Breathing ଏକ୍ସରସାଇଜ ଦ୍ଵାରା Dr Arvind Kumarଙ୍କ ଠାରୁ ଜାଣନ୍ତୁ Lungsକୁ ଫିଟ ରଖିବାର ଫରମୂଲା

ମ-ହା-ମା-ରୀ ବର୍ତମାନ ସମୟରେ ବଢି ବଢି ଯାଉଛି ଆଉ ବର୍ତମାନ ସମୟରେ ସବୁଠାରୁ ବଡ ସମସ୍ୟା ଏହା ଅଟେ ଯେ ମ-ହା-ମା-ରୀ ପ୍ରଥମ ସ୍ଟେଜରେ କିଛି ଲକ୍ଷଣ ଦେଖା ଯାଉ ନାହିଁ ।

ଆଉ ହଟାତ ସିଚୁଏସନ ଖରାପ ହେଲା ପରେ ଜଣା ପଡୁଛି ଯାହା ଆମ ସ୍ୱାସ୍ଥ୍ୟ ଆହୁରି ଅଧିକ ଖରାପ କରି ଦେଉଛି । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ବହୁତ ଆବଶ୍ୟକ ସେଥିପାଇଁ ଯେତେ ପ୍ରୋଟିନ ଖାଦ୍ୟ ଖାଇ ପାରୁଛନ୍ତି ସେତେ ସେବନ କରନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଭଲ କରିବାରେ ସାହାଯ୍ୟ କରିବ ।

ଏହା ଛଡା ଆପଣ ସବୁ ଦିନ ଯୋଗ କରନ୍ତୁ ଆଉ ମନେ ରଖିବେ ବାହାର ଖାଦ୍ୟ ଯେତେ କମ ସେବନ କରିବେ ଆପଣଙ୍କ ପାଇଁ ସେତେ ସୁବିଧା ଅଟେ । ଆପଣଙ୍କୁ ନିଜ ମନ ଅନୁଯାଇ ଖାଦ୍ୟ ଖାଇବାର ଅଛି ଯେତେ ଆପଣଙ୍କୁ ଇଛା ହେଉଛି ଆଉ ସୁଆଦିଆ ଠାରୁ ଅଧିକ ବିଟାମିନ ଜିନିଷ ଖାଇବା ପାଇଁ ଚେଷ୍ଟା କରନ୍ତୁ ।

ତେବେ ବୈଜ୍ଞାନିକ ମାନେ ଆଉ ଡକ୍ଟର ମାନେ ନିଜ କାମ ବହୁତ ପରିଶ୍ରମ କରି କରୁଛନ୍ତି ଯଦି ଆମେ ବି ସତର୍କ ହୋଇ ରହିବା ତେବେ ମ-ହା-ମା-ରୀ ସଂ-କ୍ର-ମ-ଣ କିଛି ମାତ୍ରାରେ ନିହାତି କମ ହୋଇ ପାରିବ । ଡକ୍ଟର ମାନେ ଏମିତି କିଛି ଉପାୟ କହିଛନ୍ତି ଯାହା ଅନୁଯାଇ ମ-ହା-ମା-ରୀ ପ୍ରଥମ ସ୍ଟେଜ ବିଷୟରେ ମଧ୍ୟ ଆପଣ ଜାଣି ପାରିବେ ଓ ଚିକିତ୍ସା ଦ୍ଵାରା ଆପଣ ବହୁତ ଶୀଘ୍ର ଭଲ ହୋଇ ପାରିବେ ।

ତେବେ ଆପଣଙ୍କୁ ଗୋଟେ ଏକ୍ସରସାଇଜ ସବୁ ଦିନ କରିବାକୁ ହବ ଆପଣଙ୍କୁ ପାଟି ଦ୍ଵାରା ନିଶ୍ଵାସ ନବାର ଅଛି ଆଉ ତା ପରେ ଏହାକୁ ପେଟ ଭିତରେ ରଖିବାର ଅଛି ଆପଣ କେତେ ସେକେଣ୍ଡ ଏହାକୁ ରଖି ପାରୁଛନ୍ତି ତାହା ଆପଣଙ୍କୁ ନୋଟ କରିବାର ଅଛି । ଯେଉଁ ମାନଙ୍କ ୩୦ ସେକେଣ୍ଡ ଠାରୁ ଅଧିକ ରହୁଛି ତାଙ୍କ ଫୁସ ଫୁସ ପୂର୍ଣ ରୂପରେ ସ୍ଵସ୍ଥ ଅଛି କିନ୍ତୁ ଯେଉଁ ମାନଙ୍କର କମ ଅଛି ଆଉ ଏହି ଏକ୍ସରସାଇଜ କରିବା ପରେ ତାଙ୍କ ନିଶ୍ଵାସ ଫୁଲିବାକୁ ଲାଗୁଛି ସେହି ଲୋକଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ତାଙ୍କୁ ଫୋନ ଦ୍ଵାରା ଡକ୍ଟର କଂସଲ୍ଟ କରିବା ଆବଶ୍ୟକ ଅଟେ ।

ତେବେ ଏହି ଏକ୍ସରସାଇଜ ଆପଣ ସକାଳେ ସନ୍ଧ୍ୟାରେ କରି ପାରିବେ କିନ୍ତୁ ମନେ ରଖନ୍ତୁ ସବୁ ଥର ସମୟ ବଢାଇବା ପାଇଁ ଚେଷ୍ଟା କରନ୍ତୁ କିଛି ସେକେଣ୍ଡ ବଢାଇବାକୁ ଚେଷ୍ଟା କରନ୍ତୁ ଏହି ଏକ୍ସରସାଇଜ କଲେ ଆପଣଙ୍କ ଫୁସ ଫୁସ ମଜବୁତ ହୋଇଥାଏ ଆଉ ଆପଣଙ୍କୁ ନିଶ୍ଵାସ ନବାରେ ସାହାଯ୍ୟ ମିଳିଥାଏ । ଏହା ଛଡା ଯଦି ଆପଣଙ୍କ ସମୟ ବଢିବା ଜାଗାରେ କମି କମି ଯାଉଛି ତେବେ ଆପଣଙ୍କ ଫୁସ ଫୁସରେ କଫ ବସିବା ଆରମ୍ଭ ହେଉଛି ଆପଣଙ୍କୁ ଡକ୍ଟର କଂସଲ୍ଟ କରିବା ଆବଶ୍ୟକ ଅଟେ ।

ଏହା ଛଡା ଆପଣ ନିଜ ଆକ୍ସିଜନ ଆଗ ମାପି ନିଅନ୍ତୁ ଯଦି ୯୪ ଉପରେ ଅଛି ତେବେ ନର୍ମଲ ଅଛି ଏହା ପରେ ଆପଣ ୬ ମିନିଟ ପାଇଁ ଜୋରେ ଚାଲନ୍ତୁ ମନେ ରଖିବେ ଆପଣଙ୍କୁ ଚାଲିବାର ଅଛି ଦୌଡିବେ ନାହିଁ । ଏହା ପରେ ଆପଣ ନିଜ ଆକ୍ସିଜନ ଲେବଲ ମାପନ୍ତୁ ଦେଖିବେ ଯାହା ହେଲେ କୀଚ ବଢିଥିବ ଯଦି ଆପଣଙ୍କ ଲେବଲ କମିଛି ତେବେ ଆପଣଙ୍କୁ ଡକ୍ଟର ଆବଶ୍ୟକ କିନ୍ତୁ ଯଦି ବଢି ବଢି ଯାଉଛି ତେବେ ଏହା ଭଲ ସଂକେତ ଅଟେ, ଏହାର ଅର୍ଥ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ନାହିଁ ।

Leave a Reply

Your email address will not be published. Required fields are marked *