ରବିବାର 23 ମେ 2021- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି 5 ଟି ରାଶିକୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । 

ପ୍ରତ୍ୟକ ଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ମୌଜ ମସ୍ତି ଓ ମନୋରଞ୍ଜନ ପବୃତିରେ ଦିନ ବ୍ଯତୀତ ହେବ । ଆପଣ ନିଜ କଥା ଅନ୍ୟ ଆଗରେ ସେୟାର କରିବାରୁ ବଞ୍ଚିତ ରୁହନ୍ତୁ । ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ଧ୍ୟାନ ରଖନ୍ତୁ ଆପଣଙ୍କ ସଫଳତା ପଛରେ ଆପଣଙ୍କ ପରିଶ୍ରମ ସହିତ ବହୁତ ଲୋକଙ୍କର ଆଶୀର୍ବାଦ ମଧ୍ୟ ରହିଛି । ବିପରୀତ ଲିଙ୍ଗିୟ ବ୍ୟକ୍ତିଙ୍କ ସହିତ ରୋମାଞ୍ଚକ ଦେଖା ଖୁସି ଅନୁଭବ କରିବ । 

 

ବୃଷ :- ବୃଷ ରାଶିର ଲୋକ ନିଜ ବ୍ୟବାହାର ଦ୍ଵାରା ଅଧିକାରୀଙ୍କ ସହିତ ନିକଟତର ହେବାରେ ସଫଳ ହେବେ । ବ୍ୟାପାରୀ ,ମାନେ ବଡ ନିବେଶ କରିବା ପୂର୍ବରୁ ବୁଝି ବିଚାରୀ ନିବେଶ କରିବା ଉଚିତ । ଅଧା କାମକୁ ପୁରା କରିବାର ପ୍ରେସର ଆପଣଙ୍କ ଉପରେ ରହିପାରେ । ଆପଣଙ୍କ ଚେଷ୍ଟା ନିହାତି ଭାବରେ ସଫଳ ହେବ । ସହକର୍ମୀଙ୍କ ସହିତ ଆପଣଙ୍କର ତାଳମେଳ ବନିପାରିବ ନହିଁ ଯେଉଁଥି ପାଇଁ ଆପଣଙ୍କୁ କ୍ରୋଧ ମଧ୍ୟ ଆସିପାରେ । 

 

ମିଥୁନ :- ଆପଣଙ୍କ ପ୍ରେମ ଜୀବନ ବହୁତ ଭଲ ରହିବ । ପ୍ରେମରେ ଜଣେ ଅନ୍ୟଜଣକୁ ମହତ୍ଵ ଦେବେ । ଜୀବନ ସାଥି ସହିତ କଥା ହେବା ସମୟରେ ଭାଷାର ଧ୍ୟାନ ରଖନ୍ତୁ, ସମ୍ପର୍କରେ ମିଠା ପଣ ବଢିବ । ଆୟର ନୂଆ ସ୍ରୋତ ମିଳିବା ଦ୍ଵାରା ଆର୍ଥିକ ସ୍ଥିତି ମଜଭୁତ ହେବ । କୌଣସି ବୋଝ ବା ଚାହୁଁ ନଥିବା ସାଥିଠୁ ମୁକ୍ତି ମିଳିବ । ଘର ବଡ ଲୋକଙ୍କ ସ୍ଵାସ୍ଥ୍ୟର ମଧ୍ୟ ଯତ୍ନ ରଖନ୍ତୁ । 

 

କର୍କଟ :- ଆଜି କମ୍ପ୍ୟୁଟର କ୍ଷେତ୍ରରେ ଜଡିତ ଲୋକଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରକୁ ବଢାଇବା ପାଇଁ ପ୍ରତିବନ୍ଧକ ଆସିପାରେ । ଆଜିର ଦିନରେ ଆପଣଙ୍କୁ ଆୟ ପ୍ରାପ୍ତି ସହିତ ସମ୍ବନ୍ଧିତ ସମସ୍ଯା ରହିପାରେ । ଦେବା ନେବା ମାମଲାରେ ସତର୍କତା ଆବଶ୍ୟକ ଅଟେ । ଅନାବଶ୍ୟକ ଏବଂ ଆକସ୍ମିକ ଖର୍ଚ ଆପଣଙ୍କୁ ଚିନ୍ତାରେ ପକାଇବ । ଆପଣ ଶୁଭ ଚିନ୍ତକ ଓ ସାଙ୍ଗ ମାନଙ୍କ ସାହାର୍ଯ୍ୟ ଦ୍ଵାରା ଭବିଷ୍ୟତର ଯୋଜନା ବନାଇବେ । 

 

ସିଂହ :- ଆଜି ଆପଣଙ୍କ କାମରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ । ସନ୍ତାନଠୁ ସୁଖ ଓ ସହଯୋଗ ମିଳିବ । ଆୟ ସାଧନାରେ ବୃଦ୍ଧି ହେବାର ଯୋଗ ରହିଛି । ପ୍ରେମ ପ୍ରସ୍ତାବରେ ସଫଳତା ମିଳିବ । ଚାକିରି ବ୍ୟବସାୟରେ ଲାଭର ଯୋଗ ବନିବ, ଭଲ ସମୟର ଲାଭ ନିଶ୍ଚିନ୍ତ ରୂପରେ ଉଠାନ୍ତୁ । ମିତ୍ର ବା ସମ୍ବନ୍ଧୀ ସହଯୋଗ କରିବେ । ଦାଂପତ୍ଯ ଜୀବନରେ ଆଳସ୍ୟର ସ୍ଥାନ ଜମାବି ଦିଅନ୍ତୁ ନହିଁ । 

 

କନ୍ୟା :- ବିଜନେସ ସହିତ ଜଡିତ ଲୋକଙ୍କୁ ଆୟ ଅପେକ୍ଷା ବ୍ୟୟ ହେବାର ଆଶଙ୍କା ରହିଛି ଶେଠୀ ପାଇଁ ବେକାର ଖର୍ଚର ଲିଷ୍ଟକୁ କମ କରିବା ଉଚିତ । କୌଣସି ବଡ ସମସ୍ୟାର ସମାଧାନ ହେବ । ଘରର ବଡ ଲୋକଙ୍କ ଚିନ୍ତା ରହିବ । ପ୍ରେମ ପାଇଁ ଧନ ଖର୍ଚ ହେବାର ସମ୍ଭାବନା ରହିଛି । ଲୋକଙ୍କ ସହିତ ସମ୍ପର୍କ ବଢିବା ସହିତ ଆଜି ବାହାନ ସୁଖ ସମ୍ଭବ ଅଟେ । 

 

ତୁଳା :- ନେତ୍ର ସମ୍ବନ୍ଧିତ ରୋଗର ପରୀକ୍ଷଣ କରିବାକୁ ପଡିପାରେ । ବାହାନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ପ୍ରେମ ସମ୍ବନ୍ଧରେ କଟୁତା ଆସିପାରେ । କିଛି ବନିଥିବା କାମ ରୋକୀ ହୋଇପାରେ । ନିଜ ଚେଷ୍ଟା ଦ୍ଵାରା କିଛି ଚମତ୍କାରୀ ଆଶା ରଖନ୍ତୁ ନହିଁ । ଭାଇ ମାନଙ୍କ ସହଯୋଗ ମିଳିବ । ପ୍ରତିଷ୍ଟିତ ଲୋକଙ୍କ ସହିତ ଦେଖା ଫାଇଦା ଆଣିବ । 

 

ବିଛା :- ଆଜି କିଛି ଭଲ ଖବର ମିଳିବ । ଆପଣଙ୍କ ବିରୋଧୀ ଆପଣଙ୍କ ପ୍ରଶଂସା କରିବେ । ସମ୍ପର୍କୀୟଙ୍କ ପାଇଁ ଜୀବନସାଥି ସହିତ ବାଦ ବିବାଦ ହୋଇପାରେ, କିନ୍ତୁ ଶେଷରେ ସବୁ ଠିକ ହୋଇଯିବ । ଶ୍ଵଶୁର ଘରୁ ପକ୍ଷରୁ ପର୍ଯ୍ୟାପ୍ତ ମାତ୍ରାରେ ଧନ ଆସିପାରେ । ଆଜି ସନ୍ଧ୍ୟାରେ ଆପଣଙ୍କ ମନରେ ଧାର୍ମିକ ଭାବନା ଜାଗୃତ ହେବ । ମାନସିକ ଚିନ୍ତା ଆପଣଙ୍କୁ ଚିନ୍ତିତ କରିବ । 

 

ଧନୁ :- ଆଜି ଆପଣଙ୍କୁ ଜରୁରୀ କାମରେ ସଫଳତା ମିଳିବ । କାହା ସହିତ କରିଥିବା ବିବାଦର ସମାଧାନ ହୋଇପାରେ । ନୂଆ କାମକୁ ନେଇ ବହୁତ ଖୁସି ରହିବେ । ଧନ ସମ୍ପତିରେ ବୃଦ୍ଧିର ଯୋଗ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆୟ ବା ବ୍ୟୟରେ  ସମାନତାର ସ୍ଥିତି ରହିବ । ଆପଣଙ୍କ ପରିଶ୍ରମ ଦ୍ଵାରା ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ବିରୋଧୀ ମାନଙ୍କ କାରଣରୁ ଟିକେ ଅସୁବିଧା ହୋଇବ । 

 

ମକର :- ଆଜି ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଲେଖକ ଓ କଳାକାର ମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ସେୟାରରେ ନିବେଶ କରିବେ ଲାଭ ହୋଇବ । ଘର ପରିବାର ସମସ୍ତଙ୍କ ଖୁସି ବଢିବ । ବହୁତ ଦିନରୁ ଚାଲି ଆସୁଥିବା ଲେନଦେନ ବଡ ସମସ୍ୟାର ସମାଧାନ ହେବ । 

 

କୁମ୍ଭ :- ଆଜୀ ଆପଣ ଘରେ ହିଁ ରୋଷେଇର ଆନନ୍ଦ ଉଠାଇବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ଜୀବନ ସାଥିଙ୍କ ବିଚାର ଦ୍ଵାରା ଆଜି ଆପଣ ପ୍ରଭାବିତ ହେବେ । ପ୍ରେମୀ ମାନଙ୍କ ପାଇଁ ଆଜିର ଦିନ ବହୁତ ସାନଦାର ରହିବ । ନିଜ ଇଛାକୁ ପରିସ୍ଥିତି ହିସାବରେ ଛାଡି ଦିଅନ୍ତୁ, ଖାଲି ଦୁଃଖୀ ହେବା ଦ୍ଵାରା କିଛି ହାସିଲ ହେବ ନହିଁ । 

 

ମୀନ :- ଆଜୀ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହେବ । ଯଦି ମନରେ କିଛି ପ୍ରେସର ଅଚ୍ଛିତ ତାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିପାରେ । ଅଚିହ୍ନା ଲୋକଙ୍କ ଉପରେ ଭରସା କରନ୍ତୁ ନହିଁ । ନହେଲେ ଅସୁବିଧା ହୋଇପାରେ । ଆଜୀ ଆପଣଙ୍କୁ ପଇସା ମାମଲାରେ ସାବଧାନ ରହିବାକୁ ପଡିବ । କିଛି ଲୋକଙ୍କ ପାଇଁ ଦିନଟି ବହୁତ ଖାସ ଅଟେ । 

 

Leave a Reply

Your email address will not be published. Required fields are marked *