ପୁରୁଷ ନିଜ ନଜର ପାଇଁ ବଦନାମ ଅଟନ୍ତି ତାଙ୍କ ଅନୁଯାଇ ଯେଉଁ ଲୋକ ର ସୁନ୍ଦର ସ୍ତ୍ରୀ ଥାଏ ସେ ମଧ୍ୟ ବାହାରେ ନଜର ମାରିଥାଏ । ଆଜି ଆମେ ଆପଣଙ୍କୁ ଏହି ଆର୍ଟିକଲରେ ଏମିତି କିଛି ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ନିଜ ସ୍ତ୍ରୀ ପଛେ ଯେତେ ସୁନ୍ଦର ଥାଉ ତାଙ୍କ ନଜର ଅଲଗା ସ୍ତ୍ରୀ ଉପରେ ଥାଏ । ପୁରୁଷ ନଜର ଖରାପ ବୋଲି ଆପଣ ବହୁତ ଶୁଣିଥିବେ କିନ୍ତୁ ସମସ୍ତେ ଗୋଟେ ପ୍ରକାର ନଥାନ୍ତି ଆମେ ସେହି ପୁରୁଷଙ୍କ ବିଷୟରେ କହୁଛୁ ଯିଏ ଏହି ଭଳି କାମ କରିଥାନ୍ତି।

ଏହି କଥା ପୁରୁଷ ଲୋଭ ଉପରେ ଆସି ଯାଇଥାଏ କାହିଁକିନା ଯାହା ପାଖରେ ଯାହା ଥାଏ ତା ଦ୍ଵାରା ସେ ଖୁସି ନଥାନ୍ତି କିନ୍ତୁ ଯାହା ତାଙ୍କର ନୁହ ତାକୁ ପାଇବାର ଆଶାରେ ସେମାନେ ରୁହନ୍ତି, ଏହି ଭଳି ପୁରୁଷମାନେ ମଧ୍ୟ ନିଜ ସ୍ତ୍ରୀକୁ ଛାଡି ଅନ୍ୟ ସ୍ତ୍ରୀଙ୍କୁ ଦେଖିବା ପସନ୍ଦ କରନ୍ତି ।

ମଣିଷ ନିଜ ସ୍ତ୍ରୀକୁ ଛାଡି ଅନ୍ୟ ଯେଉଁ ସ୍ତ୍ରୀକୁ ପସନ୍ଦ କରିଥାଏ ଯଦି ସେ ଅନ୍ୟ ସ୍ତ୍ରୀ ତାକୁ ମିଳି ଯାଏ ତେବେ କିଛି ସମୟ ପାଇଁ ପୁରୁଷମାନଙ୍କୁ ଏମିତି ଲାଗେ ଯେମିତି ସେ ପୁରା ସଂସାର ଜିତି ଯାଇଛନ୍ତି କିନ୍ତୁ କିଛି ଦିନ ଅନ୍ୟ ସ୍ତ୍ରୀ ସହ ରହିଲା ପରେ ତାଙ୍କୁ ଆଉ କେହି ପସନ୍ଦ ଆସିବା ଆରମ୍ଭ ହୋଇଥାଏ ।

ଏହି ଭଳି ପୁରୁଷଙ୍କ ଲୋଭ କେବେ ସମାପ୍ତ ହୋଇ ନଥାଏ ତେବେ ତାଙ୍କ ନିଜ ସ୍ତ୍ରୀ ଯେତେ ସୁନ୍ଦର ହଉ ନା କାହିଁକି ତାଙ୍କ ନଜର ଅଲଗା ସ୍ତ୍ରୀ ଉପରେ ଯାହା ହେଲେ ଯାଇଥାଏ । ସ୍ତ୍ରୀଙ୍କୁ ପ୍ରାପ୍ତ କରିବା ଖେଳ ଘର ନୁହଁ ସ୍ତ୍ରୀ କୁ ପସନ୍ଦ କରିବା ଅନ୍ୟ କଥା କିନ୍ତୁ କାହାକୁ ପ୍ରାପ୍ତ କରିବା ପାଇଁ ପୁରୁଷକୁ ବହୁତ କଷ୍ଟ କରିବାକୁ ପଡିଥାଏ । ଗୋଟେ ସ୍ତ୍ରୀ ଚାହିଁଲେ ଘର ବନେଇ ପାରେ ଓ ଚାହିଁଲେ ଭାଙ୍ଗି ବି ପାରେ । ଗୋଟେ ନାରୀ ତାର ସାରା ଜୀବନ ନିଜ ପରିବାର ପାଇଁ ଉତ୍ସର୍ଗ କରିଥାଏ । କିନ୍ତୁ ବଦଳରେ ତାକୁ ଟିକେ ସ୍ନେହ ଶ୍ରଦ୍ଧା ଓ ପ୍ରେମ ବି ଦବା ପାଇଁ ତାଙ୍କ ଜୀବନ ସାଥୀଙ୍କୁ କଷ୍ଟ ଲାଗେ ।
ନିଜ ଜୀବନ ସାଥିଙ୍କ ମନ କଥା ବୁଝିବାକୁ ଚେଷ୍ଟା କରନ୍ତୁ । ସବୁ ସମ୍ପକରେ ଯେ ପୁଅ ମାନେ ହିଁ ଭୁଲ ଏହା କହିବା ବି ଭୁଲ, କିଛି ଜାଗାରେ ଏମିତି ବି ଦେଖିବାକୁ ମିଳେ ଯେଉଁଠି ପୁରୁଷ ମାନେ ତ ସଚୋଟ ଥାନ୍ତି କିନ୍ତୁ ସ୍ତ୍ରୀ ମାନେ ଧୋକା ଦେଇ ଥାନ୍ତି । ତେବେ ସେ ଯାହାବି ହେଉ ଏହା କେବଳ ଏଥି ପାଇଁ ହୁଏ କି ଦୁଇ ଜଣଙ୍କ ମଧ୍ୟରେ ସେତିକି ପ୍ରେମ ନ ଥାଏ ଓ ନା ଦୁହେଁ ଦୁଇଜଣଙ୍କୁ ବୁଝନ୍ତି । ସେଥିପାଇଁ ଏମିତି କିଛି ହେବା ଆଗରୁ ପରସ୍ପର ଭିତରେ ଥିବା ସମସ୍ୟାକୁ ଦୂର କରନ୍ତୁ ଓ ଏକ ଖୁସିର ଜୀବନ ବଞ୍ଚନ୍ତୁ ।