ଆଜିର Gold Rate,14 ସେପ୍ଟେମ୍ବର 2020 ରେ ସୁନା ହେଲା ଏତେ ଶସ୍ତା

ସୁନାର ମୂଲ୍ୟ ଏତେ ଦ୍ରୁତ ଗତିରେ ବଢିଚାଲି ଥିଲା ଲୋକ ମାନେ ସୁନା କିଣିବାକୁ ସାହାସା ହେଉନଥିଲା ବହୁତ ଲୋକଙ୍କ ସୁନା ବହୁତ ପ୍ରିୟ ହୋଇଥାଏ କିନ୍ତୁ ସୁନାର ମୂଲ୍ୟ ବୃଦ୍ଧି ଲାଗି ସୁନା କିଣିବା ପାଇଁ ସାହସ କରିପାରୁନଥିଲେ କିନ୍ତୁ ଏବେ ସମସ୍ତଙ୍କ ପାଇଁ ଖୁସିବାର ଖବର ସୁନାର ମୂଲ୍ୟ  ଧୀରେ ଧୀରେ ହ୍ରାସ ପାଉଛି ଏହା ନବ ରାତ୍ରି ପର୍ଯ୍ୟନ୍ତ ଚାଲିବ ।

ସୁନା ବା ଚାନ୍ଦି କିଣିବା ବାଲାଙ୍କୁ ବଡ ଖୁସି ଖବର ରହିଛି । ସୁନାର ଏବେ ହେଲା ବହୁତ ଶସ୍ତା ଓ ଚାନ୍ଦି ବି ବହୁତ ଶସ୍ତା ହୋଇଛି ।

Image Courtesy: Google

କିଛି ଦିନ ପୂର୍ବରୁ ସୁନାଓ ଚନ୍ଦିର ରେଟ ବହୁତ ଅଧିକ ରହିଥିଲା । ଏବେ ସୁନା ଓ ଚାନ୍ଦିର ମୂଲ୍ୟ ବହୁତ ହ୍ରାସ ପାଇଛି । ଆସନ୍ତୁ ଜାଣିବା ସୁନା ଆଜି କେତେ ଶସ୍ତା ହୋଇଛି ।ଆଜି ସିଲଭର ୧ ଗ୍ରାମ କୁ ୬୭.୯୮, ୮ ଗ୍ରାମକୁ ୫୪୩.୮୪, ୧୦ ଗ୍ରାମକୁ ୬୭୯.୮୦ । ଏଠାରେ ଚାନ୍ଦିର ମୂଲ୍ୟହ୍ରାସ ପାଇଛି,   ଚାନ୍ଦିର ପ୍ରତିକିଲୋଗ୍ରାମ ୫୮୦ ଶସ୍ତା ହୋଇଛି । ଆପଣଙ୍କୁ ଜନେବାକୁ ଚାହୁଞ୍ଚୁକୀ ବରିଷ୍ଠ ବିଶେଷଜ୍ଞଙ୍କ ଅନୁସାରେ ନବରାତ୍ରି ପର୍ଯ୍ୟନ୍ତ ସୁନାର ବହୁତ ହ୍ରାସ ପାଇବାର ଆସା କରାଯାଇଛି ।

Image Courtesy: Google

ଆଜି ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪୧୧୫ ଟଙ୍କା, ୮ ଗ୍ରାମର ସୁନା  ୩୨୯୨୦ ଟଙ୍କା, ୧୦ ଗ୍ରାମର ସୁନା ୪୧୧୫୦ ଟଙ୍କା ।  ଏବେ ଜାଣିବା ୨୨ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୪୯୯୦ ଟଙ୍କା, ୮ ଗ୍ରାମକୁ ୩୯୯୨୦ ଟଙ୍କା, ୧୦ ଗ୍ରାମକୁ ୪୯୯୦୦ ଟଙ୍କା ଓ ସାହେଗ୍ରାମକୁ ୪ ଲକ୍ଷ ୯୯ ହଜାର ଟଙ୍କା ରହିଛି । ଆଜି ୨୨ କ୍ୟାରେଟ ସୁନାରେ ହ୍ରାସ  ୩୫୦ ପ୍ରତି ଦସ ଗ୍ରାମ ଶସ୍ତା ହୋଇଛି ।

Image Courtesy: Google

ଆସନ୍ତୁ ଜାଣିବା ୨୪ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୫୪୪୩ ଟଙ୍କା, ୮ ଗ୍ରାମକୁ ୪୩୫୪୪ଟଙ୍କା, ୧୦ ଗ୍ରାମକୁ ୫୪୪୩୦ ଟଙ୍କା ଓ ସାହେଗ୍ରାମର ମୂଲ୍ୟ ୫ ଲକ୍ଷ  ୪୪ ହଜାର ୩ସହ ଟଙ୍କା ରହିଛି । ଯଦି ଏହି ଛୋଟ ସୂଚନାଟି ଆପଣଙ୍କୁ ଭଲ ଲାଗୁଛି ଟ ଏହାକୁ ଲାଇକ କରନ୍ତୁ ଓ ଶେୟର କରନ୍ତୁ । କାରଣ ଆଗକୁ ଭଲ ଭଲ ଲେଖା ଶେୟର କରିବାରେ ଆମକୁ ପ୍ରୋତ୍ସାହନ ମିଳିବ ।

Leave a Reply

Your email address will not be published. Required fields are marked *