ସାରା ଓଡିଶାରେ ହେଲା ନାଇଟ କର୍ଫ୍ଯୁ, ଦେଖନ୍ତୁ କଣ ରହିବ କଟକଣା

ସୁରେଶ ମହାପାତ୍ର ମୁଖ୍ୟ ସଚିବ ଗୁରୁତ୍ଵ ପୂର୍ଣ ସୂଚନା ଦେଇଛନ୍ତି । ପ୍ରଥମ ଲହରୀ ଠାରୁ ଦିତୀୟ ଲହରୀ ବହୁତ ବଡ ବିପଦ ବୋଲି କହିଛନ୍ତି । ସାରା ଓଡିଶାରେ ନାଇଟ କର୍ଫୁ ମଧ୍ୟ ଲାଗୁ କରାଯାଇଛି । ରାଜ୍ୟ ସରକାର ୧୦ ଟି ଜିଲ୍ଲାରେ ଲକ ଡାଉନ କରିବା ପାଇଁ ନିସ୍ପତି ନେଇଛନ୍ତି । ଶନିବାର ରବିବାର ସମସ୍ତ ବନ୍ଦ ରହିବ, ସୁନ୍ଦର ଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ନୂଆ ପଡା, କଳା ହାଣ୍ଡି, ନାବରଙ୍ଗ ପୂର, ମାଲକାନ ଗିରି, କଳା ହାଣ୍ଡି, । ସହରଞ୍ଚଳରେ ପ୍ରତେକ ସପ୍ତାହରେ ଦୁଇଦିନ ଶନିବାର ରବିବାର ଦୁଇ ଦିନ ଲକଡାଉନ ରହିବା ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ବିଶେଷ କରି ଏହି ୧୦ ଟି ଜିଲ୍ଲାର ସହରାଞ୍ଚଳରେ ସପ୍ତାହିକ ଲକଡାଉନ ମଧ୍ୟ କରାଯିବ । ଏହି ୧୦ ଟି ଜିଲ୍ଲାରେ ନାଇଟ କର୍ଫୁରେ କିଛିଟା ପରିବର୍ତନ ହୋଇଛି । ସନ୍ଧ୍ଯା ୬ ରୁ ସକଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ବଳ ବତର ରହିବ । ପରିବହନ ଗାଡି ସ୍ଵାଭାବିକ ଭାବେ ଚଳପ୍ରଚଳ କରିବା । ଅନ୍ୟ ୨୦ ଟି ଜିଲ୍ଲାରେ ରାତି ୯ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ବଳବତର ରହିବ । ରାଜ୍ୟ ଭିତରେ ବସ ଚଳାଚଳ କରିବ, ସିଟ ସଂଖ୍ୟା ବାହାରେ ଯାତ୍ରୀ ଯାଇପାରିବେ ନହିଁ । ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢି ଚାଲିଛି ଶେଠୀ ପାଇଁ ସରକାର ଏବେ କଠୋର ନିସ୍ପତି ନେଇଛନ୍ତି । କିଭଳି ଭାବରେ ସଂକ୍ରମଣକୁ ନିୟତ୍ରଣରେ ଆଣିବେ ।

ସୀମାବର୍ତୀ ଜିଲ୍ଲା ଗୁଡିକ ସବୁଠୁ ବିପଦ ଜନକ ପରିସ୍ଥିତିରେ ରହିଛି । ଜରୁରୀ କାଳୀନ ସେବା ଗୁଡିକ ଚାଲୁ ରଖିବା ପାଇଁ ନିସ୍ପତି ନିଆଯାଇଛି । ଇଲେକ୍ଟ୍ରି, ଗ୍ଯାସ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଏହି ଗୁଡିକ ସମ୍ପୂର୍ଣ ଭାବେ ଚାଲୁ ରହିବ । ଆଉ ଯେଉଁ ମାନେ ଜୀବ ଆସିବା କରିବେ ସେମାନେ ପ୍ରମାଣ ପତ୍ର ଦେଖାଇବା ପାଇଁ ରାଜ୍ୟ ସରକାର ସବୁଠୁ ବଡ ନିସ୍ପତି ନେଇଛନ୍ତି । ଅନ୍ୟ ପଟେ ତିତୀୟ ଗୁରୁତ୍ଵ ପୂର୍ଣ କଥା ଉପରେ ଯଦି ନଜର ରଖିବା ସରକାର ସବୁଠୁ ବଡ ନିସ୍ପତି ନେଇଛନ୍ତି ବାହାଘର ପାଇଁ ମଧ୍ୟ ସରକାର କିଛିଟା କଡା କଟକଣା ନେଇଛନ୍ତି । ବାହାଘର ପାଇ ୫୦ ଜଣ ଲୋକଙ୍କ ପାଇଁ ଅନୁମତି ଦେଇଛନ୍ତି । ଆଉ ଅନ୍ତିମ ସଂସ୍କାର ପାଇ ୨୦ ଟି ଲୋକ ଯୋଗ ଦେଇପାରିବେ ।

ଛତିଶ ଗଡ ବସ ଚଳଚଲ୍କୁ ସମ୍ପୂର୍ଣ ଭାବେ ବନ୍ଦ କରାଯାଇଛି । ଓଡିଶାରୁ ବିଭିନ୍ନ ରାଜ୍ୟକୁ ଯେଉଁ ବସ ଚଳାଚଳ ହେଉଛି ସେଗୁଡିକୁ ମଧ୍ୟ ବନ୍ଦ କରାଯିବ । ରାଜ୍ୟରେ ଯେଉଁ ବସ ଚଳାଚଳ ହେଉଛି ତା ଉପରେ ମଧ୍ୟ ତୀକ୍ଷଣ ନଜର ରଖିଛନ୍ତି ପୋଲିସ । ବଶରେ କୌଣସି ଲୋକ ଠିଆ ହୋଇ ବା ବେସୀ ଭିଡରେ ଯିବେ ନହିଁ, ଗୋଟେ ସିଟରେ ଜଣେ ଲୋକ ହିଁ ଯାଇପାରିବେ । ରେଷ୍ଟୁରେଣ୍ଟ, ବାର, ହୋଟେଲ ଗୁଡିକ ରହିଲା ସେଗୁଡିକ ୫୦ ପ୍ରତିସତରେ ଚାଲିବ । ଅନ୍ୟ ପଟେ ଏହା ଉପରେ ମଧ୍ୟ ସ୍ଵତନ୍ତ୍ର ନଜର ରଖାଯିବ । ତା ସହିତ ଯାହା ରହିଲା ମାର୍କେଟ ପରିବା ଦୋକାନ ଏହା ଭିତରେ ସାମାଜିକ ଦୂରତାକୁ ବହୁତ ଗୁରୁତ୍ଵ ପୂର୍ଣ ଦିଆଯାଉଛି ।

ବୀନା ମାସ୍କରେ କେହି ବାହାରକୁ ବାହାରନ୍ତୁ ନହିଁ । ଏହି ଭାଇରସ ୩୫ ରୁ ୪୦ ବର୍ଷ ଲୋକଙ୍କୁ ଅଧିକ ସଂକ୍ରମିତ କରିପାରେ । ଅଟୋରେ ଦୁଇଜଣରୁ ଅଧିକ ଲୋକ ଯାଇପାରିବେ ନହିଁ । ସିନେମା ହଲର ଏଣ୍ଟ୍ରି ପଏଣ୍ଟରେ କିଛି କରୋନର ନିୟମ ପାଳନ ମଧ୍ୟ କରାଯିବ । ସାମାଜିକ ଓ ପଲିଟିକାଲ କ୍ୟାପେନକୁ ସମ୍ପୂର୍ଣ ରୂପେ ବନ୍ଦ କରିଛନ୍ତି । ଯାତ୍ରା ନିୟମରେ ମଧ୍ୟ ବହୁତ କଟକଣା ବଳବତର ରହିଛି । ଯାତ୍ରା ପାଇଁ ପରିମିସନ ଦେଇଛନ୍ତି ହଜାରେ ଓ ଟେଣ୍ଟଭିତରେ ୬ ଫୁଟ ଦୂରତାରେ ବସିବେ । ସେଥିପାଇଁ ସ୍ଥାନୀୟ ପ୍ରାଶନର ନିୟମ ମଧ୍ୟ ମାନିବାକୁ ପଡିବ ।

Leave a Reply

Your email address will not be published. Required fields are marked *