ଶୁକ୍ରବାର 16 ଏପ୍ରିଲ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଚାକିରି ଧନ୍ଦାରେ ଉନ୍ନତି ବା ବେତନ ବୃଦ୍ଧିର ମାମଲା କିଛି ଦିନ ପାଇଁ ଟାଳି ପାରିବେ । ଦାଂପତ୍ଯ ଜୀବନ ସାମାନ୍ୟ ରହିବ । ଆପଣଙ୍କ ମାନସିକ ସ୍ଥିତି ମଜଭୁତ ହେବ । ଆଜି କାହା ସହିତ ବିବାଦ କରନ୍ତୁ ନାହିଁ । ଆଜି ଧନର ଅନାୟସରେ ବ୍ୟୟ କରନ୍ତୁ ନହିଁ । କାମ ମାମଲାରେ ଭଲ ଫଳ ମିଳିବ କିନ୍ତୁ କିଛି ଅସୁବିଧା ହୋଇପାରେ । ଆପଣ ଅନୁଭବ କରିପାରିବେକୀ ସବୁକିଛି ଆପଣଙ୍କ ଖିଲାପରେ ଯାଉଛି ।

ବୃଷ:- ଆଜି ସନ୍ତାନ ପକ୍ଷରୁ କୌଣସି ଭଲ ସମାଚାର ମିଳିପାରେ । କୌଣସି ପ୍ରକାର ନିବେଶ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ । ଅନୁଭବୀଙ୍କ ସଜେସନ ନେଇପାରନ୍ତି । ନିଜ ବ୍ୟବସାୟୀ ଭାବନାକୁ ନୂଆ ସକାରାତ୍ମକ ଦିଗ ଦେବେ । କୌଣସି ଶୁଭ କାର୍ଯ୍ୟ କରିବାର ସଙ୍କେତ ମିଳିଛି । ଭାଗ୍ୟ ଆଜି ତୁମ ସାହାର୍ଯ୍ୟ ଦେବା ପାଇଁ ତତ୍ପର ହେଉଛି । ନୂଆ ଅବସର ପ୍ରାପ୍ତ ହେବ । ପରିବାରରେ ମୈତ୍ରୀ ପୂର୍ଣ ବାତାବରଣ ବନିବ । ଧନ ପ୍ରତିଷ୍ଠାରେ ବୃଦ୍ଧି ହେବ ।

ମିଥୁନ :- ଆପଣଙ୍କୁ ମାତା ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ଆଜି କୌଣସି ବୂକ ପଢିକି ନିଜ ସମୟ ବିତାଇବେ । ଆଜି ପରିବାର ଲୋକଙ୍କ ସହିତ କୌଣସି କାମ ବିଷୟରେ ଆଲୋଚନା କରିବେ । ସମଯରେ ମାନ ସନମାନ ମିଳିବ । ପରିବାରରେ ସୁଖ ଶାନ୍ତି ରହିବ । ନୂଆ ବାହାନକୁ ନେଇ ଅସାବଧାନ ହୁଅନ୍ତୁ ନହିଁ । ଆପଣ ବହୁତ ପ୍ରୟାସ କରିବା ପରେସାଧାରଣ ପରିଣାମ ପ୍ରାପ୍ତ ହେବ । ଆପଣ ନିରାଶା ହୁଅନ୍ତୁ ନହିଁ ଓ ପ୍ରୟାସ କରନ୍ତୁ ।

କର୍କଟ :- ଆଜି ନିଜ ଖୁସିକୁ କାବୁରେ ରଖନ୍ତୁ, କାରଣ ବେସୀ ଖୁସି ଅସୁବିଧାର କାରଣ ହୋଇପାରେ । ପରିବାରରେ ସ୍ନେହ ଓ ପ୍ରେମ ବଢିବ । ପରିବାର ସଦସ୍ୟଙ୍କ ସହିତ ପ୍ରତିଦିନର କାର୍ଯ୍ୟକୁ ଆଲୋଚନା କରିବେ । ଆଜି ନିଜ କଥାକୁ ବହୁତ ପ୍ରଭାବସାଲି ଢଙ୍ଗରେ ରଖି ସଫଳ ହେବେ । ହଠାତ ଧନଲାଭ ଓ ଧନ ହାନୀର ସମ୍ଭାବନା ବନୁଛି । ମନ ହଲ୍କା ହେବ । ଦାଂପତ୍ଯ ଜୀବନ ସାମାନ୍ଯ ରହିବ । ରିସ୍କ ବାଲା କାମରୁ ବଞ୍ଚିକି ରୁହନ୍ତୁ ।

ସିଂହ :- ଆଜି ଆପଣ କୌଣସି ନୂଆ କାମର ଆରମ୍ଭ କରିବେ, ଭାଗୀଦାରୀଙ୍କ ପୁରା ସହଯୋଗ ମିଳିବ । ଭାବିଥିବା କାମ ସଫଳ ହେବାରେ ଟିକେ ସମୟ ଲାଗିବ । ଆଜି ଆପଣ କାମ କାର୍ଯ୍ୟ ବଢାଇବାରେ ସଫଳ ହେବେ । କାର୍ଯ୍ୟ ସମ୍ବନ୍ଧିତ ଯାତ୍ରା ର ଆପଣଙ୍କୁ ଆଜି ଲାଭ ମିଳିବ । ଆଜି କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଆପଣ ସାମାଜିକ କାମରେ ଅଧିକ ସକ୍ରିୟ ରହିବେ ।

କନ୍ୟା :- ଆଜି ଆପଣ ମାନସିକ ରୂପରେ ସ୍ଵତନ୍ତ୍ର ରହିବେ । ଆପଣଙ୍କ ଇମକମ ବଢିବ ଓ ଆପଣଙ୍କ ଇଛା ମଧ୍ୟ ପୁରା ହେବ । ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଛି । ମାନସିକ ସ୍ଥିତି ମଜଭୁତ ରହିବ । ପରିଜନଙ୍କ ସହଯୋଗ ଦ୍ଵାରା କୌଣସି ବଡ କାର୍ଯ୍ୟ ହୋଇପାରେ । ଦାଂପତ୍ଯ ଜୀବନରେ ଟିକେ ଅସୁବିଧା ରହିବ । ଯାହାକୁ ମିଳିମିଶି ସମାଧାନ କରିବାକୁ ହେବ । ଧର୍ଜ୍ୟର ସହିତ କାମ କରନ୍ତୁ ଆସୁଥିବା  କଠିନ ସମୟର ସାମ୍ନା କରିବାକୁ ପଡିବ ।

ତୁଳା :- ଆଜି ଆପଣ ସବୁ ସମସ୍ୟାର ସମାଧାନ ହସିକି କରିବେ । ବ୍ୟବସାୟରେ କୌଣସି ନୂଆ ଯୋଜନାରେ କାମ କରିବେ । ପାର୍ଟନର ଠାରୁ ସହଯୋଗ ଆଉ ସୁଖ ମିଳିବ । ସମୟ ଅନୁକୂଳତାର ଆଭାସ ହେବ । ପ୍ରେମ ଜୀବନ ପାଇଁ ଦିନ ବହୁତ ଭଲ ରହିବ । ଆପଣଙ୍କ ଦେଖା କୌଣସି ମହତ୍ଵ ପୂର୍ଣ ଲୋକଙ୍କ ସହିତ ହୋଇପାରେ । କୌଣସି ବିବାଦରେ ମୈତ୍ରୀ ପୂର୍ଣ ମଧ୍ୟସ୍ଥର ଭୂମିକା ନିଭାଇବେ ।

ବିଛା :- ଆଜି ଆପଣ କାହା ସହିତ ବାଦ ବିବାଦ କରନ୍ତୁ ନହିଁ । ମାନ ସନମାନ ଓ ଯସରେ ବୃଦ୍ଧି ହେବ । ପୂଜା ପଥରେ ମନ ପ୍ରସନ୍ନ ରହିବ । ବ୍ୟବସାୟରେ ସମ୍ପର୍ଣ୍ଣତା ମିଳିବ । ଜବରେ ସଫଳ ହେବେ । ବୈବାହିକ ଜୀବନର ଉତ୍ତମ ସୁଖ ପ୍ରାପ୍ତ ହେବ । ଆପଣ ନିଜକୁ ନିଜେ ଆଡଜିକ ପରିପକ୍ଵ ବ୍ୟକ୍ତିରେ ପୁଣି ସଂଗଠିତ କରିବେ ।

ଧନୁ :-  ଦେବା ନେବା ମାମଲାରେ ଭାବି ଚିନ୍ତି ନିସ୍ପତି ନିଅନ୍ତୁ ବହୁତ ଭଲ ସମୟ ଚାଲୁଅଛି । ମହତ୍ଵ ପୂର୍ଣ ଅନୁବନ୍ଧ ଆଜି ପୁରା ହେବ । ଆଖି ରୋଗରେ ପୀଡିତ ରହିବେ । ସମୟରେ କାର୍ଯ୍ୟ କରିବା ଶିଖନ୍ତୁ । ମନରେ କୌଣସି ସମସ୍ଯା ଆଉ ଚିନ୍ତା ରହିବ । କଟୁ କଥା କୁହନ୍ତୁ ନହିଁ । ଆଜି କୌଣସି ପ୍ଳାନ କରନ୍ତୁ ନହିଁ, ପୁରୁଣା କାମ ସାରି ଦିଅନ୍ତୁ । ଆପଣ ବିଶେଷ କରି ହଲ୍କା ଫୁଲ୍କା ମୁଡରେ ରହିବେ ।

ମକର :- ଆଜି ଦାୟିତ୍ଵ ହୀନତା ସହିତ କରିଥିବା କାର୍ଯ୍ୟରେ କ୍ଷତି ହୋଇପାରେ । କୌଣସି କାମକୁ ପୁରା କରିବା ପାଇଁ ଘରର ବଡ ଲୋକଙ୍କ ସଜେସନ ସାହାର୍ଯ୍ୟ କାରୀ ହେବ । ଏହା ଭିତରେ ଆପଣଙ୍କ ଜୀବନସାଥୀକୁ ସଫଳତାର ବଡ ଅବସର ମିଳିବ । କୌଣସି ରହିଯାଇଥିବା ଘର କାର୍ଯ୍ୟକୁ ପୁରା କରିବେ । ଆଜି ଆପଣ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ନିବେଶ କରିବା ପାଇଁ ଦିନ ବହୁତ ଭଲ ରହିବ ।

କୁମ୍ଭ :- କୋର୍ଟ କଚେରୀ ମାମଲାରେ ସଫଳତା ହାସିଲ ହେବ । ବିଶେଷ ଲାଭର ଯୋଗ ବନୁଛି । କାର୍ଯ୍ୟର ପୂର୍ଣତା ହେବ । ବ୍ୟାପାର ସ୍ଥାପିତ କରିବାର ବିଚାର ସଫଳ ହେବ । ସମ୍ପର୍କୀୟଙ୍କ ଠାରୁ ଲାଭ ହୋଇପାରେ । ବା ଭଲ ସମାଚାର ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭ ହେବ । ଫାଲଟୁ ଖର୍ଚରେ କଣ୍ଟ୍ରୋଲ କରନ୍ତୁ ।

ମୀନ :- ଆଜି ଆପଣଙ୍କ ମନରେ କିଛି ନୂଆ ନୂଆ ଭାବନା ଆସିବ । ଯାହାର ଉପଯୋଗ କରିକି ଆପଣ ଆପଣଙ୍କ କାର୍ଯ୍ୟ ପୁରା କରିବାରେ ସଫଳ ହେବେ । ଚାକିରି ବଦଳାଇବାର ଯୋଗ ବନୁଛି । ପ୍ରେମୀ ମାନେ ଜଣେ ଅନ୍ୟ ଜଣଙ୍କ ଭାବନାକୁ ସନମାନ ଦେବେ । ସମ୍ପର୍କ ଆହୁରି ମଜଭୁତ ହେବ । ଛୋଟ ଛୋଟ କଥାକୁ ହୃଦୟକୁ ନିଅନ୍ତୁ ନହିଁ ।

Leave a Reply

Your email address will not be published. Required fields are marked *