କରୋନା ମହାମାରୀ : କେମିତି ରୋକୀ ପାରିବା ତୃତୀୟ ଲହର, ସରକାର କହିଲେ ଉପାୟ

ଭୂ-ତା-ଣୁ ପରିସ୍ଥିତି ଦିନକୁ ଦିନ ଖ-ରା-ପ ହବାକୁ ଲାଗିଛି କିନ୍ତୁ ଲୋକ ମାନିବାକୁ ନାରାଜ ଅଛନ୍ତି, ସରକାର ଦ୍ଵାରା ଲକଡାଉନ ପାଇଁ କେତେ ଗାଇଡ ଲାଇନ ଦିଆ ଯାଇଛି ।

ତେବେ ଏହି ଗାଇଡ ଲାଇନ ଯିଏ ପାଳନ କରୁ ନାହାନ୍ତି ତାଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ହବ କିନ୍ତୁ ସମସ୍ୟା ଏହା ଅଟେ ଯେ ଯିଏ ମାନୁ ନାହାନ୍ତି ସେ ନିଜ ସହ କେତେକ ନିର୍ଦୋଷ ଲୋକଙ୍କୁ ମଧ୍ୟ ସଂ-କ୍ର-ମି-ତ କରୁଛନ୍ତି ।

ଯାହା ବହୁତ ବଡ ଅସୁବିଧାର ବିଷୟ ହୋଇଛି । ଆଜି ଆମେ ଆପଣଙ୍କୁ ଭୂ-ତା-ଣୁ ତୃତୀୟ ଲହରୀ ବିଷୟରେ କୁହା ଯାଇଥିବା ରାଘବନଙ୍କ କଥା କହିବାକୁ ଯାଉଛୁ ଯାହାର ସ୍ପଷ୍ଟୀ କରଣ ହୋଇଛି ।

ବର୍ତମାନ ଭୂ-ତା-ଣୁ ପରିସ୍ଥିତି ଏତେ ଖ-ରା-ପ ଚାଲିଛି ଯେ ଭୂ-ତା-ଣୁ ହେଲା ପରେ ତା ଲକ୍ଷଣ ଜଣା ପଡୁ ନାହିଁ ତେବେ ମଣିଷକୁ ଭୂ-ତା-ଣୁ ହେଇଛି କିନ୍ତୁ କିଛି ଲକ୍ଷଣ ଦେଖା ଯାଉ ନାହିଁ ଯାହା ଦ୍ଵାରା ଲୋକ ସେହି ବ୍ୟକ୍ତି ଠାରୁ ସତର୍କ ରୁହନ୍ତୁ, ପ୍ରଥମ ସ୍ଟେଜରେ ମଣିଷ ସାମାନ୍ୟ ହୋଇ ରହୁଛନ୍ତି ଆଉ ହଟାତ ବଢିବା ପରେ ଘରେ ବା ହସ୍ପିଟଲରେ ଏଡମିଟ ହେଉଛନ୍ତି ।

ତେବେ ଏହା ଦ୍ଵାରା ସେହି ଲୋକ ଜୀବନ ଉପରେ ବଡ ବି-ପ-ଦ ପଡି ଯାଉଛି ଆଉ ସେ ପ୍ରଥମ ସ୍ଟେଜ ସମୟରେ ଯେଉଁ ଯେଉଁ ଲୋକ ସହ ମିଶିଥିଲା ସେହି ଲୋକଙ୍କୁ ମଧ୍ୟ ସଂ-କ୍ର-ମି-ତ କରି ଦଉଛନ୍ତି । ତେବେ ବର୍ତମାନ ସମୟରେ ନିଜ କାମ ଆଉ ଘର ଛାଡି କାହା ସହ ଦେଖା ହବା ଉଚିତ ନୁହ, ଯେତେ ପାରୁଛନ୍ତି ଘରେ ରୁହନ୍ତୁ ସରକାର କଥା ମାନନ୍ତୁ ଆଉ ମଜା ମସ୍ତି ପାଇଁ କାହା ଘରକୁ ଯାଅନ୍ତୁ ନାହିଁ ।

ଶ୍ରୀ କେ ବିଜୟ ରାଘବନ କହିଥିଲେ ଯେ ଭାରତରେ ବହୁତ ଶୀଘ୍ର ଭୂ-ତା-ଣୁ ର ତୃତୀୟ ଲହରୀ ଆସିବ କିନ୍ତୁ କେବେ ଓ କେମିତି ଆସିବ ତାହା ବିଷୟରେ ସେ କିଛି କହି ନଥିଲେ, ତେବେ ରାଘବନ କହିଛନ୍ତି ଯେ ପରିସ୍ଥିତି ଦେଖି ଏହା ଆଶଙ୍କା କରା ଯାଉଛି ଯେ ତୃତୀୟ ଲହରୀ ବହୁତ ଶୀଘ୍ର ଆସିବ କିନ୍ତୁ ଯଦି ଲୋକ ସତର୍କ ହୋଇ ରହିବେ ଆଉ ସବୁ ଗାଇଡଲାଇନ ଭଲ ଭାବରେ ମାନବେ ତେବେ ଏହି ସଂ-କ୍ର-ମ-ଣକୁ କିଛି କମ କରା ଯାଇ ପାରିବ ।

ତେବେ ଆବଶ୍ୟକ ହେଲେ କେବଳ ଘରୁ ବାହାରନ୍ତୁ ନଚେତ ଘରୁ ବାହାରିବା କିଛି ଆବଶ୍ୟକ ନୁହଁ, ଘର କେବଳ ଜଣେ ସଦସ୍ୟ ବାହାରକୁ ଯିବା ଆସିବା କରନ୍ତୁ ଆଉ ସେ ସତର୍କ ହୋଇ ରୁହନ୍ତୁ ତାଙ୍କ ପିନ୍ଧା କପଡା ଠାରୁ ଆରମ୍ଭ କରି ସବୁ କଛି ସବୁଦିନ ଧୁଅନ୍ତୁ । ତେବେ ସତର୍କ ରହିଲେ ଆମେ ଆଉ ଥରେ ଭୂ-ତା-ଣୁ ସଙ୍କରମ କମ କରିବାରେ ସାହାଯ୍ୟ କରି ପାରିବୁ । ତେବେ ଏହି ଭଳି ଭୟଙ୍କର ରୋ-ଗ ଠାରୁ କେତେ ଲୋକଙ୍କ ଜୀବନ ଯାଇ ସାରିଛି ତେବେ ନିଜ ଘରେ ରୁହନ୍ତୁ ଆଉ ନିଜ ସହ ଅନ୍ୟ ପରିବାର ଲୋକଙ୍କୁ ସୁରକ୍ଷିତ ରଖନ୍ତୁ ।

Leave a Reply

Your email address will not be published. Required fields are marked *