14 ଫେବୃୟାରି, Valentine’s Day- ଏହି 5ଟି ନାମର ବ୍ୟକ୍ତିଙ୍କୁ ମିଳିବ ସଚ୍ଚା ପ୍ରେମ

ବନ୍ଧୁଗଣ ପ୍ରାଏ ଲୋକମାନେ କହିଥାନ୍ତି ଯେ ନାମରେ କଣ ରଖାଯାଇଛି । କିନ୍ତୁ ବନ୍ଧୁଗଣ ପ୍ରତ୍ୟକ ନାମ ପଛରେ କିଛି ନା କିଛି ରହସ୍ୟ ଲୁଚି ରହିଛି । ବନ୍ଧୁଗଣ ସଚ୍ଚା ଜୀବନ ସାଥୀଟିଏ ପାଇବାକୁ ସମସ୍ତଙ୍କ ଇଛା ଥାଏ । ପ୍ରତ୍ୟକ ମନୁଷ୍ୟ ଇଛା କରିଥାଏ ଯେ ତାକୁ ଜଣେ ବୁଝିବା ଭଳି ବ୍ୟକ୍ତି ବିଶେଷ ଅଥବା ଜୀବନ ସାଥୀଟିଏ ମିଳୁ । ବନ୍ଧୁଗଣ ପ୍ରତ୍ୟକ କାର୍ଯ୍ୟ ପଛରେ ନାମର ବହୁତ ମହତ୍ଵ ରହିଛି ଆସନ୍ତୁ ଜାଣିବା ସେ ନାମ ଗୁଡିକ ବିଷୟରେ ଯାହାକୁ ଏହି ବର୍ଷ ୧୪ ଫେବୃଆରି ଅର୍ଥାତ ପ୍ରେମ ଦିବସରେ ମିଳିବାକୁ ଯାଉଛି ତାଙ୍କ ମନଲାଖି ସାଥି ।

ବନ୍ଧୁଗଣ ସମାନତା ସବୁ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାୟ ରହିଥାଏ । ଏହି କାରଣରୁ କିଛି ବିଶେଷ ବ୍ୟକ୍ତି ଏଭଳି ଅଛନ୍ତି ଜେକି ଜଣଙ୍କ ନାମରୁ ତାହାର ବ୍ୟବହାର ଏବଂ ବିଶେଷତ୍ଵ ବିଷୟରେ ଅନ୍ଦାଜ ଲାଗାଇଥାନ୍ତି । କିଛି ଏହିଭଳି ବ୍ୟକ୍ତି ଅଛନ୍ତି ଯାହାଙ୍କ ନାମ ପ୍ରେମର ପ୍ରତୀକ ଦେଇଥାଏ । ଯଦି ଆପଣଙ୍କ ନାମ ସେହି ବ୍ୟକ୍ତି ମାନଙ୍କ ମଧ୍ୟରୁ ହୋଇଥାଏ ତେବେ ଆପଣଙ୍କୁ ମିଳିବାକୁ ଯାଉଛି ଆପଣଙ୍କ ସଚ୍ଚା ଜୀବନ ସାଥି । ଆସନ୍ତୁ ଜାଣିବା ସେହି ବ୍ୟକ୍ତି ମାନେ କିଏ ଅଟନ୍ତି । କିଛି ଏଭଳି ଅକ୍ଷର ଅଛି ଯାହା ପାଇଁ ଏହି ପ୍ରେମ ଦିବସ ଖୁସିର ବାରତା ଆଣିବାକୁ ଯାଉଅଛି ।

ବନ୍ଧୁଗଣ ସେହି ନାମ ଗୁଡିକରୁ ପ୍ରଥମ ଅକ୍ଷର ହେଉଛି “R” ବନ୍ଧୁଗଣ ଯଦି ଆପଣଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ତେବେ ଉଭୟ ଝିଅ ହୁଅନ୍ତୁ କିମ୍ବା ପୁଅ ଉଭୟଙ୍କ ମନଲାଖି ଜୀବନ ସାଥି ମିଳିବାକୁ ଯାଉଛି । ଆପଣଙ୍କୁ ଏହି ପ୍ରେମ ଦିବସରେ ମନଲାଖି ଉପହାର ମଧ୍ୟ ମିଳିବାକୁ ଯାଉଛି । ଆପଣ ମଧ୍ୟ ତାଙ୍କୁ ଉପହାର ଦେଇପାରନ୍ତି ।

ଏବେ ଦ୍ଵିତୀୟରେ ହେଉଛି “S” ଏହି ନାମର ବ୍ୟକ୍ତିଙ୍କୁ ମଧ୍ୟ ପ୍ରେମ ଦିବସରେ ବହୁତ ଆନନ୍ଦ ମିଳିବାକୁ ଯାଉଛି ଆପଣ ଅନେକ ଦିନରୁ ଅପେକ୍ଷା କରିଥିବା ଜୀବନ ସାଥି ଆପଣଙ୍କ ଜୀବନରେ ଆସିବାକୁ ଯାଉଛି । ଉଭୟଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିବ, ଉଭୟ ପରସ୍ପର ମନକୁ ବୁଝିବେ । ସବୁ କ୍ଷେତ୍ରରେ ଆପଣ ଦୁହେଁ ସାଥ ଦେଇ ଚାଲିବେ । ଆପଣ ବହୁତ ଅଧିକ ଆକର୍ଷିତ ହୋଇଥାନ୍ତି ।

ତୃତୀୟରେ “N” ଅକ୍ଷରର ବ୍ୟକ୍ତି ଏହି ବ୍ୟକ୍ତିମାନେ ପ୍ରେମ ମାମଲାରେ ବହୁତ ଗମ୍ଭୀର ହୋଇଥାନ୍ତି । ସେ ଝିଅ ଅଟନ୍ତୁ କିମ୍ବା ପୁଅ ଉଭୟ ପ୍ରେମକୁ ନେଇ ବହୁତ ଉତ୍କଣ୍ଠା ଦେଖେଇଥାନ୍ତି । ଏହିବର୍ଷରେ ମଧ୍ୟ ଆପଣ ନିଜ ଜୀବନ ସାଥୀକୁ ନେଇ ବହୁତ ଆନନ୍ଦରେ ଜୀବନ ବିତେଇବାକୁ ଯାଉଛନ୍ତି ।

ଏହା ପରେ ଆସନ୍ତୁ ଜାଣିବା ଅନ୍ୟ ଭାଗ୍ୟଶାଳି ଦୁଇଟି ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ବିଷୟରେ । ଗୋଟିଏ ଅକ୍ଷର ହେଉଛି “D” ଏବଂ ଅନ୍ଯଟି ହେଉଛି “M” ଏହି ଦୁଇଟି ଅକ୍ଷର ଥିବା ବ୍ୟକ୍ତି ବିଶେଷ ନିଜ ଜୀବନରେ ଅଧିକ ସଫଳତା ହାସିଲ କରିବାକୁ ଯାଉଛନ୍ତି । ପ୍ରେମ କ୍ଷେତ୍ରରେ ଏମାନେ ନିଜ ସାଥୀଙ୍କୁ ନେଇ ନିଜର ସମସ୍ତ ସମୟ ଅତିବାହିତ କରିବାକୁ ଇଛା କରିବେ ।

ଏହି ବ୍ୟକ୍ତି ମାନଙ୍କ ପାଇଁ ଏହି ବର୍ଷ ଆସୁଥିବା ପ୍ରେମ ଦିବସ ବହୁତ ସନ୍ତୁଷ୍ଟ ଜନକ ହେବାକୁ ଯାଉଛି । ପ୍ରେମକୁ ନେଇ ଆପଣ ମାନେ ବହୁତ ସିରିୟସ ରହିବେ କୌଣସି କ୍ଷେତ୍ରରେ ମଧ୍ୟ ଆପଣ ନିଜ ସାଥିଙ୍କ ଠାରୁ ଅଲଗା ରହିପାରିବେ ନାହି । ବନ୍ଧୁଗଣ ଏହାଥିଲା ସେହି ଭାଗ୍ୟଶାଳୀ ଅକ୍ଷର ଗୁଡିକ ବିଷୟରେ ଯାହାର ଆସୁଥିବା ୧୪ ଫେବୃଆରିର ସମୟ ଅଧିକ ଖୁଶିର ଲହରୀ ଆଣିଦେବାକୁ ଯାଉଛି ।

ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *