LICର ଏହି ସ୍କିମ ଅନୁଯାଇ ଦବାକୁ ହବ ୧୨୧ଟଙ୍କା, ୨୫ ବର୍ଷ ପରେ ଝିଅ ବିବାହ ପାଇଁ ମିଳିବ ୨୭ ଲକ୍ଷ୍ୟ ଟଙ୍କା 

ଭାରତୀୟ ଜୀବନ ବୀମା ନିଗମ ତରଫରୁ ନୂଆ ନୂଆ ସ୍କିମ ସବୁବେଳେ ବାହାର କରା ଯାଇଥାଏ, ଏହି ସବୁ ସ୍କିମ ଲୋକଙ୍କ ଲାଭ ପାଇଁ କରା ଯାଇଥାଏ ।

ତେବେ ଏହି ଭଳି ପୋଲିଶି ସ୍କିମ ସମୟ ସମୟ ଅନୁଯାଇ ବାହାର ହେଲେ ଲୋକ ଏହା ଦ୍ଵାରା ବହୁତ ଲାଭ ପାଇଥାନ୍ତି ଆଉ ଭବିଷତ ପାଇଁ ଚିନ୍ତା କିଛି କମ ହୋଇଥାଏ ।

ଦେଶ ର ସବୁଠାରୁ ବଡ ଇଂସୁରାନ୍ସ କମ୍ପାନୀ ଭାରତୀୟ ଜୀବନ ନିଗମ ତରଫରୁ ଝିଅ ମାନଙ୍କ ପାଇଁ ଗୋଟେ ବିଶେଷ ପୋଲିଶି ସ୍କିମ ଅଣା ହୋଇଛି । ଯାହା ସାହାଯ୍ୟ ଦ୍ଵାରା ମା ବାପାଙ୍କୁ ଝିଅ ପାଠ ପଢା ଆଉ ବିବାହ ପାଇଁ କିଛି ଚିନ୍ତା କରିବାକୁ ପଡିବ ନାହିଁ ।

ଏହି ପୋଲିଶି ନାମ କନ୍ୟାଦାନ ପୋଲିଶି ସ୍କିମ ଅଟେ, ଏହି ସ୍କିମ ଅନୁଯାଇ ଆପଣଙ୍କୁ ପ୍ରତି ଦିନ କେବଳ ୧୨୧ଟଙ୍କା ରଖିବାକୁ ହବ ସବୁ ମାସକୁ ୩୬୦୦ଟଙ୍କା ପ୍ରିମିୟମ ଜମା କରିବାକୁ ହବ, ଯେତେବେଳେ ଏହି ପୋଲିଶି ପୂର୍ଣ୍ଣ ହୋଇଯିବ ସେତେବେଳେ ଆପଣଙ୍କୁ ୨୭ ଲକ୍ଷ୍ୟ ଟଙ୍କା ଏକା ଥରକ ମିଳିବ । ତେବେ ଏହି ଟଙ୍କା ଆପଣଙ୍କୁ ପୋଲିଶି କରିବାର ୨୫ ବର୍ଷ ପୂର୍ଣ୍ଣ ହବା ପରେ କରିବାକୁ ହବ, ଏହି ସ୍କିମ କେବଳ ଝିଅ ମାନଙ୍କ ପାଇଁ ଅଛି । ଏହି ପୋଲିଶି କିଛି ବର୍ଷ ଆଗରୁ ଆରମ୍ଭ କରା ଯାଇଛି ଆଉ ବର୍ତମାନ ପର୍ଯ୍ୟନ୍ତ ବହୁତ ଲୋକ ଏହା କରି ସାରିଛନ୍ତି, ତେବେ ଯଦି ଆପଣ ନିଜ ଝିଅ ପାଇଁ ଏହି ଭଳି କିଛି ପୋଲିଶି ବିଷୟରେ ଚିନ୍ତା କରୁଛନ୍ତି ତେବେ ଆପଣଙ୍କୁ ଏହି ପୋଲିଶି କରିବା ବହୁତ ଲାଭକାରୀ ହବ ।

ପୋଲିଶି ଅନ୍ୟ କେତେକ ଲାଭ :

୧. ଏହି ପୋଲିଶି ସବୁଠାରୁ ବିଶେଷ କଥା ଏହା ଅଟେ ଯେ ଏହି ପୋଲିଶି ୨୫ ବର୍ଷ ପାଇଁ କରା ଯାଇଥାଏ, କିନ୍ତୁ ଆପଣଙ୍କୁ ପ୍ରିମିୟମ କେବଳ ୨୨ ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ହବ ।

୨. ପୋଲିଶି ମଝିରେ ବିମାଧାରକ ମୃତ୍ୟୁ ହେଇଗଲେ ପରିବାର ଅନ୍ୟ କାହାକୁ ପ୍ରିମିୟମ ଭରିବା କିଛି ଦରକାର ନାହିଁ ।

୩. ଝିଅକୁ ପୋଲିଶି ବଞ୍ଚିଥିବା ବର୍ଷ ସମୟରେ ପ୍ରତି ବର୍ଷ ୧ଲକ୍ଷ୍ୟ ଟଙ୍କା ମିଳିବ ।

୪. ୨୫ ବର୍ଷ ପୂର୍ଣ୍ଣ ହବା ପରେ ନମିନୀକୁ ୨୭ ଲକ୍ଷ୍ୟ ଟଙ୍କା ଅଲଗା ମିଳିବ ।

ତେବେ ଏହି ପୋଲିଶି ପାଇଁ କେବଳ ଏତିକି ସର୍ତ ଅଛି ଯେ କନ୍ୟାଦାନ ପୋଲିଶି ନବା ପାଇଁ ଆପଣଙ୍କୁ ୩୦ ବର୍ଷ ଆଉ ଆପଣଙ୍କ ଝିଅକୁ ଗୋଟେ ବର୍ଷ ଠାରୁ ଉର୍ଦ୍ଧ ହବାକୁ ପଡିବ ଆ ଠାରୁ କମ ବୟସ ଲୋକ ଏହି ପୋଲିଶି କରି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *