ସୋମବାର 19 ଏପ୍ରିଲ 2021- ମହାଦେବଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣ ଔ କାହା ଉପରେ ନିର୍ଭର କରନ୍ତୁ ନାହିଁ । କିଏ ଆପଣଙ୍କ କାମରେ ଅବରୋଧ ସୃଷ୍ଟି କରିପାରେ । ଖର୍ଚରେ କମ ହୋଇପାରେ ଯାହା ପାଇଁ ଆପଣଙ୍କୁ ଟିକେ ଶାନ୍ତି ମିଳିବ । ପଦ, ବେତନ ବା ଆପଣଙ୍କ ଅଧିକାର ବଢିପାରେ । ନୂଆ ଜିନିଶ ଆପଣ କିଣିବେ । ପ୍ରେମୀଙ୍କ ସହିତ ସମ୍ପର୍କ ଓ ପାଖ ସମ୍ପର୍କ ମାମଲାରେ ପ୍ରଗତି ହେବ । ପରିବାରର ମାନ ସନମାନ ବଢିବ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।

ବୃଷ :- ଆଜି ଆପଣ କିଛି ବିଶେଷ କାମ କରିବାର ଚେଷ୍ଟା କରିବେ ଆଉ ତାର ଆନନ୍ଦ ଉଠାଇବେ । ଆପଣ ନିଜ ଭାଇ ଭଉଣୀ ସହିତ କିଛି ନୂଆ ପ୍ଳାନ କରିବେ । କିଛି ନୂଆ ଦାୟିତ୍ଵ ଆପଣଙ୍କୁ ମିଳିବ । ଯାହାକୁ ଖୁସି ଖୁସି ସ୍ଵୀକାର କରିବା ଆପଣଙ୍କ ପାଇଁ ଭଲ ରହିବ । ଯଦି ଅଫିସରେ ଆପଣ ଗୁପ୍ତ ରୂପରେ ହେଉଥିବା କାମରେ ସକ୍ରିୟ ରହିଛନ୍ତି, ତେବେ ଆପଣଙ୍କ ପାଇଁ ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ସ୍ଥିତି ବନିବ ।

ମିଥୁନ :- ଆଜି ଖୁସି ବଢିବ । କୌଣସି ମିତ୍ରର ସହଯୋଗ ଓ କୌଣସି ପ୍ରତିଦ୍ଵନ୍ଦୀର ସମର୍ଥନ ଆନନ୍ଦ ଦେବ । ପଇସାର ସ୍ଥିତିକୁ ନେଇକି ଟିକେ ବିଚାର ମଧ୍ୟ କରିବେ । ଯଦି ଆପଣ ଲାମ୍ବା ସମଯରୁ ନିଜ ଜୀବନରେ କୌଣସି ରୋଚକ ଜିନିଷର ଅପେକ୍ଷା କରିଛନ୍ତି ନିଶ୍ଚୟ ଆପଣଙ୍କୁ ତାର ସଙ୍କେତ ଦେଖାଦେବ । ନୂଆ ସମ୍ପର୍କ ବନିବ ଯାହା ଲାଭ କରି ହେବ । ଭଲ କରିବା ଚକ୍କରରେ ଆପଣ ନିଜେ ଚିନ୍ତିତ ରହିବେ ।

କର୍କଟ :- ଆପଣଙ୍କ କରିୟର କାରୋବରରେ ଗତି ଆସିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଆପଣଙ୍କ ମନରେ ଯାହାବି କଥା ଚାଲିଛି ତାହା ଉପରେ ଆପଣ ବହୁତ ଭବିବେତ ବହୁତ ଫାଇଦା ହେବ । ଆପନ୍ନକ ପାଖରେ ସମୟ ବେସୀ ରହିବ । ଆପଣଙ୍କ ବରିଷ୍ଠ ଆପନ୍ନକ ସାହାସ ଭାଙ୍ଗିବାକୁ ଚେଷ୍ଟା କରିବେ । କିନ୍ତୁ ଆପନ୍ନକୁ ଆପଣଙ୍କ ଲକ୍ଷ ଉପରେ ଧ୍ୟାନ କେନ୍ଦ୍ରିତ କରିକି ରାହିବାର ଅଛି ।

ସିଂହ :- ଆଜି ଆପଣଙ୍କ ସାଥି ସମ୍ପର୍କରେ ଦୂରତା ରଖିବେ । ଆପଣ ଅସୁରକ୍ଷିତ ଅନୁଭବ କରିବେ । ପରିବାର ଲୋକଙ୍କ ସହିତ ଆପଣ ମଜଭୁତ ରହିବେ, ଯେଉଁଥିରେ ଆପଣ ସୁଖୀ ଅନୁଭବ କରିବେ । ବ୍ୟବସାୟ ଓ ଚାକିରିରେ କିଛି ଭଲ ହେବାର ସମ୍ଭାବନା  ରହିଛି । କୌଣସି ଖାସ ମମଳକୁ ନେଇକି ପରିବାରରେ ଆଲୋଚନା ହୋଇପାରେ । ପ୍ରେମ ଜୀବନ ପାଇଁ ଦିନତି ବହୁତ ଭଲ ଅଛି । ନୂଆ ନୂଆ ଯୋଜନା ବନାଇବେ ।

କନ୍ୟା :- ଧାର୍ମିକତା ଓ ଇଶ୍ଵରଙ୍କ ଉପରେ ଆସ୍ଥା ବଢିବ । ବିଶ୍ଵ କଲ୍ୟାଣର ଭାବ ରହିବ । ବ୍ଯବସାୟିକ କାର୍ଯ୍ୟରେ ଭଲ ପରିଣାମ ମିଳିବାର ସମ୍ଭାବନା ରହିଛି । ଆପଣ ନିଜ ସହକର୍ମୀଙ୍କ ସହିତ ଭଲ ସମ୍ବନ୍ଧ ରଖିବେ । ଆଜିର ଦିନ ମହତ୍ଵ ପୂର୍ଣ ରହିବ । ନୂଆ ଲୋକଙ୍କ ସହିତ ଟିକେ ସମ୍ଭାଳିକି ମିତ୍ରତା କରନ୍ତୁ । କୌଣସି ରିସ୍କ ବାଲା କାର୍ଯ୍ୟ ଆପଣ କରନ୍ତୁ ନହିଁ । ଆପଣ ନିଜ ଭାଇ ଭଉଣୀଙ୍କ ଭଲ ପାଇଁ ଚିନ୍ତିତ ରହିବେ ।

ତୁଳା :- ଆଜି ହଠାତ ଫାଇଦା ହୋଇପାରେ । ସ୍ଵାସ୍ଥ୍ୟରେ ସୁଧାର ଆପଣଙ୍କ ପାଇଁ ଭାଗ୍ୟ ନେଇକରୀ ଆସିବ । ବିବାହିତା ଜାତକଙ୍କ ଦାଂପତ୍ଯ ଜୀବନରେ କିଛି ଚ୍ୟାଲେଞ୍ଜ ଆସିପାରେ । ଆଜି ଆପଣଙ୍କୁ ପରିବାରର ଇଷ୍ଟ ମିତ୍ରଙ୍କ ସହିତ ଭେଟ, ଉପହାର ମିଳିବ । ବାଣୀ ଉପରେ ସଂଯମତା ରଖନ୍ତୁ, ଅନ୍ଯଥା କାମ ବିଗିଡି ପାରେ ।ପରିବାରରେ କୌଣସି ସାଙ୍ଗର କଥା ଚାଲିବ, ଜିଏକି ଆପଣଙ୍କ କୌଣସି ନୂଆ ସ୍ଥିତି ବିଷୟରେ ଅବଗତ କରାଇବ ।

ବିଛା :- ଆଜି ଆପଣଙ୍କ ଦେଖା କିଛି ଏମିତି ଲୋକଙ୍କ ସହିତ ହୋଇବ ଯାହା ଆପଣଙ୍କୁ ସଫଳତା ମାର୍ଗ ଆଡକୁ ନେଇକି ଜୀବ । ଆପଣଙ୍କୁ କେଉଁଠୁ ଧନ ପ୍ରାପ୍ତ ହୋଇବ । ଆଜି ଯାତ୍ରା ସୁଖଦ ଆଉ ମନୋରଞ୍ଜକ ରହିବ । ସଂଗୀତା ପ୍ରତି ଇଛା ବଢିବ । ଜୀବନ ସାଥି ସହିତ ସମ୍ପର୍କ ବହୁତ ଭଲ ହେବ । ବିଦେଶୀ କାରୋବାର ଜଡିତ ଲୋକଙ୍କୁ ଭଲ ଲାଭ ହେବ । ଆପଣ ଆପଣଙ୍କ ପ୍ରତିଦ୍ଵନ୍ଦୀ ମୂର୍ଖତା କାରଣରୁ ଲାଭ ପ୍ରାପ୍ତ କରିବେ । ଆପଣ ଆପଣଙ୍କ ସବୁ କାର୍ଯ୍ୟ ପୁରା କରିବେ ।

ଧନୁ :-  ଆଜି କିଛି ଏକ୍ସଟ୍ରା ଆମଦାନୀ ହେବାର ଯୋଗ ବନୁଛି । ଆପଣଙ୍କ ଆୟରେ ବୃଦ୍ଧି ହେବ । କେଉଁଠୁ ହଠାତ କୌଣସି ଖୁସି ଖବର ମିଳିପାରେ, ଯେଉଁଥିରେ ମନ ଖୁସି ରହିବ । ବ୍ୟବହାର କୁଶଳତା ଏବଂ ସହନ ଶକ୍ତି ବଳ ଦ୍ଵାରା ସମସ୍ଯା ସମାଧାନ ହୋଇବ । କାମ ମାମଲାରେ ଆପଣଙ୍କୁ ପ୍ରୟାସ କରିବା ପରେ ସଫଳତା ମିଳିବ ।

ମକର :-  ରୋମାନ୍ସ ପାଇଁ ସମୟ ବହୁତ ଭଲ ରହିଛି । ପରିବାରରେ ଭଲ ସମୟ ବିତାଇବେ । ଘର ଖର୍ଚ ହୋଇପାରେ । ପରିବାରରେ ଆଜିର ଦିନ ବହୁତ ଭଲ ରହିବ । କାମ ମାମଲାରେ ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ । ଖରାପ ସମୟର ଶେଷ ହୋଇଛି ଯେଉଁଥିରେ ଆପଣଙ୍କର ସବୁ କାମରେ ସଫଳତା ମିଳିବ । ଆପଣଙ୍କ ଭାଇ ଭଉଣୀଙ୍କୁ କିଛି ଅସୁବିଧା ହୋଇପାରେ । ମାନସିକ ରୂପରେ ଚିନ୍ତିତ  ରହିବେ ।

କୁମ୍ଭ :- ଆଜି ଆପଣଙ୍କ ସାଥି ଆପଣଙ୍କୁ ପୁରା ଦିନ ମନେପକାଇବେ । କାମରେ ସଫଳତା ମିଳିବ ଦ୍ଵାରା ମନ ଖୁସି ରହିବ । ପୁରୁଣା ସମ୍ବନ୍ଧକୂ ମଜଭୁତ କରିବାରେ ସଫଳ ରହିବେ । ପ୍ରୋଜେକ୍ଟ କରିବା ପାଇଁ ନୂଆ ପାର୍ଟନର ମିଳିବ । ଘର କୌଣସି ସଦସ୍ୟଙ୍କ ଚିନ୍ତା ରହିବ । ପରିଶ୍ରମ ଅଧିକ କରିବାକୁ ହେବ । କାର୍ଯ୍ୟ କରିବା ପାଇଁ ଅଧିକ ଧ୍ୟାନ ଦେବାକୁ ହେବ ।

ମୀନ :- ଆଜି ଆପଣ ସାବଧାନ ଓ ସତର୍କତା ସହିତ ବ୍ୟାପାର କରନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ସ୍ୱାସ୍ଥ୍ୟ ମାମଲାରେ ଦିନ ବହୁତ ଭଲ ରହିବ । ପିତା ଓ ଉଚ ଅଧିକାରୀଙ୍କ ସହଯୋଗ ମିଳିବ । ସମ୍ପର୍କୀୟଙ୍କ ସହିତ ଦେଖା ହେବ । ସନ୍ଧ୍ୟାରେ କିଛି ଖୁସି ଖବର ମିଳିବ ଦ୍ଵାରା ଘରେ ଖୁଶିର ମାହୋଲ ବନିବ ।

Leave a Reply

Your email address will not be published. Required fields are marked *