୭ ଅଭିନେତା କରୁଥିଲେ ହିରୋ-ହେରୋଇନ ଙ୍କ ପଛରେ ଡ୍ୟାନ୍ସ, ସୁଶାନ୍ତ ସିଂହ ରାଜପୁତଙ୍କ ଠାରୁ ନେଇ ଅର୍ଶଦ ୱାର୍ସି ଙ୍କ ନାମ ବି ସାମିଲ

ବଲିଉଡରେ ଏମିତି ବଡ ଅଭିନେତା ଏବଂ ଅଭିନେତ୍ରୀ ମାନେ ବି ଅଛନ୍ତି ଯିଏ ନିଜ କ୍ଯାରିୟର ର ଆରମ୍ଭରୁ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର କାମ କରିଥିଲେ । ଏହି ସୁପରଷ୍ଟାର ବହୁତ ହୀରୋ ହିରୋଇନଙ୍କ ପଛରେ ଡ୍ୟାନ୍ସ କରିଛନ୍ତି କିନ୍ତୁ ଏବେ ସେ ନିଜେ ଲିଡ ଅଭିନୟ କରି କୋଟି କୋଟି ଟଙ୍କା କମାଉଛନ୍ତି । ଜାଣି ଆଶ୍ଚଜ୍ୟ ହେବେ କି ଏହି ଲିଷ୍ଟରେ ଅର୍ଶଦ ୱାର୍ସି ଙ୍କ ଛଡା ସୁଶାନ୍ତ ସିଂ ରାଜପୁତ ବି ଅଛନ୍ତି ।

ଶାହିଦ କପୁର

ଶାହିଦ କପୁର ବଲିଉଡରେ ଜଣେ ଷ୍ଟାଗଲିଙ୍ଗ ଆଟିଷ୍ଟ ପରି ଆରମ୍ଭ କରିଥିଲେ । ଅଭିନେତା ପଙ୍କଜ କପୁରଙ୍କ ପୁଅ ହେବା ପରେ ବି ସେ ନିଜର ଯାତ୍ରା ନିଜେ ଠିକ କରିଥିଲେ । କ୍ଯାରିୟାର ଆରମ୍ଭରେ ସେ ଆଡ ଏବଂ ମୁଜିକ ଭିଡିଓରେ ନଜର ଆସିଥିଲେ । ସେ ବ୍ୟାକଗ୍ରାଉଣ୍ଡ ଡ୍ୟାନସର ବି କାମ କରିଥିଲେ ।

ରେମୋ ଡିସୁଜା

ଜଣାଶୁଣା କୋରିୟୋଗ୍ରାଫର ଏବଂ ଡାଇରେକ୍ଟର ରେମୋ ଡିସୁଜା ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ ଏବଂ ତାଙ୍କ ଡ୍ୟାନ୍ସକୁ ନେଇ ଫେସନ ତାଙ୍କୁ ଏହି ଜାଗାକୁ ନେଇଆସିଲା । ସେ ବହୁତ ଗୀତରେ ହିରୋ ହେରୋଇନଙ୍କ ପଛରେ ଡ୍ୟାନ୍ସ କରିଛନ୍ତି ।

ସୁଶାନ୍ତ ସିଂହ ରାଜପୁତ

ଏକ୍ଟର ହେବା ପୂର୍ବରୁ ସୁଶାନ୍ତ ସିଂହ ରାଜପୁତ ବି ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର କାମ କରିସାରିଛନ୍ତି । ସେ ଶାମକ ଡାବର ର ଡ୍ୟାନ୍ସ କମ୍ପାନୀର ଅଂଶ ଥିଲେ ଏବଂ ରୀତିକ ରୋସନ ଙ୍କ ଫିଲ୍ମ ‘ଧୂମ ୨’ରେ ଟାଇଟେଲ ଟ୍ରାକ ରେ ନଜରକୁ ଆସିଥିଲେ ।

କାଜଲ ଅଗ୍ରୱାଲ

କାଜଲ ଅଗ୍ରୱାଲ ସାଉଥ ଇଣ୍ଡିୟାନ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ଅଟନ୍ତି ,କିନ୍ତୁ ସେ ସୋ ଏବଂ ମୁଭିଜରେ ଡ୍ୟାନ୍ସ ରୂପରେ କ୍ଯାରିୟର ଆରମ୍ଭ କରିସାରିଛନ୍ତି ।

ଡେଜି ଶାହ

ସଲମାନ ଖାନଙ୍କ ସହିତ ‘ଜୟ ହୋ’ରେ ନଜର ଆସିବା ପୂର୍ବରୁ ସେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ ।

ଅରସଦ ବାରସି

ଅରସଦ ବାରସି ନିଜ କ୍ୟାରିୟର କେରିୟଗ୍ରାଫର ରୁ ଆରମ୍ଭ କରିଥିଲେ । ସେ ଫିଲ୍ମ ଆଗ ସେ ଖେଲେଙ୍ଗେ ର ହେଲ୍ପ ମି ଟ୍ରାକରେ ଡ୍ୟାନ୍ସ କରିଥିଲେ ।

ଦିୟା ମିର୍ଜା

ମିସ ଇଣ୍ଡିଆ ପେସେଫିକ ୨୦୦୦ରେ ଆରମ୍ଭ କରିଥିବା କ୍ୟାରିୟର ରେ ସାଉଥ ଇଣ୍ଡିଆନ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ରହିଛନ୍ତି । ଆଜି ବଲୀଉଡରେ ରାଜ କରୁଥିବା ଏହି ସବୁ ଅଭିନେତା ଓ ଅଭିନେତ୍ରୀ ମାନେ କେବେ ନିଜ କ୍ୟାରିୟରର ଆରମ୍ଭ ଏମିତି ଭାବେ ଆରମ୍ଭ କରିଥିଲେ । କିନ୍ତୁ ଆଜି ସେମାନଙ୍କ ପାଇଁ ସାରା ହିନ୍ଦୁସ୍ଥାନ ପାଗଳ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *