ନିମ୍ବଗଛରୁ ଝରୁଛି କ୍ଷୀର! ଚାଖିଲେ ଲାଗୁଛି ମିଠା…. ଦେଖିବାକୁ ଛୁଟୁଛି ଲୋକଙ୍କ ସୁଅ- ଭାଇରାଲ ହେଉଛି Video

ଆଜି ଆମେ ଆପଣଙ୍କୁ ଏକ ଅଦ୍ଭୁତ ଘଟଣା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ନା ହିଁ ଆପଣ କେବେ ଶୁଣିଥିବେ କିମ୍ବା ଦେଖିଥିବେ । ଏହି ଘଟଣା ବିଷୟରେ ଜାଣିବା ପରେ ଆପଣ ବି କହିବେ ଏହି ପୃଥିବୀରେ ସବୁ ସମ୍ଭବ । ଫୁଲବାଣୀ ଜିଲ୍ଲାର ଏହି ସାଧାରଣ ଗାଁକୁ କିଛି ଦିନ ପୂର୍ବରୁ କେହି ବି ଜାଣି ନ ଥିଲେ ।

କିନ୍ତୁ ଅଚାନକ କାଲି ଠାରୁ ଏହି ଗାଁରେ ଶହ ଶହ ଲୋକମାନଙ୍କର ଭିଡ ଲାଗିଯାଇଛି । ଏହାର ମୁଖ୍ୟ କାରଣ ହେଉଛି କି କନ୍ଧାମାଳ ଜିଲ୍ଲା ଚକାପାଦ ବ୍ଲଗ ଅନ୍ତର୍ଗତ ବଡସାହି ଗାଁ ର ଏକ ନିମ୍ବ ଗଛର କ୍ଷୀର ବାହାରିବା କଥା ପ୍ରଚାର ହେବା ପରେ ଏଠି ଭିଡ ଲାଗି ଯାଇଛି । ଏହା ସହିତ ଏହି ଗଛକୁ ଲୋକମାନେ ବର୍ତ୍ତମାନ ପୂଜା ଅର୍ଚନା ବି କରୁଛନ୍ତି । ସେଠିକାର ଜଣେ ବାସିନ୍ଦାଙ୍କ କହିବା ଅଟେ କି ପାଖାପାଖି ମାସେ ପୂର୍ବରୁ ଏହି ଗଛରୁ କ୍ଷୀର ବାହାରିବା ଆରମ୍ଭ ହୋଇଥିଲା ।

କିନ୍ତୁ ସେହି ସମୟରେ ଅଳ୍ପ ଅଳ୍ପ କ୍ଷୀର ବାହାରୁଥିଲା । ଏହା ପରେ ସାବିତ୍ରୀ ବ୍ରତ ଦିନ ଗୋଟିଏ ସାପ ଏହି ଗଛରୁ କ୍ଷୀର ପିଇ ଯିବା ପରେ ଏହି କଥା ବହୁତ ପ୍ରଚାର ହୋଇଗଲା । ସେହି ଦିନ ଠାରୁ ଏହି ନିମ୍ବ ଗଛକୁ ଦେଖିବା ପାଇଁ ଆଖପାଖ ଗାଁର ଲୋକମାନେ ବି ଏହି ସ୍ଥାନକୁ ଆସୁଛନ୍ତି । ଏହା ପରେ ଭଗବାନଙ୍କ ଆଶୀର୍ବାଦ କହି ସେଠିକାର ଲୋକମାନେ ବର୍ତ୍ତମାନ ଏହି ଗଛର ଚାରିପଟେ ବାଡ ବାନ୍ଧି ଗଛକୁ ପୂଜା ଅର୍ଚନା କରିବାରେ ଲାଗିଛନ୍ତି ।

ସବୁଠୁ ଖାସ କଥା ହେଉଛ କି ନିମ୍ବ ଗଛରୁ ଯେଉଁ କ୍ଷୀର ବାହାରୁଛି ତାହା ମିଠା ଲାଗୁଛି । ଲୋକମାନେଙ୍କ ମାନିବା ଅଟେ କି ନିମ୍ବ ଗଛରୁ କେବେ କ୍ଷୀର ବାହାରେ ନାହିଁ । ଏମିତିରେ ଏହି ନିମ୍ବ ଗଛରୁ କ୍ଷୀର ବାହାରିବା ଭଗବାନଙ୍କ ଗୋଟିଏ ଲିଲ୍ଲା ଅଟେ । ଯିଏ ବି ଏହି ସ୍ଥାନକୁ ଆସୁଛି ସେ ସେହି କ୍ଷୀରକୁ ସେବନ କରୁଛି ଓ ସମସ୍ତଙ୍କୁ ଏହି କ୍ଷୀର ମିଠା ବି ଲାଗୁଛି ।

ଏତିକି ନୁହେଁ ଲୋକମାନେ ଏଠି କିଛି ଟଙ୍କା ବି ଦାନ କରି ଯାଉଛନ୍ତି । ଏହି ଘଟଣାକୁ ଆପଣମାନେ ଗୋଟିଏ ଚମତ୍କାର କହି ପାରିବେ ନଚେତ ପରିବେଶର ପରିବର୍ତ୍ତନ ବି କହି ପାରିବେ । କିନ୍ତୁ ଏହି ସ୍ଥାନରେ ଆସୁଥିବା ଲୋକମାନଙ୍କ ପାଇଁ ଏହା କୌଣସି ଭଗବାନଙ୍କ ପାଦୁକା ଠାରୁ କମ ନୁହେଁ ।

କହିବାକୁ ଗଲେ ନିମ୍ବ ଗଛରୁ କ୍ଷୀର ଝରିବା ଓ ତାହା ବି ପୁଣି ମିଠା ଲାଗିବା ଏହି ଘଟଣା ନିଜ ମଧ୍ୟରେ ହିଁ ଏକ ଅଜବ ଅଟେ । ଯାହା ବିଷୟରେ ନା ହିଁ ଆପଣ ପୂର୍ବରୁ କେବେ ଶୁଣିଥିବେ ଓ ନା ହିଁ ଦେଖିଥିବେ । କିନ୍ତୁ ଏକ ସତ୍ୟ ଘଟଣା ଅଟେ ।

https://www.facebook.com/otvkhabar/videos/935992150277646/

Leave a Reply

Your email address will not be published. Required fields are marked *