ଏମିତି ବି ଆସେ ମୃତ୍ୟୁ : ରାତିରେ ହେଲା ଚଉଠି, ସକାଳୁ ମିଳିଲା ନବବଧୂର ଶବ, ପୁରା ଘଟଣା ଜାଣି ଆପଣଙ୍କ ଆଖିରେ ଆସିଯିବ ଲୁହ

ବନ୍ଧୁଗଣ, ବିବାହ ପରେ ଉଭୟ ଦମ୍ପତ୍ତି ପାଇଁ ଏକ ନୂତନ ଜୀବନ ଆରମ୍ଭ କରିବା ବହୁତ ଆନନ୍ଦ ମୟ ହୋଇଥାଏ । ଉଭୟ ସ୍ଵାମୀ ସ୍ତ୍ରୀ ନୂତନ ଜୀବନ ଆରମ୍ଭ କରୁଥିବା ବେଳେ ଉଭୟଙ୍କ ପରିବାର ଲୋକେ ମଧ୍ୟ ବହୁତ ଖୁସି ମନାଇବା ସହିତ ଆଶୀର୍ବାଦ ର ହାତ ନବାଗତ ଦମ୍ପତ୍ତି ଙ୍କ ମସ୍ତକ ଉପରେ ରଖିଥାନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏଭଳି କାହାଣୀ ଟି କହିବାକୁ ଯାଉଅଛୁ ଯାହାକୁ ଶୁଣି

ଆପଣ ମଧ୍ୟ ଶୋକଭରା ହୋଇଯିବେ । ଆସନ୍ତୁ ତେବେ ଜାଣିବା ସେହି ଘଟଣା ଟିର ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ଏହି ଘଟଣା ଟି ଏକ ନବବିବାହିତା ଦମ୍ପତ୍ତି ଙ୍କର ଅଟେ । ବନ୍ଧୁଗଣ ଜୁନ ମାସର ୧୫ ତାରିଖରେ ଉଭୟ ଦମ୍ପତ୍ତି ଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ନବବିବାହିତ ଦମ୍ପତ୍ତି ଙ୍କ ମନରେ ଅନେକ ସ୍ଵୋପ୍ନ ଥିଲା । ହୃଦୟରେ ଅସୁମାରି ଅଶା ଉଙ୍କି ଉଠିଥିଲା । ମାତ୍ର ଚତୁର୍ଥୀ ରାତିରେ ଭାଙ୍ଗିଗଲା ସବୁ ସ୍ଵୋପ୍ନ ।

ସବୁ ଇଛା ତଥା ଦେଖିଥିବା ସ୍ଵୋପ୍ନ ଛାରଖାର ହୋଇଗଲା । ବନ୍ଧୁଗଣ ଅତ୍ୟନ୍ତ ଦୁଖ ର ସହିତ ଆମ୍ଭେ ଆପଣଙ୍କୁ କହୁଅଛୁ ଯେ, ବାସ ରାତିରେ ହିଁ ନୂଆବୋହୂ ପ୍ରାଣ ହରାଇଲା । ଉଭୟ ଦମ୍ପତ୍ତି ଦେଖିଥିବା ସବୁ ସ୍ଵୋପ୍ନ ଭାଙ୍ଗିଗଲା । ବନ୍ଧୁଗଣ ଏହି ଘଟଣା ଟି ହେଉଛି ବ୍ରାଜିଲ ଇବିରାଇଟ ସହରର । ବନ୍ଧୁଗଣ ଏହି ସହରରେ ଜଣେ ୧୮ ବର୍ଷୀୟ ଯୁବତୀ ୨୯ ବର୍ଷୀୟ ଯୁବକଙ୍କୁ ବିବାହ କରିଥିଲେ ।

ବିବାହଟି ବଡ ଧୂମଧାମରେ ଫାର୍ମହାଉସ ରେ ସମ୍ପର୍ଣ୍ଣ ହୋଇଥିଲା । ବିବାହ କରିଥିବା ନୂତନ ଯୋଡା ବହୁତ ଖୁସିରେ ଥିଲେ । ମାତ୍ର ଚତୁର୍ଥୀ ରାତିରେ ଶାରୀରିକ ସମ୍ପର୍କ ବେଳେ ହଟାତ ନବ ବଧୂର ଶ୍ଵାସ୍ୟବସ୍ଥା ବିଗିଡି ଯାଇଥିଲା । ଯୁବତୀ ଜଣଙ୍କ ହଟାତ ତଳେ ପଡିଯାଇଥିଲେ । ଏହାପରେ ତାଙ୍କ ସ୍ଵାମୀ ଯଥାଶୀଘ୍ର ପଡୋଶୀ ତଥା ପରିବାର ଲୋକଙ୍କୁ ଫୋନ କରିଥିଲେ । ସେମାନଙ୍କୁ ଫୋନ କରି ଡାକିଥିଲେ ।

ସ୍ଵାମୀ ଜଣଙ୍କ ନିଜ ପତ୍ନୀ ଙ୍କୁ ହସ୍ପିଟାଲ ନେବାକୁ ବାହାରିଲେ । ବନ୍ଧୁଗଣ ପ୍ରଥମେ ଜଣେ ଅଟୋ ଚାଳକ ଉଭୟ ଦମ୍ପତ୍ତି ଙ୍କୁ ହସ୍ପିଟାଲ ନେବାକୁ ମନାକରିଦେଲେ । ଏହାପରେ ଆଉ ଏକ ଟ୍ୟାକ୍ସି ଡ୍ରାଇଭର ଙ୍କୁ ଡକାଯାଇଥିଲା । ମାତ୍ର ସେ ମଧ୍ୟ ହସ୍ପିଟାଲ ଯିବାକୁ ମନା କରିଦେଇଥିଲା । ଏହାପରେ ବାଧ୍ୟ ହୋଇ ସ୍ଵାମୀ ହସ୍ପିଟାଲ କର୍ମଚାରୀଙ୍କୁ ଘରକୁ ଡ଼ାକିଥିଲେ । ସେମାନେ ଆସି ଶ୍ଵାସ୍ୟଅବସ୍ଥା ଯାଞ୍ଚ କରିଥିଲେ । ଡାକ୍ତରଙ୍କ ଯାଞ୍ଚ ପରେ ନବବିବାହିତା ହୃତଘାତର ଶିକାର ହୋଇଥିବା ଜଣାପଡିଲା ।

ଏହାପରେ ତୁରନ୍ତ ଏକ ଆମ୍ବୁଲାନ୍ସ କୁ ଫୋନ କରାଗଲା । ମାତ୍ର ଆମ୍ବୁଲାନ୍ସ ଟି ଆସିବାର ପ୍ରାଏ ୧ ଘଣ୍ଟା ବିଳମ୍ବ ହୋଇଗଲା । ଏହା ଭିତରେ ନବବିବାହିତା ଜଣକ ଜୀବନ ହରାଇଲେ । ବନ୍ଧୁଗଣ ପୋଲିସ ଙ୍କ ତଦାରଖ ଅନୁସାରେ ନବବିବାହିତା ଙ୍କ ଶରୀରରେ କୌଣସି ପ୍ରକାରର ଆଘାତର ଚିହ୍ନ ନଥିଲା । ମାତ୍ର ପୋଷ୍ଟମର୍ଟମ ରିପୋର୍ଟରୁ ନୂତନ ବୋଧୂଟି ବ୍ରୋକାଇଟିସ ରୋଗରେ ପୀଡିତ ଥିବାର ଜଣାପଡିଛି । ଏତେ ଶୀଘ୍ର ସ୍ତ୍ରୀ ଛାଡି ଚାଲିଗଲେ ମାତ୍ର ବିଶ୍ଵାସ ହେଉନାହିଁ ବୋଲି ସ୍ଵାମୀ ଜଣଙ୍କ ପ୍ରକାଶ କରିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *