‘ରାମ ନାମ ସତ୍ୟ ହେ’ କାହିଁକି କୁହା ଯାଏ? Ajira Anuchinta

ବନ୍ଧୁଗଣ ଏହି ସଂସାରରେ ଯିଏ ମଧ୍ୟ ଜନ୍ମ ନେଇଛି ସେ ଦିନେ ନା ଦିନେ ପ-ର-ଲୋ-କ କୁ ଗମନ କରିବା ସୁନିଶ୍ଚିତ । ଏହା ହେଉଛି ଦୁନିଆର ସବୁଠାରୁ ବଡ ସତ୍ୟ ।

ବନ୍ଧୁଗଣ ଆପଣ ଦେଖିଥିବେ ଯେଉଁ  ବ୍ୟକ୍ତି ମାନେ ଆ-ର-ପା-ରିକୁ ଚାଲିଯାଇଥାନ୍ତି, ତାଙ୍କ ପଛରେ ଅନେକ ବ୍ୟକ୍ତି ବିଶେଷ “ରାମ ନାମ ସତ୍ୟ ହେ” କହି ଚାଲିଥାନ୍ତି । କିନ୍ତୁ ବନ୍ଧୁଗଣ ଆପଣ ଜାଣି ନଥିବେ ଏପରି କେଉଁ କାରଣ ବ-ଶ-ତ କୁହା ଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି କଥା ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ବନ୍ଧୁଗଣ ଶ-ବ ଯାତ୍ରା ରେ “ରାମ ନାମ ସତ୍ୟ ହେ” କହିବାର ଅର୍ଥ ହେଉଛି ଯେ, ଜୀବନ ଶେଷ ହେବା ପରେ ମଧ୍ୟ ଏହି ଗୋଟିଏ ସତ୍ୟ ସଦା ସର୍ବଦା ରହିଥାଏ । ଏହି ମୋ-ହ-ମା-ୟା ର ସଂସାରରେ ବାକି ସବୁ ବ୍ୟର୍ଥ ଅଟେ,  କେବଳ ରାମନାମ ହିଁ ସତ୍ୟ ଅଟେ । ଏହା କେବଳ ଆଜି ନୁହେଁ ପୌରାଣିକ କାଳରୁ ଏହା ହିଁ ସତ୍ୟ ଅଟେ ।

ବନ୍ଧୁଗଣ ଏହାର ବହୁତ ତାତ୍ପଜ୍ୟ ରହିଅଛି । ବନ୍ଧୁଗଣ ଏହି କଥାଟି ମ-ହା-ଭା-ର-ତରେ ଉଲ୍ଲେଖ ଅଛି ଏବଂ ଏହା ଯୁଧିଷ୍ଠିର ଙ୍କ ଦ୍ଵାରା କୁହାଯାଇଅଛି । ବନ୍ଧୁଗଣ ଯୁଧିଷ୍ଠିର ଙ୍କ କହିବା ଅନୁସାରେ, ଶରୀରକୁ ଯେତେବେଳେ ଶ୍ମ-ଶା-ନକୁ ନିଆଯାଇଥାଏ, ତାଙ୍କ ସାଙ୍ଗରେ ଯାଉଥିବା ବ୍ୟକ୍ତି ବିଶେଷ “ରାମ ନାମ ସତ୍ୟ ହେ” ବୋଲି କହିଥାନ୍ତି । ମାତ୍ର ଶ୍ମ-ଶା-ନରେ ପହଞ୍ଚି ଜୁ-ଇରେ ଚଢିବା ପରେ ତାହା ପ-ଞ୍ଚ-ତ-ତ୍ଵ ରେ ବି-ଲୀ-ନ ହୋଇଯାଇଥାଏ ।

ଏହାପରେ ସାଥିରେ ଯାଇଥିବା ବ୍ୟକ୍ତି ବିଶେଷ ନିଜ ନିଜ ଘରକୁ ଫେରି ରାମନାମ କୁ ଭୁଲି ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଲିପ୍ତ ହୋଇଥାନ୍ତି । ଏହାପରେ ପ-ର-ଲୋ-କ କୁ ଚାଲି ଯାଇଥିବା ବ୍ୟକ୍ତି ଙ୍କ ଘର ଲୋକ ତାଙ୍କର ସମୁଦାୟ ସମ୍ପତ୍ତି କୁ ପ୍ରାପ୍ତ କରିବା ପାଇଁ ନିଜ ନିଜ ଭିତରେ ଲ-ଢେ-ଇ କରିଥାନ୍ତି । ଏହାପରେ ଯୁଧିଷ୍ଠିର କୁହନ୍ତି, ପ୍ରତ୍ୟକ ବ୍ୟକ୍ତି ନିଜ ଜୀବନ କା-ଳ ଭିତରେ ଆ-ର-ପା-ରିକୁ ଚାଲିଯାଇଥିବା ଲୋକଙ୍କ ଶ-ବ ସହିତ ଯାଇଥାନ୍ତି ।

ପରନ୍ତୁ ଶ୍ମ-ଶା-ନ ଘାଟ ରୁ ଫେରିବା ପରେ ସେମାନେ ଏହି ସତ୍ୟକୁ ଭୁଲି ଯାଇଥାନ୍ତି । ପ୍ରତ୍ୟକ ଦିନ ସାଧାରଣ ମନୁଷ୍ୟ କାହାର ନା କାହାର ଦେ-ହ-ତ୍ୟା-ଗ କରିବା କଥା ଶୁଣିଥାନ୍ତି । ଏହା ସଂସାରର ସବୁଠାରୁ ବଡ ସତ୍ୟ ହେଲେ ମଧ୍ୟ ଏହାକୁ କେହି ବିଶ୍ଵାସ କରିନଥାନ୍ତି । ଏହାଠାରୁ ଆଶ୍ଚର୍ଯ୍ୟର ବିଷୟ ଅନ୍ୟ କଣ ହୋଇପାରେ ? ବନ୍ଧୁଗଣ ଏହା ଯେମିତି ସତ୍ୟ ଅଟେ ସେମିତି ରାମ ନାମ ମଧ୍ୟ ସତ୍ୟ ଅଟେ ।

“ରାମ ନାମ ସତ୍ୟ ହେ” ର ଉଚ୍ଚାରଣ କରିବା ଦ୍ଵାରା ଦେ-ହ-ତ୍ୟା-ଗ କରିଥିବା ବ୍ୟକ୍ତି ଙ୍କୁ ମୁ-କ୍ତି ମିଳିଥାଏ । ଦେ-ହ-ତ୍ୟା-ଗ କରିଥିବା ବ୍ୟକ୍ତି ପାଖରେ ରାମ ନାମ କହିବା ଦ୍ଵାରା ସେହି ବ୍ୟକ୍ତି ଜଣକ ଜନ୍ମ ଏବଂ ତାହାର ଶେଷ ନିଶ୍ଵାସ ମଧ୍ୟରେ ଥିବା ଚକ୍ର ଠାରୁ ମୁ-କ୍ତି ପାଇଥାଏ । ବନ୍ଧୁଗଣ ଏହାଥିଲା “ରାମ ନାମ ସତ୍ୟ ହେ” କହିବାର ସଂପୂର୍ଣ୍ଣ ଅର୍ଥ ।

ଆପଣ ମାନଙ୍କୁ ଏହି ମହତ୍ବପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣି ଯଦି ଭଲ ଲାଗିଥାଏ ଦୟାକରି ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *