ଏହି 10ଟି ଦିଗ ଭିତରେ ଲୁଚି ରହିଛି Naba Dasଙ୍କ ମୃ-ତ୍ୟୁର ପ୍ରକୃତ କାରଣ ? ସାମ୍ନାକୁ ଆସୁଛି ଏହି ସବୁ 10ଟି ପ୍ରଶ୍ନ

ବନ୍ଧୁଗଣ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ପରେ ଏବେ ଅନେକ କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ଘଟିଲା ଏଭଳି ଘଟଣା, କେମିତି ଘଟିଲା ନା ଏହା ପଛରେ ରହିଛି କିଛି ଷ-ଡ-ଯ-ନ୍ତ୍ର ଏମିତି ନାନା ପ୍ରଶ୍ନ ଏବେ ଚର୍ଚ୍ଚା ହେଉଛି । ତେବେ ଏହା ପଛରେ 10 ଟି ବଡ କାରଣ ରହିଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ ।

୧- ମନ୍ତ୍ରୀ ମାନଙ୍କ ପାଇଁ ଥିବା ପ୍ରୋଟକଲ କୁ ଭାଙ୍ଗି ଜଣେ ସୁରକ୍ଷା ଅଧିକାରୀ କାହିଁକି ଘଟାଇଲେ ଏମିତି ହ-ତ୍ୟା-କା-ଣ୍ଡ ? କଣ କରୁଥିଲେ ମନ୍ତ୍ରୀଙ୍କ PSO ? ସେ କାହିଁକି ବସିଥିଲେ ପଛ ଗାଡିରେ ?

୨- ଚର୍ଚ୍ଚା ହେଉଛି ହ-ତ୍ୟା ଅ-ଭି- ଯୁ -କ୍ତ ଗୋପାଳ ଦାସଙ୍କ ମାନସିକ ଅବସ୍ଥା ଥିଲା ନ ଥିଲା । ଯଦି ତାଙ୍କ ଅବସ୍ଥା ଠିକ ନାହି ତେବେ ପୋଲିସ ବିଭାଗ ଭଳି ଏକ ସଂବେଦନଶୀଳ ବିଭାଗରେ କେମିତି କାମ କରୁଥିଲେ ଗୋପାଳ ? ତାଙ୍କୁ ସର୍ଭିସ ରି-ଭ-ଲ-ବ-ଲ କାହିଁଙ୍କି ଦିଆ ଯାଇଥିଲା ? ଯଦି ଗୋପାଳ ହ-ତ୍ୟା-କା-ରୀ ତେବେ ତାଙ୍କୁ ଏଥିପାଇଁ କିଏ ଉସ୍କାଇ ନାହି ତ ?

୩- ଏ ଯାଏଁ ସର୍ବ ସାଧାରଣଙ୍କ ପାଖକୁ ଯେମିତି ଭିଡିଓ ଆସିଛି ସେଥିରେ ଗୋପାଳ ଦାସ ସିଧାସଳଖ guli ମା-ରୁ-ଥି-ବା-ର କୌଣସି ଭିଡିଓ ନାହି । ଯଦି ସେହି ଭିଡିଓ ସର୍ବସାଧାରଣକୁ ଆସିପାରନ୍ତା ତେବେ ଏହା ଆହୁରି ସ୍ପଷ୍ଟ ହୋଇପାରନ୍ତା ।

୪- guli kanda ପରେ ଜଣେ କାନ୍ଧରେ ସବୁଜ ଗାମୁଛା ପକାଇ ବନ୍ଧୁକ ଉପରକୁ ଉଠାଇ ଧରିଥିବା ଏକ ଭିଡିଓ ଆସିଛି । ତେବେ ସେହି ବ୍ୟକ୍ତି ଜଣକ କିଏ ? ପୋଲିସ ସେହି ବ୍ୟକ୍ତିଙ୍କୁ ପଚରାଉଚରା କରିଲାଣି କି ?

୫- କୁହାଯାଉଛି ଯେ ନବ ଦାସଙ୍କ ସହ ଗୋପାଳ ଦାସଙ୍କ ବଚସା ହୋଇଥିଲା । ନବ ବାବୁଙ୍କ ଭଳି ଜେଣ ବରିଷ୍ଠ କ୍ଯାବିନେଟ ମନ୍ତ୍ରୀଙ୍କର ଗୋପାଳ ଦାସଙ୍କ ଭଳି ଜଣେ ଜୁନିୟର ପୋଲିସ ଅଫିସରଙ୍କ ସହ କାହିଁକି ବଚସା ହୋଇଥିଲା ?

୬- ପଶ୍ଚିମ ଓଡିଶାରେ ନବାଙ୍କ ରାଜନୈତିକ ଦବଦବା ଅନେକ ଥିଲା । ଏପରିକି ନବାଙ୍କ ସଙ୍ଗେ ୧୦ରୁ ୨୦ ବିଧାୟକ ଥିବା ମଧ୍ୟ କୁହା ଯାଉଥିଲା । ଖାଲି ବିଜେଡି ନୁହେଁ କଂଗ୍ରେସ ଓ ବିଜେପି ନେତାଙ୍କୁ ମଧ୍ୟ ଫାଇନାନ୍ସ କରୁଥିଲେ ନବ ବାବୁ ।

୭- ପଶ୍ଚିମ ଓଡିଶାର ଜଣେ ଶକ୍ତିଶାଳୀ ଓ ବିତ୍ତଶାଳୀ ନେତା ଥିଲେ ନବ ଦାସ । କାଳ ହେଲାକି ନବ ବାବୁଙ୍କ ରାଜନୈତିକ ମହତ୍ଵଆକାଂକ୍ଷା । ଆଗାମୀ ୨୪ ନିର୍ବାଚନରେ ନବ ନିଜ ପାଇଁ ତାଙ୍କ ପରିବାର ଲୋକଙ୍କ ପାଇଁ ଟିକେଟ ନେବା ଲାଗି ଯୋଜନା କରିଥିଲେ ।

୮- ଦୁଇ ଦୁଇଟି ଉପନିର୍ବାଚନରେ ନବ ତାଙ୍କ ପତିଆରା ଦେଖାଇଥିଲେ । କିଶୋର ମହାନ୍ତିଙ୍କ ବି-ୟୋ-ଗ ପରେ ଅଳକା ମହାନ୍ତିଙ୍କୁ ବିଜୟୀ କରାଇଥିଲେ । ତେବେ ସୁଶାନ୍ତ ସିଂହଙ୍କ ସହ ରାଜନୀତିରେ ନବଙ୍କର ଆଦୌ ପଡୁନ ଥିଲା ।

୯- ମାଇନିଂ କାରୋବାରରେ ଯତିତ ଥିଲେ ନବ ବାବୁ । ସେ ଏମସିଏଲ କୋଇଲା ଖଣି ଖାଦାନ ହେଉ ବା ବେଦାନ୍ତ ମାଇନିଂ । ୧୦- ଗତ କିଛି ଦିନ ତଳେ ରୋଷେୟାଙ୍କ ସ-ନ୍ଦେ- ହ-ଜ -ନ-କ ମୃ-ତ୍ୟୁ-କୁ ନେଇ ସେ ଚର୍ଚ୍ଚାରେ ଥିଲେ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *