Sushant କେସ- ଫସିଲେ ସଲମାନ ଖାନ – ସିବିଆଇ ଓ ଏନସିବିର କଡା ଯାଞ୍ଚ ?

ସୁଶାନ୍ତ କେଶ ସିବିଆଇ ହାତରେ ଥିଲା ଯାହା ପରେ ଡ୍ରଗ୍ସ କଥା ସାମ୍ନାକୁ ଆସିଲା ପରେ ସିବିଆଇ ଓ ଏନସିବି ଦୁହେଁ ଏକାଠି କାମ କରୁଛନ୍ତି, ଋଆ ଚକ୍ରବର୍ତୀ ଫୋନ ଡିଟେଲ ଓ ଅନ୍ୟ ସବୁ ଖବର ଅନୁଯାଇ ଋଆ ଡ୍ରଗ୍ସ ମଗେଇବା ଓ ସପ୍ଲାଇ କରିବା କାମ କରୁଥିଲେ ଯାହା ପ୍ପାରେ ସୁଶାନ୍ତ ସିଂହର ବହୁତ ନିଶା ଭିଡିଓ ସାମ୍ନାକୁ ଆସିଲା ଓ ପୋଲିସ କଷ୍ଟଡିରେ ଋଆ ଏହି କଥା ମାଣିଛନ୍ତି ଯେ ସେ ସୁଶାନ୍ତକୁ ଡ୍ରଗ୍ସ ଦଉଥିଲେ ।

ତେବେ କିଛି ଏମିତି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେ ସୁଶାନ୍ତ ଡ୍ରଗ୍ସ ନେଲା ପରେ ନିଜକୁ ମଧ୍ୟ ଭୁଲି ଯାଉଛନ୍ତି ଏହାର ଅର୍ଥ ଡ୍ରଗ୍ସ ଡୋଜ ବହୁତ ଅଧିକ ଦିଆ ଯାଉଥିଲା ।

Image Courtesy: Google

ତେବେ ଡ୍ରଗ୍ସ କିଣିବା ଓ ସୁଶାନ୍ତକୁ ଦବା ଅଭିଯୋଗରେ ଋଆ ଚକରବ୍ରତିଙ୍କୁ ଗିରଫତାର କରା ଯାଇଛି ଓ ବର୍ତମାନ ଋଆ ଜେଲରେ ଅଛି । ତେବେ ଏନସିବି ନିଜ କାମ କରିଛନ୍ତି ଓ ଋଆ ଚକ୍ରବତି ଅନ୍ୟ ବହୁତ ବଡ ବଡ ବଲୀଉଡ ଜଗତ ଲୋକଙ୍କ ନା ନେଇଛନ୍ତି ଯିଏ ଡ୍ରଗ୍ସ କିଣିବା ଓ ସପ୍ଲାୟ କରିବା କାମ କରୁଥିଲେ । ଏହି ନାଙ୍କ ମଧ୍ୟରେ ସଲମାନ ଖାନ ନା ସାମନାକୁ ଆସିଛି ଓ ଅନ୍ୟ ବଡ ବଡ ଲୋକଙ୍କ ନା ଆସିଛି ଯାହା ପରେ ସିବିଆଇ ସୁଶାନ୍ତ କେସକୁ ମର୍ଡର କେସ ଭଳି ଦେଖିବାକୁ ଲାଗିଛି ଯାହା ପରେ ଅନ୍ୟ ବହୁତ କିଛି ସାମନାକୁ ଆସିବାକୁ ଯାଉଛି ବୋଲି ଅନୁମାନ କରା ଯାଉଛି ।

Image Courtesy: Google

ଖବର ଅନୁଯାଇ ସଲମାନ ଖାନ କନଡା ଠାରୁ ହାଇ ଲେବଲ ଡ୍ରଗ୍ସ ମଗଉଥିଲେ ଓ ମହେଶ ଭଟକୁ ସପ୍ଲାୟ କରୁଥିଲେ । ତେବେ ଆପଣଙ୍କୁ ଏହା ଜଣା ଅଛି ଯେ ମହେଶ ଭଟ ଓ ଋଆ ଚକ୍ରବରତିଙ୍କ ମଧ୍ୟରେ କେମିତି ସମ୍ପର୍କ ଥିଲା । ତେବେ ଏହି କଥା ଏନସିବି ପର୍ଦାଫାଶ କରିଛନ୍ତି ଯେ ଋଆ ଚକ୍ରବର୍ତୀ ସୁଶାନ୍ତଙ୍କୁ ହାଇ ଡୋଜ ଡ୍ରଗ୍ସ ଦଉଥିଲେ । ତେବେ ଏହା ପାଇଁ ଆଜି ଋଆ ଜେଲରେ ଅଛନ୍ତି ଓ ଅନ୍ୟ ବହୁତ ଜଣ ତାଙ୍କ ପାଖକୁ ଜେଲରେ ଭର୍ତି ହେବେ ବୋଲି ଲାଗୁଛି ।

Image Courtesy: Google

ଖବର ଅନୁଯାଇ ଏହି ହାଇ ଡୋଜ ଡ୍ରଗ୍ସ କନଡା ର କ୍ୟୁବେକ ରାଜ୍ୟ ମୋନ୍ତ୍ରେଲ ସହର ଦ୍ଵାରା ମଗା ଯାଉଥିଲା ଯାହା ପରେ ଏହି ଡ୍ରଗ୍ସ ମୁମ୍ବାଇ କିଛି ବଡ ଲୋକଙ୍କ ପାଖରେ ଆସୁଥିଲା ଓ ତାଙ୍କ ଦ୍ଵାରା ମୁମ୍ବାଇ ଅନ୍ୟ ସେଲିବ୍ରେଟି ମାନେ ନଉଥିଲେ । ଏହି ଯାଞ୍ଚ ପରେ ସୋବିକ ଚକ୍ରବର୍ତୀ ଯିଏ ଋଆ ଚକ୍ରବର୍ତୀ ଭାଇ ଅଟେ ସେ ମଧ୍ୟ ମହେଶ ଭଟ ଓ ସଲମାନ ଖାନ ନା ନେଇଛି ଯେ ସଲମାନ ଡ୍ରଗ୍ସ ମଗଉଥିଲେ ଓ ଋଆ ସେହି ଡ୍ରଗ୍ସ ସୁଶାନ୍ତକୁ ଦଉଥିଲା । ତେବେ ଋଆ ଯୁଆଡେ ଦେଖା କେବଳ କାନ୍ଦୁଛି କିନ୍ତୁ କାଣ୍ଡିଳେ କଣ ହବ ଯାହା ସୁଶାନ୍ତ ସହିତ ହୋଇଛି ତାର ପର୍ଦା ଫାଶ ଯାହା ହେଲେ ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *