୨୦ ବର୍ଷ ପରେ ପୁରୁଣା ଗାର୍ଲଫ୍ରେଣ୍ଡ କୁ ମେସେଜ କଲି, ଏମିତି ରିପ୍ଲାଇ ଆସିଲା କି ଆପଣ ଶୁଣି ହସି ହସି ଗଡିବେ…

ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ  ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।

ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ । ତ ଆସନ୍ତୁ ଆରମ୍ଭ କରିବା ହସର ପସରା ।

୧) 20 ବର୍ଷ ପରେ, ସ୍କୁଲ ମିଳନରେ ପୁରୁଣା ଝିଅ ବନ୍ଧୁଙ୍କ ମୋବାଇଲ୍ ନମ୍ବର ମିଳିଲା …ମୁଁ ଲାଜ ଛାଡି ମେସେଜ କଲି.. ହେଲୋ ସ୍ୱିଟି ତୁମେ କେମିତି ଅଛ ???

ତାପରେ ମେସେଜ ଆସିଲା ମମି ବିବାହିତ … ତୁମେ ମଧ୍ୟ ଜଲଦି ବାହା ହେଇ ପଡ଼ ” ମାମୁଁ”, ମୋର ଅନ୍ଲାଇନ୍ କ୍ଲାସ୍ ଚାଲିଛି ତେବେ ମତେ ପ୍ଲିଜ ଡିଷ୍ଟର୍ବ କର ନାହିଁ … !!!

୨) ଚାଲ ବୁଢା ବୟସ ପାଇଁ ଆମକୁ ଏକ ଡାଇଲଗ ମିଳିଗଲା… ଆରେ ରୋଗ ତ ଆମ ସମୟରେ ବ୍ୟାପିଥିଲା କରୋନା…

୩) ଗତକାଲି ଜଣେ ପଡ଼ୋଶୀ ସ୍ତ୍ରୀ ହସି ମତେ ୫୦୦ ଟଙ୍କା ଚେଞ୍ଜ ମାଗିଲେ

ମୁଁ ମୋ ମୋବାଇଲ୍ ନମ୍ବର 50 ର ନୋଟରେ ଲେଖି ଦେଇଥିଲି …

ସେ ଆଗକୁ ଯାଇ ଗୁପଚୁପ ଖାଇଲେ…

ବର୍ତ୍ତମାନ ସକାଳ ଠାରୁ ସେ ଗୁପଚୁପ ବାଲା ୧୦ ଥର ଫୋନ କରି ପଚାରୁଛି କେମିତି ଲାଗିଲା…ମୋ ଗୁପଚୁପ ??? ️ ️

୪)ନାରୀ ଜଳ ପରି ଶୀତଳ ଏବଂ ତରଳ ହୋଇଥାଏ

ପୁରୁଷ ମାଟି ପରି କଠୋର ଏବଂ ଶୁଖିଲା ହୋଇଥାଏ

ଯେତେବେଳେ ଦୁହିଁଙ୍କର ବିବାହ ହୁଏ ତେବେ ସେମାନେ ମିଶି କାଦୁଅ ହେଇଯାନ୍ତି ରେ ବାବା

୫)ଗୋଟିଏ ମଣିଷ ଏତେ ଖରାପ ନୁହଁ ଯେମିତି ତା ସ୍ତ୍ରୀ ଭାବିଥାଏ ।

ଗୋଟିଏ ପୁରୁଷ ଏତେ ଭଲ ମଧ୍ୟ ନୁହଁ ଯେମିତି ତା ମାଆ ଭାବିଥାଏ । ପ୍ରକୃତରେ ସେ ମଣିଷ କେମିତି କେବଳ ତା ସାଙ୍ଗ ମାନେ ଜାଣନ୍ତି ଯାହା ସହ ସିଏ ମାଲ୍ ପିଇଥାଏ ।

୬) ବିବାହର ଚତୁର୍ଥ ବାର୍ଷିକିରେ ସ୍ୱାମୀ ସ୍ତ୍ରୀକୁ କହେ , ସ୍ୱାମୀ- ଆଜି କିଛି ନୁଆ କରିବା , ସ୍ତ୍ରୀ- ଆଜି କେଉଁ ଫିଲ୍ମ ଦେଖିବାକୁ ଯିବାକି ? ସ୍ୱାମୀ-କେଉଁ ଫିଲ୍ମ ?

ସ୍ତ୍ରୀ- କିଛି ହରର୍ ଫିଲ୍ମ ଦେଖିବାକୁ ମନ ହେଉଛି , ସ୍ୱାମୀ- ଠିକ୍ ଅଛି, ଆଲମୀରାରେ ଆମର ବିବାହର ଭିଡିଓ ବାହାର କରିଦେଖିନିଅ ।

୭) ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ କୁ ପଚାରିଲା, ତମର କେତେ ବଡ଼?

ବୟଫ୍ରେଣ୍ଡ ; ବହୁତ ବଡ଼

ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ କୁ ପଚାରିଲା ତମର କେତେ ବଡ଼?

ଗାର୍ଲଫ୍ରେଣ୍ଡ ; ମୋର ବି ବହୁତ ବଡ଼

ବୟଫ୍ରେଣ୍ଡ ; ସେଇଥିପାଇଁ ଦେଖାଯାଉନି..ଆଉ

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ନୂଆ ନୂଆ ମଜାକଥା ସବୁବେଳେ ଆଣିଦେଉ, ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରି ନିଅନ୍ତୁ ଏବଂ ଏହାକୁ ସେୟାର୍ ମଧ୍ୟ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *