୧୯ ବର୍ଷ ପରେ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ଆରାଧନାର ଅଭୁତ ସଂଯୋଗ, ସୁଖ ସମୃଦ୍ଧି ପାଇବା ପାଇଁ କରନ୍ତୁ ଏହି ଉପାୟ

ଧର୍ମ ଗ୍ରନ୍ଥରେ କୁହାଯାଇଚିକି ଅଧିକ ମାସରେ ଜପ, ତପ, ବ୍ରତ, ଓ ଦାନ ଅକ୍ଷୟ ଫଳ ଦେଇଥାନ୍ତି, ଏହି ଅଜୟ ପୁଣ୍ୟା ୧୮ ସେପ୍ଟେମ୍ବର ରୁ ଅଧିକ ମାସ ଆରମ୍ଭ ହେଉଛି । ଏହା ପ୍ରତି ତିନି ବର୍ଷରେ ଥରେ ଆସିଥାଏ । କିନ୍ତୁ, କିନ୍ତୁ ୧୯ ବର୍ଷ ପରେ ଆଶ୍ଵିନ ଅଧିକ ମାସ ଆସିଛି । ମାନେ ଏହି ବର୍ଷ ଦୁଇ ଆଶ୍ଵିନ ମାସ ହେବ, ଏହା ପୂର୍ବରୁ ୨୦୦୧ ରେ ଏମିତି ସଂଯୋଗ ବନିଥିଲା ।

ଏହି ଅଧିକ ମାସରେ ବହୁତ ଦୁର୍ଲଭ ଯୋଗ ବନୁଛି, ଯାହା ସୁଖ ସମୃଦ୍ଧି ଓ ଶକ୍ତି ପ୍ରଦାନ କରିବ । ସେମିତିରେ ବୈଭବ ମାସ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କ ଆରାଧନାର ମାସ ଅଟେ । କିନ୍ତୁ ଆଶ୍ଵିନ ମାସରେ ଲକ୍ଷ୍ମୀଙ୍କ କୃପାବି ମିଳିବ । ଏହିଭଳି ଏହି ମାସ ଲକ୍ଷ୍ମୀ ଓ ବିଷ୍ଣୁ ଦୁଇଜଣଙ୍କ ଆରାଧନାର ମାସ ଅଟେ ।

ଆଶ୍ଵିନ ମାସର ପୁର୍ଣିମାରେ ଲକ୍ଷ୍ମୀ ପୃଥିବୀକୁ ଆଗମନ କରିଥାନ୍ତି । ଏହାକୁ ଆମେ ଶରଦ ପୁର୍ଣିମା କହିଥାଉ । ଏହି କାରଣରୁ ଆଶ୍ଵିନ ମାସକୁ ଲକ୍ଷ୍ମୀଙ୍କର ଆରାଧନର ମାସ କୁହାଯାଏ । ଧର୍ମ ଗ୍ରନ୍ଥରେ ରହିଛି ଅଧିକ ମାସରେ କରିଥିବା ଜପ, ତପ, ବ୍ରତ, ଓ ଦାନରେ ଅକ୍ଷୟ ଫଳ ମିଳିଥାଏ । ଏହାର ପୁଣ୍ୟ କେବେ ସରିନଥାଏ । ଏହି ମାସରେ ବିଷ୍ନୁଙ୍କ ସହିତ ଲକ୍ଷ୍ମୀଙ୍କ ପ୍ରସନ୍ନତା ପାଇଁ କରାଯାଉଥିବା ଉପାୟ ଅକ୍ଷୟ ଫଳ ଦେଇଥାଏ ।

ଅଧିକ ମାସର ପ୍ରଥମ ଦିନ ସମୃଦ୍ଧି ଦେବ, ଶୁଭ ଯୋଗ ରହିଛି

ଅଧିକମାସ ଶୁକ୍ରବାରରୁ ଆରମ୍ଭ ହେଉଛି । ଏହି ଦିନରେ ଉତରାଫାଲଗୁନି ନଖେତ୍ର ରହିବ । କସିର ପଣ୍ଡିତ ଏସଏଲ  ତ୍ରିବେଦୀଙ୍କ ମୁତାବିକ ଉତରା ଫାଲଗୁନି ନଖେତ୍ର ତୀବ୍ର ଫଳ ଦେବ । ଏହି ନକ୍ଷତ୍ରରେ ମାସର ଆରମ୍ଭରେ ଶୁଭ ଓ ଶୀଘ୍ର ଫଳ ମିଳିବ । ଉତ୍ତରା ଫାଲଗୁନି ସନମାନ ସମୃଦ୍ଧି ତିବ୍ରରେ ବଢେଇ ଥାଏ । ଅଧିକ ମାସରେ ବୈଭବ ସମ୍ବଦ୍ଧି କାର୍ଯ୍ୟ ବହୁତ ପରିମାଣ ଦେଇଥାଏ । ଏହି ସମୟରେ ଶୁକ୍ଳ ନାମରେ ଶୁଭ ଯୋଗ ରହିବ । ଏହି ଯୋଗ ନିଜ ନାମ ଭଳି ପ୍ରକାଶ ଓ ଶୀତଳତା ଦେଇଥାଏ । ଏହି ମାସରେ ସୁନା ଚାନ୍ଦିରୁ ନେଇ ମେସିନ ଓ ବାହନ କିଣିବାର କେତେ ଶୁଭ ଯୋଗ ବନୁଛି ।

Image Courtesy: Google

ବୈଭବ – ସମୃଦ୍ଧି କାହିଁକି ଦେଇଥାଏ ଅଧିକ ମାସ

ଅଧିକମାସକୁ ଗ୍ରନ୍ଥରେ ବ୍ୟାଜର ସମୟ କୁହାଯାଏ । ଇଏ ବର୍ଷର ୧୨ ମାସର ମିଳିବା ସମୟ ଅଟେ । ଏହାକୁ ପୁରୁଷତମ ମାସ ମଧ୍ୟ କୁହାଯାଏ । ଭଗବାନ ବିଷ୍ଣୁଙ୍କୁ ସୃଷ୍ଟି ସଞ୍ଚାଳକ କୁହାଯାଏ । ସେ ଗୃହସ୍ଥ ଜୀବନର ଦେବତା ଅଟନ୍ତି ଓ ସେ ଗୃହସ୍ତିକୁ ସବୁ ବୈଭବ ଦେଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *