ଓଡିଆ ଚଳଚ୍ଚିତ୍ର ଜଗତର ଭେଟେରାନ୍ ଅଭିନେତା ରବି ମିଶ୍ରଙ୍କ Family ଓ Biography

ହଟାତ ରବି ମିଶ୍ରଙ୍କର ମୃତ୍ୟୁର ଖବର ଶୁଣିଲା ପରେ କେବଳ ଓଡିଆ ସିନେମା ଜଗତରେ ନୁହେଁ ସାରା ଓଡିଶା ବାସୀଙ୍କ ମନରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ରବି ମିଶ୍ରଙ୍କ ସ୍ତ୍ରୀ ଏବଂ ତାଙ୍କ ପରିବାର ବର୍ଗ ଅତ୍ୟନ୍ତ ଦୁଖରେ ଭାଙ୍ଗି ପଡିଛନ୍ତି । ସେ ତାଙ୍କ ଦେହତ୍ୟାଗ ପରେ କେତେ କୋଟି ଟଙ୍କାର ସମ୍ପତି ଛାଡି ଚାଲିଯାଇଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା । ରବି ମିଶ୍ରଙ୍କର ସମ୍ପତି କେତେ? ତାଙ୍କର ପରିବାରର ସଦସ୍ୟ ବିଷୟରେ ଆସନ୍ତୁ ଜାଣିବା । ରବି ମିଶ୍ର ଓଡିଆ ଫିଲ୍ମ ଜଗତରେ ଜଣେ ଅତ୍ୟନ୍ତ ପ୍ରଭାବଶାଳି ଅଭିନେତା ଭାବରେ ପରିଚିତ । ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥାନ୍ତି ।

ସେ ଜଣେ ଉଚ୍ଚକୋଠିର ଅଭିନେତା ଥିଲେ । ସେ ଯେଉଁ ଅଭିନୟ କରୁଥିଲେ ସେଥିରେ ନିଜର ସମ୍ପୂର୍ଣ ପ୍ରାଣ ଲଗାଇଦେଉଥିଲେ । ବନ୍ଧୁଗଣ ପ୍ରାୟେ ସମସ୍ତଙ୍କୁ ରବି ମିଶ୍ରଙ୍କର ଅଭିନୟ ଭଲ ଲାଗେ । ରବି ମିଶ୍ରଙ୍କର ସିରିଏଲ ହେଉ କିମ୍ବା ଚଳଚିତ୍ର ସମସ୍ତଙ୍କ ମନକୁ ମୋହୀନେଇଥାଏ ।

ତାଙ୍କର ବହୁମୂଲ୍ୟ ଅଭିନୟରେ ସେ ଦର୍ଶକ ମାନଙ୍କର ହୃଦୟରେ ଗୋଟେ ନୂତନ ଜାଗା ବନାଇଦେଇଥିଲେ ।  ରବି ମିଶ୍ର ଜାନୁଆରୀ ମାସର ୨୦ ତାରିଖ ୨୦୨୦ ମସିହାରେ ଆମକୁ ଛାଡି ଚାଲିଯାଇଛନ୍ତି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ବୟସ ହେଇଥିଲା ମାତ୍ର ୬୪ ବର୍ଷ । ରବି ମିଶ୍ର ନିଜ କାରିୟରରେ ଅନେକ ଗୁଡିଏ ଟିଭି ଧାରାବାହିକ ଏବଂ ଚଳଚିତ୍ରରେ କାମ କରି ସାରିଛନ୍ତି । ସେ ଉଭୟ ପଜେଟିଭ ଏବଂ ନେଗେଟିଭ ଭୂମିକରେ ଦେଖିବାକୁ ମିଳନ୍ତି ।

ଭାଇ ହେଲା ଭଗାରି’,ସୌଭାଗ୍ୟବତୀ, ସକାଳ ତୀର୍ଥ,ମା ପରି କିଏ ହେବ,ରାକ୍ଷୀ ଭିଜିଗଲା ଆଖି ଲୁହରେ, ଏମିତି ଅନେକ ଗୁଡିଏ ଚଳଚିତ୍ରରେ ରବି ମିଶ୍ର ଅଭିନୟ କରିସାରିଛନ୍ତି । ସେ ଜଣେ ଏମିତି ବ୍ୟକ୍ତି ଥିଲେ, ଆପଣମାନେ ତାଙ୍କର ଅଭିନୟକୁ ଯେତିକି ପସନ୍ଦ କରନ୍ତି ତାଙ୍କ କଥା ବାର୍ତ୍ତା କୁ ଆହୁରି ଅଧିକ ପସନ୍ଦ କରନ୍ତି । ସେ ବହୁତ ପରୋପକାର ବ୍ୟକ୍ତି ଥିଲେ । କିନ୍ତୁ ବନ୍ଧୁଗଣ ସେହି ବ୍ୟକ୍ତି ଜଣକ ଆଜି ଆମ ଗହଣରେ ନାହାନ୍ତି ।

ରବି ମିଶ୍ରଙ୍କର ସମ୍ପତ୍ତିର ସମୁଦାୟ ମୂଲ୍ୟ ପ୍ରାୟେ ୫କୋଟି ଟଙ୍କା । ଏହା ବ୍ଯତୀତ ତାଙ୍କର ଗୋଟିଏ ବିଶାଳ ଘର ରହିଛି, ଏବଂ ୨ଟି କାର ରହିଛି । ବର୍ତମାନ ସମୟରେ ରବିମିଶ୍ର ଭୁବନେଶ୍ବରରେ ରହି ସେହିଠାରୁ ନିଜ ଅଭିନୟ କ୍ଷେତ୍ରକୁ ଯାଉଥିଲେ । ରବି ମିଶ୍ର ନିଜର ଅଭିନୟ ଏବଂ ପାରିବାରିକ ସମୟ ସହିତ ତାଳରେ ତାଳ ମିଶେଇ ଚାଲୁଥିଲେ । ତାଙ୍କ ପରିବାରର ସମସ୍ତ ଭରଣ ପୋଷଣ ସେ ନିଜେ କରୁଥିଲେ ।

ତାଙ୍କ ସ୍ତ୍ରୀ ରବି ମିଶ୍ରଙ୍କ ଉପରେ ବହୁତ ଖୁସି ଥିଲେ । କିନ୍ତୁ ବର୍ତ୍ତମାନ ରବି ମିଶ୍ର ଆଉ ଆମ ଗହଣରେ ଉପସ୍ଥିତ ନାହାନ୍ତି । ଏହି ଖବର ଶୁଣିଲା ପରେ ସାରା ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ରବି ମିଶ୍ରଙ୍କ ଅଭିନୟକୁ ବର୍ତମାନ ସମଗ୍ର ଓଡିଶାବାସୀ ମନେ ପକାଉଛନ୍ତି । ଅପର ପାର୍ଶ୍ଵରେ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ବହୁତ ମନପକାଉଛନ୍ତି । ଏହା ଥିଲା ରବି ମିଶ୍ରଙ୍କ ବିଷୟରେ କିଛି ବିଶେଷ କଥା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *