ରଜ ସଙ୍କ୍ରାନ୍ତି ପରଠାରୁ, ଏହି ୫ ଟି ରାଶିର ବଦଳିଯିବ ଭାଗ୍ୟ- Jyotisha Shastra

ବନ୍ଧୁଗଣ, ୧୫ ଜୁନ ରଜ ସଙ୍କରାନ୍ତି ଅଟେ । ଏହାକୁ ମିଥୁନ ସଙ୍କରାନ୍ତି ବୋଲି ମଧ୍ୟ କୁହାଯାଏ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଯେଉଁଦିନ ବୃଷ ରାଶି ରୁ ମିଥୁନ ରାଶି କୁ ଆଗମନ କରିଥାନ୍ତି ସେଦିନ କୁ ମିଥୁନ ସଙ୍କରାନ୍ତି ଅଥବା ରଜ ସଙ୍କରାନ୍ତି ଭାବରେ ପାଳନ କରାଯାଏ । ବନ୍ଧୁଗଣ ଏହି ଶୁଭ ଅବସରରେ ଗ୍ରହ ମାନଙ୍କରେ ବନିବାକୁ ଯାଉଅଛି ମହାସଂଯୋଗ ।

ଏହା ଫଳରେ ଏହି ୫ ଟି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଯାହାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅପାର କୃପା ହେବାକୁ ଯାଉଅଛି । ୧- ସିଂହ ରାଶି;- ବନ୍ଧୁଗଣ ଏହି ରାଶି ର ଲୋକ ମାନଙ୍କୁ ସ୍ଵୋଳ୍ପ ସମୟରେ ଅଧିକ ଲାଭ ମିଳିବାକୁ ଯାଉଅଛି । ଆଇନଗତ ମାମଲାରେ ସଫଳତା ହାସଲ ହେବ ।

ଆଗାମୀ ସମୟରେ ଆପଣ ବହୁତ ଉନ୍ନତି କରିବେ । ଏହି ସମୟ ଠାରୁ ଆପଣଙ୍କ ପାଖରେ କେବେ ମଧ୍ୟ ଧନ ର ଅଭାବ ହେବ ନାହିଁ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଲାଗି ରହିବ । ୨- ତୁଳା ରାଶି;- ବନ୍ଧୁଗଣ ଏହି ମହାସଂଯୋଗ କାରଣରୁ ଆପଣଙ୍କ ଉପରେ ଧନ ର ବର୍ଷା ହେବାକୁ ଯାଉଅଛି । ମାତ୍ର ଆପଣଙ୍କୁ ଟିକିଏ ସାବଧାନତା ଅବଲମ୍ବନ କରିବାକୁ ହେବ । ଆପଣ କୌଣସି ଏଭଳି ଭୁଲ କରନ୍ତୁ ନାହିଁ ଯାହା ଫଳରେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଠ ହୋଇଯିବେ ।

୩- କନ୍ୟା ରାଶି;- ବନ୍ଧୁଗଣ ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ହେବାକୁ ଯାଉଅଛି । ଏହା ଫଳରେ ଆପଣଙ୍କର ସମସ୍ତ ଅଟକି ଯାଇଥିବା କାର୍ଯ୍ୟ ର ପୁନରାବୃତ୍ତି ହେବାକୁ ଯାଉଅଛି । ଏହି ଶୁଭ ସମୟରେ ଆପଣ କୌଣସି ନୂତନ ବାହାନ ମଧ୍ୟ କିଣି ପାରନ୍ତି । ବନ୍ଧୁଗଣ ଅଯଥାରେ କୌଣସି ପ୍ରକାରର ଅର୍ଥ ଖର୍ଚ କରନ୍ତୁ ନାହିଁ ।

୪- ବୃଷ ରାଶି;- ବନ୍ଧୁଗଣ ଆପଣ ମାନଙ୍କର ସମସ୍ତ ପ୍ରକାରର ଅସୁବିଧା ସମାପ୍ତ ହେବାକୁ ଯାଉଅଛି । ଚାକିରି ଖୋଜୁଥିବା ଲୋକ ମାନଙ୍କୁ ଅତି ଶୀଘ୍ର ଚାକିରି ମିଳିବାର ସମ୍ଭାବନା ଏଅହିଅଛି । ଆହା ବ୍ୟତୀତ ଆପଣଙ୍କର ସମସ୍ତ ସମସ୍ୟା ର ସାମାଧାନ ହେବାକୁ ଯାଉଅଛି । ଆପଣ ସମସ୍ତ ମହତ୍ଵପୂର୍ଣ୍ଣ କାର୍ଯ୍ୟ କୁ ଧୀରତା ର ସହିତ ସମାପ୍ତ କରନ୍ତୁ ।

୫- କୁମ୍ଭ ରାଶି;- ବନ୍ଧୁଗଣ ଆଗାମୀ ସମୟ ଆପଣ ମାନଙ୍କ ପାଇଁ ବହୁତ ଭଲ ରହିବାକୁ ଯାଉଅଛି । ଅନେକ ଦିନରୁ ଆପଣ କରିଥିବା ପରିଶ୍ରମ ର ସୁଫଳ ମିଳିବ । ଆପଣଙ୍କୁ ଆପଣଙ୍କ କାର୍ଯ୍ୟ ରେ ଅତିଶିଘ୍ର ସଫଳତା ମିଳିବାକୁ ଯାଉଅଛି । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ । ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିବ । ମାତା ଲକ୍ଷ୍ମୀ ଙ୍କ ସହିତ କୁବେର ଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ବନି ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଦିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *