Special Report: ସରୁଛି Lockdown, ଏବେ କୋହଳ ହେବ ନିୟମ?

ଆଜି ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଲକଡାଉନ ଫିଟିବା ପାଇଁ ଯାଉଛି । ତେବେ ଏବେ ମଧ୍ୟ ହୋଇ ପାରେ ଲକଡାଉନ କାରଣ ଓଡିଶା ରେ ଲକଡାଉନ କମିବା ରେ ଲାଗିଛି । କିନ୍ତୁ କୁହା ଯାଇଛି ଯେ ଯେଉଁ ଜାଗାରେ ୧୦% ରୁ କମ ସଂକ୍ରମଣ ଅଛି । ସେଠାରେ ଅନଲକ କରାଯାଉ । କାରଣ କୁହା ଯାଉଛି କି ଏଠାରେ କିଛି ମାତ୍ରାରେ କମି ବାରେ ଲାଗିଛି ।

ତେବେ ଏବେ ଏହା କୁ ନେଇକି ଅନେକ ଲୋକ ସମାଲୋଚନା କରୁଛନ୍ତି । କାରଣ ବ୍ୟାପାର ବାଣିଜ୍ୟ କମିବାରେ ଲାଗିଛି । ତେବେ ଏହାକୁ କିଭଳି ଭାବେ ଆମେ ସାମନା କରିବା ତାହାକୁ ନେଇ ରାଜ୍ୟ ସରକାର ଓ ଚିକିସ୍ଛାବିତ ମାନେ ଆଲୋଚନା କରୁଛନ୍ତି । ହେଲେ କେଉଁ ଆଧାରରେ ଏହା କୁ ଖୋଲା ଜୀବ ।

୫% ରୁ ଅଧିକ ସଂକ୍ରମଣ ଥିବା ଜିଲ୍ଲା ରେ ରହିପାରେ ନିୟମ ବଳବତର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ସହର ଓ ଗ୍ରାମବାଶି ମାନେ । ଲକଡାଉନ ଚାଲିଥିବା ସମୟରେ ଅନେକ ଲୋକମାନେ ହଇରାଣ ହେଉଛନ୍ତି । ଘରଭଡା ଓ ଲୋନ କରିଥିବା ଲୋକମାନେ ଖୁବ ଚିନ୍ତାରେ ରହିଛନ୍ତି କାରଣ ସବୁ ପ୍ରକାର ଭାର ଥିବା ସମୟରେ ତାଲାବନ୍ଦ ଆର୍ଥିକ ସ୍ଥିତି କୁ ଦୁର୍ବଳ କରି ଦେଉଛି ।

ତେବେ ଅନେକ ଲୋକମାନେ କହୁଛନ୍ତି ଏହି ତାଲା ବନ୍ଦର ଅବଧି କୁ ଆହୁରି କିଛି ସମୟ ପାଇଁ ଛାଡ କରିବା କୂ । କାରଣ ସୀମିତ ସମମୟରେ ଲୋକମାନେ କିଛି ଭି କାମ ସଠିକ ଭାବେ କରି ପାରୁ ନାହାଁନ୍ତି । ଏହି ସମୟରେ ଅନେକ କିଛି ପରିବର୍ତ୍ତନ ହୋଇ ଗଲାଣି ।

ଗରିବ ଲୋକମାନଙ୍କ ପାଇଁ ସରକାର କିଛି ସାହାଜ୍ଯ କରୁଥିବା ସମୟରେ ଧନୀ ଲୋକମାନଙ୍କ ପାଖରେ ସମ୍ବଳ ଅଛି ମାତ୍ର ମଧ୍ୟବିତ ଓ ଉଚ୍ଚ ମଧ୍ୟବିତ ପରିବାର ଲୋକମାନେ ହଇରାଣ ହଉଛନ୍ତି । ତେବେ ଏହାକୁ ନେଇ ଏବେ ସ୍ଥିର କରିବେ ରାଜ୍ୟ ସରକାର ।

କିଛି ଲୋକମତ ଓ ବିଶେଷଙ୍ଗ୍ୟ ଙ୍କ ମତ ଅନୁସାରେ କାମ କରିବା ପାଇଁ ବାଧ୍ୟ ଏବେ ରାଜ୍ୟ ବାଶି । ତଥାପି ରାଜ୍ୟ ବାଶି ମାନେ ଅନଲକ କୁ ନେଇକି ଉତ୍କଣ୍ଠା ଜାହିର କରିଛନ୍ତି । ତେବେ ଏହା ସହ କିଛି ବ୍ୟାପାରୀ ମାନେ ମଧ୍ୟ ତାଲା ବନ୍ଦ କୁ ସମର୍ଥନ କରିବା ପାଇଁ ଅନୁମତି ଦେଇଛନ୍ତି । ତେବେ ଏହାର ଖୁଲାସା ମଧ୍ୟ ଖୁବ ଜଲ୍ଦି ହେବା ପାଇଁ ଯାଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *