ମଙ୍ଗଳବାର 11 ମେ 2021- ବଜରଙ୍ଗବଲିଙ୍କ କୃପାରୁ ଆଜି ଏହି 3ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କ ଖର୍ଚ ବଜେଟକୁ ବିଗାଡି ପାରେ ଓ ଶେଥି ପାଇଁ ବହୁତ ଯୋଜନା ମଝିରେ ଅଟକି ପାରେ । ଭାଗ୍ଯର ପୁରା ସହଯୋଗ ମିଳିବ । ଆପଣଙ୍କ ପରିଶ୍ରମ ଲୋକଙ୍କ ସାମନାକୁ ଆସିବ ଓ ଆପଣଙ୍କୁ ପରିଚୟ ମିଳିବ । ଯେଉଁ ଲୋକ ଆପଣଙ୍କ ବିରୋଧୀ ଥିଲେ ସେ ଆପଣଙ୍କ ସାମ୍ନାକୁ ଆସିବେ । ବିଦେଶରେ କରାଯାଇଥିବା ବ୍ୟବସାୟ ଶୁଭ ଲାଭ ଦେବ । ବ୍ୟସ୍ତତା କାରଣରୁ ଦାଂପତ୍ଯ ଜୀବନରେ ଦୂରତା ବଢି ପାରେ ।

ବୃଷ :- ଅନୁଭବି ବ୍ୟକ୍ତିତ୍ବ ଦ୍ଵାରା ଆପଣଙ୍କୁ କିଛି ନୂଆ ଯୋଜନା ମିଳିବ । ଏମିତି କିଛି କରିବାରୁ ଦୂରେଇ ରୁହନ୍ତୁ ଯାହାର ବାକି ଜୀବନରେ ଆପଣଙ୍କୁ ପସ୍ତେଇବାକୁ ପଡିବ । ସ୍ଵାସ୍ଥ୍ୟକୁ ନେଇ ଅଧିକ ସଚେତ ହୋଇବେ । ନୂଆ କାମକୁ ନେଇକି ଖୁସି ରହିବେ । ଧନ ସମ୍ପତିରେ ବୃଦ୍ଧିର ଯୋଗ ରହିଛି । ମାନସିକ ରୂପରେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ସମଯରେ ମାନ ସନମାନ ମିଳିବ ।

ମିଥୁନ :- ଆଜି କେଉଁଠୁ ଆର୍ଥିକ ଲାଭ ହେବାର ଖବର ମିଳିବ । ବ୍ୟାପାରିକ ଦ୍ରୁଷ୍ଟି କୋଣରୁ ଦିନ ବହୁତ ଭଲ ରହିବ । ଆପଣଙ୍କୁ ଭଲ ସଫଳତା ହାତରେ ଲାଗିବ । ପରିବାରରେ ଅସୁବିଧାର ସାମ୍ନା କରିବାକୁ ପଡିବ । ଆପଣ ନିଜ ଜୀବନ ସାଥି ଉପରେ ପୁରା ଧ୍ୟାନ ଲଗାଇବେ । ଯାହା ଦ୍ଵାରା ଆପଣଙ୍କ ସମ୍ପର୍କ ମଜଭୁତ ହେବ । ବୈବାହିକ ଜୀବନରେ ଚାଲୁଥିବା ଗତିରୋଧ ଦୂର ହେବ ।

କର୍କଟ :- ଆଜି ଆପଣ ନିଜ ଆମଦାନିକୁ ଆହୁରି ଭଲ ବନାଇବା ପାଇଁ ପ୍ରୟାସଡ଼ଟ ରହିବେ । ଏହି ଦିଗରେ ଆପଣଙ୍କୁ ଭଲ ସଫଳତା ମିଳିବ । ଚାକିରି ସହିତ ଜଡିତ ଲୋକ ନିଜ ଯୋଗ୍ୟତା, ପ୍ରୟାସ, ଏବଂ ପରିଶ୍ରମର ପୁରା ଫଳ ପ୍ରାପ୍ତ ହେବା ଦ୍ଵାରା ମନ ପ୍ରସନ୍ନ ରହିବ । ଅଧିକାରୀଙ୍କ ତରଫରୁ ଆପଣଙ୍କୁ ଭରପୁର ସହଯୋଗର ପ୍ରାପ୍ତି ହେବ । ପଢା ସମ୍ବନ୍ଧିତ କୌଣସି ଅସୁବିଧା ହୋଇପାରେ ।

ସିଂହ :- ଆଜିର ଦିନ ଭଲ ରହିବ । ବ୍ୟବସାୟ କରୁଥିବା ଲୋକ ବଡ ସଉଦା କରିବେ । କାର୍ଯ୍ୟ କ୍ଷେତ୍ରରେ ନିଜ ପରିଚୟ ବନାଇବା ପାଇଁ ସଫଳତା ମିଳିବ କିନ୍ତୁ ନିଜ ଭାବନା ଅନୁରୂପ କାର୍ଯ୍ୟ କରିବା ଦ୍ଵାରା କଠିନତା ଆସିବ । ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ସ୍ତାନାନ୍ତରଣ ହେବାର ଯୋଗ ବନିବ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ସବୁ ପ୍ରକାର ମନୋକାମନା ଆପଣଙ୍କ ଆସୁଥିବା ଦିନରେ ପୂର୍ଣ ହେବାର ଦେଖାଯିବ ।

କନ୍ୟା :- ଆଜି ନିଶ୍ଚିନ୍ତ ରୂପରେ ବିତୀୟ ସ୍ଥିତିରେ ସୁଧାର ଆସିବା କିନ୍ତୁ ଏହା ସହିତ ଖର୍ଚରେ ମଧ୍ୟ ମୁକ୍ତି ମିଳିବ । ଆପଣଙ୍କ ଆଯ ବଢିବ ଓ ବହୁତ ନୂଆ ଜରିଆ ମଧ୍ୟ ଆପଣଙ୍କୁ  ମିଳିବ । ବ୍ୟାପାର ମଧ୍ୟ ବହୁତ  ହଲ ରହିବ । ଦାଂପତ୍ଯ ଜୀବନରେ ଚିନ୍ତା ଭିତରେ ନିଜ ଭିତରେ ସମ୍ପର୍କ ମଜଭୁତ ହେବ । କାରୋବର ସହିତ ଜଡିତ ଲୋକ ଭଲ ଲାଭର ଯୋଗ ରହିଛି । ପିତା ଓ ଉଚଧିକାରୀଙ୍କ ସହଯୋଗ ମିଳିବ ।

ତୁଳା :- ବ୍ୟାପାର ଆପଣଙ୍କର ବହୁତ ଭଲରେ ଚାଲିବ । ଆପଣଙ୍କ ଯୋଜନାକୁ ବଡ ଲୋକ ଓ ଭାଇର ସହଯୋଗ ମିଳିବ । ଆଜିର ଦିନ କାର୍ଯ୍ୟର ଭାରକୁ ନେଇକି କିଛି ଅସୁବିଧା ହୋଇପାରେ । ନେଗେଟିଭ ଓ ଛଳନା ପୂର୍ଣ ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ । ସେ ମଧ୍ୟ ଆପଣଙ୍କୁ ନେଗେଟିଭ କରି ଅସଫଳ ବନାଇ ଦେବେ । ଭାବିଚିନ୍ତି ପଇସା ନିବେଶ କରନ୍ତୁ । ରିସ୍କ ଭରା ନିର୍ନୟ ନେବାରୁ ଦୂରେଇ ରୁହନ୍ତୁ ।

ବିଛା :- ଆଜି ଆପଣା ଭାଗ୍ୟ ଉପରେ ଭରସା କେବେବି କରନ୍ତୁ ନହିଁ । ହଠାତ ଧନ ହାନୀର ଜୋଗ ରହିଛି । କାମରେ ପ୍ରତିବନ୍ଧକ ଆସିପାରେ । ଆଜି କୌଣସି ବିପରୀତ ମାନସିକ ବିଚରର ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ । ବଣିରେ ସଂଯମତା ଆପଣଙ୍କୁ ବଡ ବିବାଦରୁ ବଞ୍ଚାଇ ପାରେ । କିଛି ମୂଲ୍ୟ ବାନ ବସ୍ତୁର ଚୋରୀ କି ହଜିବାର ଆଶଙ୍କା ରହିଛି ।

ଧନୁ :- ଆଜି ଭାଗ୍ୟ ଆଜି ବହୁତ ଭଲ ସୁଯୋଗ ଦେବା । ମାନସନମାନରେ ବହୁତ ତେଜିରେ ପଦୋନ୍ନତି ଆପଣଙ୍କୁ ଆସୁଥିବା ସମୟରେ ଦେଖାଯିବ । ବିରୋଧୀ ପକ୍ଷ ଆଜି ଆପଣଙ୍କ ସାମ୍ନାରେ ଝୁକିବାରେ ବାଧ୍ୟ ହେବେ । ପାରିବାରିକ ପକ୍ଷରେ ନିସ୍ପତି ନେବାର ଦିନ ଭଲ ରହିଛି । ଶାରୀରିକ କଷ୍ଟ ହୋଇପାରେ ।

ମକର:- ପାରିବାରିକ ସହଯୋଗ ମିଳିବ । ଘର ସଦସ୍ୟଙ୍କ ସହିତ ଆପଣ ଅନାବଶ୍ୟକ ଚର୍ଚା କରିବେ । କାର୍ଯ୍ୟ କ୍ଷେତ୍ରରେ କଠିନତାର ସାମ୍ନା କରିବାକୁ ପଡିବ । ପ୍ରଣୟ ସମ୍ବନ୍ଧ ପ୍ରଗାଢ ହେବ । ବ୍ୟର୍ଥ ଟେନସନ ଆସିପାରେ । ଆଜି ଆପନ୍ନକ ଅଧା ଇଛା ପୁରା ହେବ । ଆଉ ନିଜ ବ୍ଯବହାରରେ ଅନ୍ୟ ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହେବ । ଆଜି ଆପଣଙ୍କ ବୁଢୀ ଏବଂ କଳ୍ପନା ଶକ୍ତିର ବିକାଶ ହେବ । ସନ୍ତାନ ପକ୍ଷରୁ କୌଣସି ବଡ ସମାଚାର ଆପଣଙ୍କୁ ପ୍ରସନ୍ନ ରଖିବ ।

କୁମ୍ଭ :- ଆଜି ମାନସିକ ରୂପରେ ସୁସ୍ଥ ରହିବେ । ଆପଣଙ୍କ ତରଫରୁ କରାଯାଇଥିବା ପରିଶ୍ରମ କେବେ ନିଷ୍ଫଳ ହେବନି । ବ୍ୟବସାୟରେ ଜଡିତ ଲୋକଙ୍କୁ ଧନ ନିବେଶ କରିବାର ପ୍ଳାନ ବନାଇବାକୁ ହେବ । ଛୋଟ ଛୋଟ ଜିନିଷରେ ନିବେଶ କରିପାରିବେ । ବହୁତ ଭଲ ହେବାକୀ ଆପଣ ଯାହା ସହିତ ରହୁଛନ୍ତି ତାଙ୍କ ସହିତ ବିବାଦରେ ପଡିବା ପରିବର୍ତେ ବିବାଦରୁ ଦୂରେଇ ରୁହନ୍ତୁ ।

ମୀନ :- ଆଜି ପଇସାର କ୍ଷତି ହୋଇପାରେ । ଆର୍ଥିକ ଦିଗରେ ସଫଳତା ହେବ । ବାଣୀର ସୋମ୍ୟତା ଆପଣଙ୍କ ପତିଷ୍ଠାରେ ବୃଦ୍ଧି ହେବ । ଖାଦ୍ଯ ପେୟରେ ସଂଯମତା ରଖନ୍ତୁ । କୌଣସି କଥା ଆପଣଙ୍କୁ ଭିତରେ ଭିତରେ ଚିନ୍ତିତ କରିବେ । ସକାରାତ୍ମକ ଭାବନା ସହିତ ଆଗକୁ ବଢନ୍ତୁ ।

Leave a Reply

Your email address will not be published. Required fields are marked *