କଳା ଓଠକୁ ନ୍ୟାଚୁରାଲି ପିଂକ ବନାନ୍ତୁ ମାତ୍ର 2 ଟି ସ୍ଟେପରେ- Beauty Tips

ଝିଅ ମାନଙ୍କ ସୁନ୍ଦରତା ତାଙ୍କ ଚେହେରାରେ ହୋଇଥାଏ ଯିଏ ବି ଝିଅଙ୍କୁ ଦେଖିଥାଏ ଆଗ ତାଙ୍କ ଚେହେରାକୁ ଦେଖିଥାଏ ତେବେ ଓଠ ବହୁତ ଆବଶ୍ୟକ ଶରୀର ଅଙ୍ଗ ହୋଇଥାଏ ।

ଯାହା ଉପରେ ଆମେ ବିଶେଷ କିଛି ଧ୍ୟାନ ଦେଇ ନଥାଉ ଯାହା କାରଣରୁ ଆମ ଓଠ କେତେ ପ୍ରକାର ଲିପ୍ସଟିକ ଲଗାଇ କଳା ହୋଇଥାଏ ଆଉ ବହୁତ ଲୋକଙ୍କ ଓଠ ଫା-ଟିବା ଆରମ୍ଭ କରିଥାଏ । ତେବେ କଣ ଆପଣ ଜାଣିଛନ୍ତି ନିଜ ଓଠକୁ ଆପଣ କଳାରୁ ଗୋଲାପି କେମିତି କରିବେ ବା ନିଜ ଫ-ଟା ଓଠକୁ କେମିତି ସୁନ୍ଦର ଓ ନରମ କରିବେ ।

ଆମ ଘରେ କିଛି ଜିନିଷ ହୋଇଥାଏ ଯାହା ଉପରେ ଆମେ ଧ୍ୟାନ ଦେଇ ନଥାଉ କିନ୍ତୁ ତାହା ବହୁତ ଭଲ କାମ କରିଥାଏ । ତେବେ ଆସନ୍ତୁ ଘରୋଇ କିଛି ଜିନିଷ ଦ୍ଵାରା ଉପଚାର କରିବା ।

୧. ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ହଳଦୀ ବହୁତ ଭଲ ଏନ୍ଟିଏଜେଣ୍ଟ ହୋଇଥାଏ ଏହା ଆମ ଡେ-ଡ ସେ-ଲକୁ ବାହାର କରି ନୂଆ ସେ-ଲ ମାନଙ୍କୁ ପ୍ରଭାବିତ କରିଥାଏ ଏହା ଛଡା ହଳଦୀ ଆମ ଓଠକୁ ନରମ କରିବାରେ ବହୁତ ସାହାଯ୍ୟ ମଧ୍ୟ କରିଥାଏ ତେବେ ଆସନ୍ତୁ ଜାଣିବା କେମିତି । ଆପଣଙ୍କୁ ଗୋଟେ ଚାମଚ ହଳଦୀ ନବାର ଅଛି ସେଥିରେ ଫ୍ରେସ ପୁଦିନା ପତ୍ର ରସ ବାହାର କରି ଗୋଟେ ଚାମଚ ମିଶାନ୍ତୁ, ଆଉ ଟିକେ ଗ୍ଳିସରିନ ପକାନ୍ତୁ ଏହା ପରେ ତାକୁ ଫେସ ପ୍ୟାକ ଭଳି ନିଜ ଓଠ ଉପରେ ଲଗାନ୍ତୁ ।

ମନେ ରଖନ୍ତୁ ମସାଜ କରିବେ ନାହିଁ କେବଳ ଏହାକୁ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଆଉ ତା ପରେ ଓଠ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ଏହା ପରେ ଦେଖିବେ ଆପଣଙ୍କୁ କେବଳ ଗୋଟେ ଥରରେ ବହୁତ ଅଲଗା ଅନୁଭବ ହବ ।

୨. ଆପଣଙ୍କୁ ନିଜ ଓଠ ମସାଜ କରିବା ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ ଯାହା ଦ୍ଵାରା ଆପଣଙ୍କ ଓଠ ର-କ୍ତ ସଂଚାର ଭଲ ଭାବରେ ହୋଇଥାଏ ଆଉ ଆପଣଙ୍କ ଓଠ ବହୁତ ଶୀଘ୍ର ଗୋଲାପି ହୋଇଥାଏ ଆଉ ବହୁତ ନରମ ମଧ୍ୟ ହୋଇଥାଏ ।

ଆପଣଙ୍କୁ ଗୋଟେ ଚାମଚ ସୋରିଷ ତେଲ ନବାର ଅଛି ସେଥିରେ ପିସ୍ତା ବାଦାମ ଫେସ ଅଏଲ ଦୁଇ ରୁ ତିନି ବୁନ୍ଦ ପକାଇବାର ଅଛି ଆଉ ତା ପରେ ଆପଣ ଗୋଟେ ଚାମଚ ଏଲୋଭେରା ଜେଲ ପକାନ୍ତୁ ଯଦି ଘରେ ଏଲୋଭେରା ପତ୍ର ଅଛି ତେବେ ତାକୁ ବ୍ୟବହାର କରନ୍ତୁ ବହୁତ ଲାଭ ପାଇବେ ।

ଏହି ମିଶ୍ରଣ ଆପଣ ରାତିରେ ଲଗାଇ ଶୋଇବାକୁ ଯାଅନ୍ତୁ କିନ୍ତୁ ମନେ ରଖନ୍ତୁ ଏହାକୁ ଲଗାଇବା ପରେ ଆପଣଙ୍କୁ ୧୫ ମିନିଟ ପାଇଁ ଭଲ ଭାବରେ ମସାଜ କରନ୍ତୁ ଦେଖିବେ କେବଳ କିଛି ଦିନ ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *