ଗୁରୁବାର 13 ମେ 2021: ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି 5 ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି ।

କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆପଣଙ୍କ ପାଇଁ ଆଜିର ଦିନ ଟିକେ କମଜୋର ରହିବ । ଖର୍ଚରେ ବୃଦ୍ଧି ହେବ । ମାନସିକ ଚିନ୍ତା ବଢିବ । ସମ୍ପର୍କରେ ମଧୁରତା ବଢିବ । ଆଜି କୌଣସି ଘର ଜିନିଷ କିଣିବାକୁ ମନ ବଳାଇବେ । ଆପଣଙ୍କ ସକାରାତ୍ମକ ବ୍ଯବହର ଦ୍ଵାରା ମାତା ପିତା ପ୍ରସନ୍ନ ରହିବେ । ପାଦ ଖଣ୍ଡିଆ ହୋଇପାରେ, ଶେଥି ଲାଗି ସାବଧାନ ରୁହନ୍ତୁ । କାମ ମାମଲାରେ କରୁଥିବା ପ୍ରୟାସ ଭଲ ରହିବ । ଆପଣଙ୍କ ଆୟ ବଢିବ ।

ବୃଷ :- ଅଫିସରେ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । ଯାତ୍ରାକୁ ମହାମାରୀ ସମୟରେ ନକରିବା ହିଁ ଭଲ ଅଟେ । ଯଦି କିଛି ଆବଶ୍ୟକ ରହିଛି ଯଦି ସାବଧାନ ସହିତ ବାହାରକୁ ବାହାରନ୍ତୁ । ସବୁ କାର୍ଯ୍ୟ ପୂର୍ଣ ହେବ । ଆପଣଙ୍କ ପାଇଁ ଦିନ ଖୁଶିର ଅଟେ ଓ ମନୋରଞ୍ଜନ ମଧ୍ୟ ହୋଇବ । ପରିବାର ସହିତ ଜଡିତ ମାମଲାରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । କିଛି ଘରର ଅସୁବିଧାକୁ ସମାଧାନ କରିପାରିବେ । ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ହେବ ।

ମିଥୁନ :- ଆଜିର ଦିନ ଆପଣଙ୍କ ପାଇଁ ବହୁତ  ହଲ ରହିବ । ଗଜବ ଏନର୍ଜି ଦେଖିବାକୁ ମିଳିବ । ଛାତ୍ର ମାନଙ୍କୁ  ଆଜି ନିଜ ରାସ୍ତା ନିଜକୁ ବନାଇବାକୁ ହେବ । ପରିବାରରେ ଖୁଶିର ମାହୋଲ ରହିବ । ପ୍ରେମୀ ମାନଙ୍କ ପାଇଁ ଦିନ ସାମାନ୍ଯ ରହିବ । ସବୁ କାମକୁ ସମୟରେ ହିଁ ପୁରା କରିବେ । ଯାହା ଦ୍ଵାରା ଘର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ । ଆର୍ଥିକ ତଙ୍ଗୀ ଖତମ ହେବ ।

କର୍କଟ :- କୌଣସି ପାରିବାରିକ ବ୍ୟକ୍ତି ଆପଣଙ୍କ ପଛରେ ପଡିବ, ତାଙ୍କ ଠାରୁ ସାବଧାନ ରୁହନ୍ତୁ । ଆଉ ଆପଣଙ୍କ ପ୍ରଗତିର ରହସ୍ୟ ତାକୁ କୁହନ୍ତୁ ନହିଁ । ଆଜି ଦିନସାରା ପ୍ରତି ଦ୍ଵନ୍ଦୀୟଙ୍କୁ ନେଇ ମାନସିକ ଚିନ୍ତା ରହିପାରେ । ଆପଣଙ୍କ କାମ ବହୁତ ଭଲରେ ସଫଳ ହେବ । ବୁଝି ସୁଝି ନିସ୍ପତି ନେବା ଦ୍ଵାରା ଫାଇଦା ହୋଇବ । ପଇସା ସ୍ଥିତିରେ  ଚେଞ୍ଜେସ ଦ୍ଵାରା ଭଲ ସୁଯୋଗ ମିଳିବ । ଜୀବନ ସାଥି ଓ ପ୍ରିୟ ବ୍ୟକ୍ତିଙ୍କ ସହଯୋଗ ମିଳିବ, ତାଙ୍କ ନିସ୍ପତି ଉପରେ ଧ୍ୟାନ ଦିଅନ୍ତୁ ।

ସିଂହ :- ଆଜି ଆପଣ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଠିକ ସମୟରେ ଓ ଘର ଖାଦ୍ଯ ଖାଆନ୍ତୁ । କାମ ମାମଲାରେ ବହୁତ ଦଉଡା ଦୌଡି କରିବେ । ଆପଣଙ୍କ ଦ୍ଵାରା କରାଯାଇଥିବା କାମ ଭାଗ୍ୟ ସହାୟତାରେ ପୁରା ହୋଇବ । ନିଜ ଫାଇଦାର ଚିନ୍ତା ନିଶ୍ଚିତ ରୂପରେ କରନ୍ତୁ । ଅନ୍ୟ କାହାକୁ ରାଗ ନଦେଇ କାମ ବହୁତ ଚତୁରତାର ସହିତ କରନ୍ତୁ । ଗୃହସ୍ଥ ଜୀବନରେ ଟିକେ ନିରସତା ଆସିପାରେ । ପ୍ରେମ ଜୀବନ ବଞ୍ଚୁଥିବା ଲୋକଙ୍କ ପାଇଁ ଦିନ ବହୁତ ଭଲ ରହିବ ।

କନ୍ୟା :- ବିରୋଧୀ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ନିଜ କାର୍ଯ୍ୟ କୁଶଳତା ଦ୍ଵାରା ସମସ୍ଯାର ସମାଧାନ କରିବାର ଚେଷ୍ଟା କରନ୍ତୁ । ଭଲ ହେବ ଆଲାସ୍ୟ କରନ୍ତୁ ନହିଁ । ଆଜି ଆପଣ ବାହନ ସାବଧାନ ପୂର୍ବକ ଚଲାନ୍ତୁ, ରିସ୍କ ନିଅନ୍ତୁ ନହିଁ । ବ୍ୟବସାୟରେ ଶତ୍ରୁ ମାନଙ୍କ ଉପରେ ବିଜୟ ଲାଭ କରିବେ । ପାର୍ଟନର ଶିପ ରେ ନୂଆ ସଉଦା ହୋଇପାରେ ।

ତୁଳା :- ସମ୍ପତି ସମ୍ବନ୍ଧିତ ମାମଲାରେ ଲାଭ ହେବ । ଗୃହସ୍ଥ ଜୀବନରେ ପ୍ରେମ ପୂର୍ଣ ଓ ରୋମାନ୍ସରେ ଭରପୁର ରହିବ । ଅଧିକାରୀ ଆପଣଙ୍କ କାମରେ ଖୁସି ରହିବେ । ନୂଆ ବାହନ କିଣିବେ । ପ୍ରେମ ଜୀବନ ବଞ୍ଚୁଥିବା ଲୋକ ସୁଖ ଫଳ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ପ୍ରତି ଜାଗୁରୁକତା ରହିବା  ଜରୁରୀ ଅଟେ । ପରିବାରରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇବ । ସମୟର ସଦୁପଯୋଗ କରନ୍ତୁ ।

ବିଛା :- ଭାଗ୍ୟ ଆଜି ଆପଣଙ୍କ ଉପରେ ବହୁତ ଦୟା କରିବ । ଯାହାବି କାମ କରିବେ ଆପଣ ସେଥିରେ ଖୁସି ହେବେ । ଆପଣଙ୍କୁ ଘର କିଛି ଦାୟିତ୍ଵ ମିଳିବ, ଯାହାକୁ ନିଭାଇବାରେ ଆପଣ ସଫଳ ହେବେ । କୌଣସି ସାଙ୍ଗ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରିବେ । ପିଲା ମାନଙ୍କ ମନ ପାଠ ପଢାରେ ଲାଗିବ । ଯୋଜନା ବନାଇକି କାମ କରନ୍ତୁ ସଫଳତା ମିଳିବ । ଚାକିରି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ଧନୁ :- ପରିବାର ଲୋକ ଆପଣଙ୍କୁ ଠିକ ମାର୍ଗ ଦର୍ଶନ ଦେବେ । ନିଜଠୁ ତଳ ସ୍ତର କର୍ମଚାରୀଙ୍କ ଠାରୁ ସହଯୋଗ ମିଳିବ । ଆପଣଙ୍କ ଦେଖା ଖାସ ଲୋକଙ୍କ ସହିତ ହୋଇବ । ଆପଣଙ୍କୁ ନିୟମିତ କାମ କାର୍ଯ୍ୟରୁ କିଛି ସମୟ ପାଇଁ ମୁକ୍ତି ମିଳିବ । କାମ ମାମଲାରେ ଟିକେ ନିରାଶା ହୋଇବେ କିନ୍ତୁ ତାପରେ ମଧ୍ୟ ଆପଣ ନିଜ ତରଫରୁ ଭଲ କାମ କରିବେ । ବ୍ୟବସାୟରେ ଲାଭବାନ ହେବେ ।

ମକର :- ଆଜି ଆପଣ ଦରକାର କରୁଥିବା ଲୋକଙ୍କ ସ୍ଥିତି ଦେଖିକି ସହାୟତା କରିବା ପାଇଁ ଆଗକୁ ବଢିବେ । ଆପଣ ନିଜେ କରିଥିବା କାର୍ଯ୍ୟ ଦ୍ଵାରା ସନ୍ତୋଷ ଓ ଆନନ୍ଦର ଅନୁଭୂତି କରିବେ । କାର୍ଯ୍ୟରେ ମାତା ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ସନ୍ତାନ ପକ୍ଷରୁ ଆପଣଙ୍କ ସମ୍ପର୍କ ବହୁତ ଭଲ ରହିବ । ଜୀବନ ସାଥି ଆପଣଙ୍କ କଥାକୁ ବୁଝିବେ । ପୁରୁଣା ସମ୍ପର୍କର ଫାଇଦା ଆଜି ମିଳିବ ।

କୁମ୍ଭ :- ଆଜିର ଦିନ ଆପଣଙ୍କ ପାଇଁ ଟିକେ ଚ୍ୟାଲେଞ୍ଜିଙ୍ଗ ରହିବ । କାମରେ ପ୍ରତିବନ୍ଧକ ଆସିପାରେ । ଆପଣଙ୍କୁ ବିରୋଧୀ ହାବି ହେବାର ଚେଷ୍ଟା କରିବେ । କିନ୍ତୁ କିଛି କରିପାରିବେ ନହିଁ । ଯେଉଁ କାମ ପୂର୍ବ କିଛି ଦିନରୁ ଅଧା ପଡିଥିଲା ତାହା ଶୀଘ୍ର ହୋଇଯିବ । ହଠାତ ଧନ ଲାଭର ଯୋଗ ରହିଛି । ଅଟକି ଥିବା କାମ ଆଜି ହେବ, ଦିନ ବ୍ୟସ୍ତତାର ସହିତ ବିତିବ ।

ମୀନ :- ଆଜି କିଛି ଆକସ୍ମିକ ଲାଭା ହୋଇବ । ଆଜି ସକାଳୁ ନୂଆ ଭାବନକୁ ନେଇ ଆପଣଙ୍କ ଭିତରେ ନୂଆ ଶକ୍ତି ଓ ଊର୍ଜାର ସଂଚାର ହେବ । ଆଜି ଆପଣଙ୍କୁ କିଛି ବଡ ପ୍ରସିଦ୍ଧି ମିଳିବାର ଯୋଗ ବନୁଛି । ପରିବାରର କୌଣସି ଜରୁରୀ କାମ ପୁରା ହେବା ଦ୍ଵାରା ମନ ବହୁତ ଖୁସି ରହିବ । ପଇସା ଖର୍ଚ କରିବାରୁ ଆପଣ ବହୁତ ଚତୁରତାର ସହିତ କରି ନେବେ ।

Leave a Reply

Your email address will not be published. Required fields are marked *