୪୦ ଲକ୍ଷ କାରକୁ କରିଲେ ଆମ୍ବୁଲାନ୍ସ, କାରଣ ଜାଣି ଆଖିରେ ଆସିଯିବ ଲୁହ….

ପ୍ରତ୍ୟକ ଦିନ ଲକ୍ଷ ଲକ୍ଷ ଲୋକମାନେ ମ-ହା-ମା-ରୀରେ ଶି-କା-ର ହେଉଛନ୍ତି । ଏହା ସହିତ ଏହି ମ-ହା-ମା-ରୀ କେତେକ ଲୋକମାନଙ୍କ ଜୀବନ ମଧ୍ୟ ନେଇ ସାରିଛି ।

ମ-ହା-ମା-ରୀ କେବଳ ଲୋକମାନଙ୍କୁ ଶାରୀରିକ ରୂପରେ ନୁହେଁ ମାନସିକ ରୂପରେ ବି ଦୁର୍ବଳ କରି ଦେଉଛି । ବର୍ତ୍ତମାନ ସମୟରେ ଆପଣମାନେ ଏହା ବି ଶୁଣିଥିବେ କି ମ-ହା-ମା-ରୀରେ ପୀଡିତ ହେବା ପରେ ଅକ୍ସିଜେନ ବିନା କେତେକ ରୋ-ଗୀମାନଙ୍କ ଜୀବନ ମଧ୍ୟ ଚାଲି ଯାଉଛି ।

ଅକ୍ସିଜେନ ଅଭାବରେ ନଚେତ ସଠିକ ସମୟରେ ରୋ-ଗୀଙ୍କ ପାଖରେ ଅକ୍ସିଜେନ ନ ପହଞ୍ଚିବା କାରଣରୁ ସବୁଦିନ ବହୁତ ଲୋକମାନଙ୍କର ଜୀବନ ଚାଲି ଯାଉଛି । ଏମିତିରେ ପୁରା ଦେଶରେ ବର୍ତ୍ତମାନ ଅକ୍ସିଜେନ ଅଭାବ ପ୍ରଚୁର ମାତ୍ରାରେ ଦେଖାଯାଉଛି । ଅନ୍ୟ ପଟେ କେତେକେ ଲୋକମାନେ ଘରେ ଆଗୁଆ ଅକ୍ସିଜେନ ରଖି ଦେଇ ଥିବାରୁ ଅକ୍ସିଜେନ ଦରକାର ହେଉଥିବା ଅନ୍ୟ କେତେକ ରୋ-ଗୀଙ୍କୁ ସଠିକ ସମୟରେ ଅକ୍ସିଜେନ ମିଳି ପାରୁ ନାହିଁ ।

କିନ୍ତୁ ଏହା ମଧ୍ୟରେ କେତେକ ସମାଜ ସେବି ଆଗକୁ ଆସି ଲୋକମାନଙ୍କୁ ବିହିନ୍ନ ପ୍ରକାରର ସାହାର୍ଯ୍ୟ ଓ ସହଯୋଗ ମଧ୍ୟ କରୁଛନ୍ତି । ଏହି ସମାଜ ସେବିମାନଙ୍କ ମଧ୍ୟରେ ବର୍ତ୍ତମାନ ଏହି ଦୁଇ ଭାଇଙ୍କ ନାଁ ବି ଯୋଡି ହୋଇଯାଉଛି । ବର୍ତ୍ତମାନ ସମୟରେ ଏହି ଦୁଇ ଭାଇଙ୍କ ଚର୍ଚା ଚାରିଆଡେ ଚାଲିଛି । କହିବାକୁ ଗଲେ ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାର ଦୁଇ ସଫ୍ଟୱେର ଇଞ୍ଜିନିୟର ଭାଇ ମ-ହା-ମା-ରୀ ରୋ-ଗୀମାନଙ୍କର ସେବା କରିବା ଉପଲକ୍ଷେ ନିଜର ଦାମୀ ସୋକ୍ଦା ଗାଡିକୁ ଆମ୍ବୁଲାନ୍ସ କରିଦେଇଛନ୍ତି ।

ଏହା ସହିତ ଏହି ଆମ୍ବୁଲାନ୍ସ କାରରେ ଏହି ଦୁଇ ଭାଇ ଅକ୍ସିଜେନର ବି ସୁବିଧା ରଖିଛନ୍ତି । କେବଳ ଏତିକି ନୁହେଁ ଏହି ଦୁଇ ଭାଇ ଦିନ ରାତି ପରିଶ୍ରମ କରିବା ସହିତ ନିଜ ଜୀବନ ଓ ପରିବାର ବିଷୟରେ ଚିନ୍ତା ନ କରି ମ-ହା-ମା-ରୀରେ ପୀଡିତ ରୋ-ଗୀଙ୍କୁ ନିଜ ଗାଡି ମାଧ୍ୟମରେ ହସ୍ପିଟାଲରେ ପହଞ୍ଚାଉଛନ୍ତି । ଏହା ଛଡା ଯେଉଁ ରୋ-ଗୀକୁ ଯଦି ଅକ୍ସିଜେନ ଦରକାର ତେବେ ତାକୁ ଅକ୍ସିଜେନ ବି ଦେଉଛନ୍ତି । ଉତ୍ତର ପ୍ରଦେଶର ଏକ ସହରର ଜଣେ ଅଧ୍ୟାପକଙ୍କ ଏହି ଦୁଇ ପୁଅ ରୋହିତ ଓ ରାହୁଲ ଅଟନ୍ତି ।

ବିଶ୍ଵର ସବୁଠୁ ଭଲ ଓ ବଡ କମ୍ପାନୀ ଗୁଗଲ ଭଳି କମ୍ପାନୀରେ ଏହି ଦୁଇ ଭାଇ ମହାରାଷ୍ଟ୍ରର ବ୍ରାଞ୍ଚରେ ସଫ୍ଟୱେର ଇଞ୍ଜିନିୟର ରୂପରେ କାର୍ଯ୍ୟରତ ଥିଲେ । କିନ୍ତୁ ମହାରାଷ୍ଟ୍ରରେ ମ-ହା-ମା-ରୀ ସଂକ୍ରମଣର ସଂଖ୍ୟା ବଢିବା କାରଣରୁ ଏହି ଦୁଇ ଭାଇ ୨୦୨୧ ଜାନୁୟାରୀ ମାସରେ ଏହିଭଳି ବଡ ଚାକିରିକୁ ଛାଡି ଘରକୁ ଫେରି ଆସିଥିଲେ । ଏହା ପରେ ସେମାନେ ମ-ହା-ମା-ରୀରେ ପୀଡିତ ରୋ-ଗୀମାନଙ୍କର ସାହାର୍ଯ୍ୟ କରିବା ପାଇଁ ନିଷ୍ପତି ନେଉଥିଲେ । ସବୁ ବଡ କଥା ହେଉଛି ଏହି ଦୁଇ ଭାଇ ଗୋଟିଏ ରୋ-ଗୀକୁ ବିନା ମୂଲ୍ୟରେ ସାହାର୍ଯ୍ୟ କରନ୍ତି ।

ଏହା ସହିତ ବିନା କୌଣସି ଅର୍ଥ ନେଇ ଅକ୍ସିଜେନ ଦରକାର ହେଉଥିବା ରୋ-ଗୀକୁ ଅକ୍ସିଜେନ ବି ପହଞ୍ଚାଇ ଦିଅନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଓ ରାହୁଲ ପାଖାପାଖି ୩୦୦ ଲୋକଙ୍କୁ ସାହାର୍ଯ୍ୟ କରିସାରିଛନ୍ତି । ଯେତେବେଳେ ଏହି ଘଟଣା ବିଷୟରେ ସମସ୍ତେ ଜାଣିଲେ ତେବେ ସମସ୍ତେ ଏହି ଦୁଇ ଭାଇଙ୍କର ବହୁତ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *