଉଁ ରତ୍ନ ଶୁଭ!

ମେଷ ରାଶି :

ମେଷ ରାଶିର ବ୍ୟକ୍ତି ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି ଏମାନେ ପରଉପକାରୀ ସ୍ୱଭାବର ଅନ୍ୟକୁ ଖୁସି ଦେଇ ଏମାନଙ୍କୁ ଭଲ ଲାଗେ। ଏହି ରାଶିର ପ୍ରିୟ ରତ୍ନ : ଲାଲ ପ୍ରବଳ।

ବୃଷ ରାଶି :

ଏହି ରାଶି ବ୍ୟକ୍ତିଙ୍କର ସବୁବେଳେ ଅନ୍ୟକୁ ପ୍ରଭାବିତ କରିବାକୁ ପ୍ରୟାସ କରନ୍ତି ନିଜେ ସବୁବେଳେ ଆଗ ଧାଡିରେ ରହିବାକୁ ପ୍ରୟାସ କରିଥାନ୍ତି। ଏହି ରାଶିର ପ୍ରିୟ ରତ୍ନ ହୀରା।

ମିଥୁନ ରାଶି :

ଏହି ରାଶିର ବ୍ୟକ୍ତି ମାନେ ସବୁଠୁ ଭାଗ୍ୟବାନ ରାଶିମଧ୍ୟରୁ ଜଣେ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପାନ୍ନ।

କର୍କଟ ରାଶି :

ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ମୁକ୍ତା।

ସିଂହ ରାଶି :

ଏହି ରାଶିର ବ୍ୟକ୍ତି ପରିବାର ପ୍ରେମୀ ହୋଇଥାନ୍ତି ସମସ୍ତଙ୍କୁ ସାହାଯ୍ୟ କରିବା ଏମାନଙ୍କର ଗୁଣ। ଏମାନଙ୍କର ପ୍ରିୟ ରତ୍ନ ମାଣିକ୍ୟ।

କନ୍ୟା ରାଶି :

କନ୍ୟା ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପାନ୍ନ।

ତୁଳା ରାଶି :

ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପଥର ହୀରା।

ବିଛା ରାଶି :

ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ଲାଲ ପ୍ରବଳ।

ଧନୁ ରାଶି :

ଧନୁ ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପୁଖରାଜ।

ମକର ରାଶି :

ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ନୀଳା।

କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ନୀଳା।

ମୀନ ରାଶି :

ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପୁଖରାଜ।

Leave a Reply

Your email address will not be published. Required fields are marked *