ୟୁକ୍ରେନ ପରେ ଏବେ ଫିନଲ୍ୟାଣ୍ଡ ଓ ସ୍ଵଡେନ ପାଳି, ଋଷ ଦେଲା ଏମିତି ଧମକ

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ ପରେ ଫିନଲ୍ୟାଣ୍ଡ,ସ୍ଵୀଡେନ ଉପରେ ଆକ୍ରମଣ କରିବ ରୁଷିୟା । ଯାହାକୁ ନେଇ ଏବେ ସାରା ବିଶ୍ଵ ରେ ଚିନ୍ତା ଜନକ ସ୍ଥିତି ଦେଖା ଯାଇଛି । ରୁଷିୟା କହିଛି ଯେ ଯଦି ଏହି ଦୁଇ ଦେଶ ନାତୋ ରେ ସାମିଲ ହୁଅନ୍ତି ତେବେ ୟୁକ୍ରେନ ଭଳି ଦଶା ଏମାନଙ୍କୁ ଭୋଗିବାକୁ ପଡିବ । ତେବେ ରୁଷିୟା ର ଏହି ମନ୍ତବ୍ୟ ପରେ ପୁଣି ଚର୍ଚ୍ଚା କୁ ଆସିଛତି ପୁଟିନ । ଗୋଟୁଇଏ ପକ୍ଷରେ ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ପୁରା ବିଶ୍ଵ ରୁଷିୟା କୁ ନିନ୍ଦା କରୁଛି ।

ଏମିତିକି ଫ୍ରାନ୍ସ ରୁଷିୟା ଉପରେ ପରମାଣୁ ବୋମା ଆକ୍ରମଣ କରିବା ଅଲାଗି ଧମକ ଦେଇଛି । ଏହା ସହ ଆମେରିକା ସମତେ ଅନେକ ନାଟୋ ରାଷ୍ଟ୍ର ରୁଷିୟା ଉପରେ ପ୍ରତିବନ୍ଧକ ଲଗାଇବା ସହ ଗୁଗୁଲ ଋଷିୟା ର ଅବିଭିନ ସୋସିଆଲ ପ୍ଲାଟଫର୍ମ ଉପରେ ମନିଟାଇଜେନସନ ଉପରେ ରୋକ ଲଗାଇଛି । ଏହା ପରେ ଏବେ ଫିଲ୍ୟାଣ୍ଡ ଓ ସ୍ଵେଦେଶ ଉପରେ ଆକ୍ରମଣ କରିବାକୁ ରୁଷିୟା ଧମକ ଦେଇଛି ।

ରୁଷିୟା କହିଛି ଏହି ଦୁଇ ଦେଶ ନାଟୋ ରେ ସାମିଲ ହୁଅନ୍ତି ତେବେ ଉଭୟଙ୍କ ଉପରେ ସାମାରିକ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ । ୟୁକ୍ରେନ ଆକ୍ରମଣ ପରେ ଶାନ୍ତିରେ ବସି ନାହାନ୍ତି ପୁଟିନ । ଅନ୍ୟ ଦେଶ ନୁପରେ ସାମରିକ ଆକ୍ରମଣ କରିବାକୁ ପୁଟିନ ଯୋଜନା କରୁଛନ୍ତି । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ପ୍ରତିକ୍ରିୟା ରଖିଛନ୍ତି । ବାଇଡେନ କହିଛନ୍ତି ଯେ ନିଜର ସୁରକ୍ଷା ଓ ଶକ୍ତି ପ୍ରଦର୍ଶନ ଲାଗି ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଠିକ ନୁହେଁ ।

ରୁଷିୟା ଯେପରି ଭାବେ ଏକଛତ୍ରବାଦୀ ଶାସନ କରିବାକୁ ଚାହୁଁଛି ତାହାକୁ ସହଜରେ ଗ୍ରହଣ କରାଯିବ ନାହି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି । ଏହା ସହ ନାଟୋ ପକ୍ଷରୁ ରୁଷିୟା ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି ୱ୍ହାଇଟ ହାଉସ କହିଛନ୍ତି । ଏହି କଥା ଜଣା ପଡିବା ପରେ ବ୍ରିଟେନ ସହ ଅନେକ ରାଷ୍ଟ୍ର ର ମୁଖ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ସେମାନେ କହିଛନ୍ତି ଯେ ୟୁକ୍ରେନ, ଫିନଲ୍ୟାଣ୍ଡ ବା ସ୍ଵୀଡେନ ଦେଶ ନାର୍କୋ ରେ ସାମିଲ ହେଲେ ଏହି ସବୁ ଦେଶରେ ନାଟୋ ନିଜର ସୈନ୍ୟ ଓ ସାମରିକ ଶକ୍ତି ବୃଦ୍ଧି କରିବ । ଯାହା ଦ୍ଵାରା ରୁଷିୟା ପ୍ରତି ବଡ ବିପଦ ଥିବା ପୁଟିନ ଜାଣି ସାରିଛନ୍ତି । ତେଣୁ କୌଣସି ପରିସ୍ଥିତିରେ ନାଟୋ ରେ ସାମିଲ ହେବାକୁ ଥିବା ଦେଶର ସଂଖ୍ୟା ବୃଦ୍ଧି ହେବାକୁ ରାଜି ହେଉ ନାହାନ୍ତି ପୁଟିନ ।

ଦେଶରେ ଅନେକ ରାଷ୍ଟ୍ର ରୁଷିୟା ବିରୁଦ୍ଧରେ ଏବେ ରହିଛନ୍ତି । ପୁଟିନ ଙ୍କ ମନମାଳିନୀ ଚାଲିବ ନାହି ଓ ଆକ୍ରମଣର ଦୃଢ ଜବାବ ଋଷିୟା ପାଇବ ବୋଲି କୁହା ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ରୁଷିୟାର ଅନ୍ୟ ଦେଶ ଉପରେ ଆକ୍ରମଣ କରିବାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *