“ବ୍ଲାକ ଫଙ୍ଗସ” କଣ ? ଏହା ମନୁଷ୍ୟ ଶରୀରରେ କିଭଳି ପ୍ରଭାବ ପକାଇଥାଏ ? Dr Bimal Chhajer

ବନ୍ଧୁଗଣ, ବ୍ଲାକ ଫଙ୍ଗସ କଣ ଅଟେ ? ଆପଣ ମାନେ ଜାଣିଛନ୍ତି କି ? ବନ୍ଧୁଗଣ ଅତି ସରଳ ଉପାୟରେ ଏହା ସମ୍ବନ୍ଧରେ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ଆପଣ ମାନେ ସମସ୍ତେ ପ୍ରାଏ ପରିଲକ୍ଷିତ କରିଥିବେ,

ଯେ ଯଦି କଟାଯାଇଥିବା କୌଣସି ଫଳ ବାହାରେ ରହିଯାଇଥାଏ ତେବେ, କିଛି ଦିନ ପରେ ସେଥିରେ ଧଳା ରଙ୍ଗର ଫଙ୍ଗସ ଲାଗିଯାଇଥାଏ ଏହାପରେ କିଛିଦିନ ପରେ ତାହା ବ୍ଲାକ ହୋଇଯାଇଥାଏ । ବନ୍ଧୁଗଣ ତେବେ ସେହି ଜିନିଷଟି ଯଦି ଆମ୍ଭ ଶରୀର ଭିତରେ ବିସ୍ତାର ହେବାକୁ ଲାଗିଯାଏ ଏହାପରେ ସେ ଗ୍ରୋ କରିଯାଏ ଅର୍ଥାତ ବ୍ଲାକ ହୋଇଯାଏ ତେବେ ତାହାକୁ ବ୍ଲାକ ଫଙ୍ଗସ କୁହାଯାଏ । ବନ୍ଧୁଗଣ କ-ରୋ-ନା ରେ ବର୍ତ୍ତମାନ ୫୦୦ ରୁ ୧୦୦୦ ବ୍ଲାକ ଫଙ୍ଗସ ଦ୍ଵାରା ଆ-କ୍ରା-ନ୍ତ ହୋଇସାରିଲେଣି । ବନ୍ଧୁଗଣ ଏହା ବହୁତ ସାଂଘାତିକ ହୋଇଥିବାରୁ ଆଜି ଆମ୍ଭେ ଆପଣ ମାନଙ୍କ ଗହଣରେ ଏହାର ଖୁଲାସା କରିବାକୁ ଯାଉଅଛୁ ।

ବନ୍ଧୁଗଣ ବ୍ଲାକ ଫଙ୍ଗସ ଆସୁଅଛି କେଉଁଠାରୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ? ଏହା କୌଣସି ବାୟୁ ଦ୍ଵାରା ଆମ୍ଭ ଶରୀରରେ ପ୍ରବେଶ କରିନଥାଏ । ଏହା ସାଧାରଣତ କ-ରୋ-ନା ରୋ-ଗୀ ଯେଉଁ ମାନଙ୍କୁ ଅକ୍ସିଜେନ ଦିଆଯାଇଥାଏ ତଥା ଅକ୍ସିଜେନ ର ପାଇପ କୁ ନାକରେ ଭର୍ତ୍ତି କରାଯାଇଥାଏ ତାହାକୁ ଭଲ ଭାବରେ କ୍ଲିନିଙ୍ଗ କରାଯାଇନଥାଏ ଅଥବା ଆପଣ ମାନେ ଯେଉଁ ଅକ୍ସିଜେନ ନେଉଛନ୍ତି ଏକ ଲିକ୍ବିଟ ଅଥବା ଏକ ପାଣି ମାଧ୍ୟମରେ ସେହି ଅକ୍ସିଜେନକୁ ଦିଆଯାଇଥାଏ । ଯଦି ସେହି ପାଣି ଇନଫେକଟେଡ଼ ହୋଇଥାଏ ତେବେ ସେହି ଫଙ୍ଗସ ଆପଣଙ୍କ ଶରୀର ମଧ୍ୟକୁ ଚାଲିଯାଇଥାଏ ।

ବନ୍ଧୁଗଣ ୧ ରୁ ୨ ପ୍ରତିଶତ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଥାଏ । ଯେଉଁ ବ୍ୟକ୍ତିଙ୍କ ରେଜିଷ୍ଟାନ୍ସ ପାୱାର ଅଧିକ ରହିଥାଏ ସେମାନଙ୍କ ଠାରେ ଏହି ଫଙ୍ଗସ ନଷ୍ଟ ହୋଇଯାଇଥାଏ । ବନ୍ଧୁଗଣ ଏହି ବି-ମା-ରୀ ଯାହାକୁ ହୋଇଥାଏ ତାହାକୁ MUCORMYCOSIS (ବ୍ଲାକ ଫଙ୍ଗସ) ବୋଲି କୁହାଯାଇଥାଏ । ଏହି ଇନଫେକସନ ନାକ ଆଖପାଖ ଜାଗାରେ, ମସ୍ତିସ୍କ, ଆଖି, ଫୁସଫୁସ ରେ ମଧ୍ୟ ହୋଇଥାଏ ।

ଏହାଫଳରେ ନାକ ବନ୍ଧ ହୋଇଯାଇଥାଏ ଅର୍ଥାତ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବା, କାସ ହେବା, ମୁଣ୍ଡ ବିନ୍ଧିବା, ଇତ୍ୟାଦି ଲକ୍ଷଣ ପରିଲକ୍ଷିତ ହୋଇଥାଏ । ଏହା ବ୍ଯତୀତ ନାକରୁ ଯଦି କଳା ରଙ୍ଗର ଡ୍ରପ୍ସ ପଡିଥାଏ ତେବେ ଆପଣ ବୁଝିଜାଆନ୍ତୁ ଯେ ଆପଣଙ୍କୁ MUCORMYCOSIS (ବ୍ଲାକ ଫଙ୍ଗସ) ହୋଇଅଛି । ବନ୍ଧୁଗଣ କ-ରୋ-ନା ସହିତ HIV ଯଦି ହୋଇଥାଏ ଅଥବା ଯାହାଙ୍କ ଇମ୍ୟୁନିଟି ପାୱାର କମ ରହିଥାଏ ସେମାନଙ୍କୁ ଏହି ରୋ-ଗଟି ହୋଇଥାଏ । ବନ୍ଧୁଗଣ ଏହାର ଚିକିସ୍ୟା ହେଉଅଛି ଯେ ଏଥିପାଇଁ ଗୋଟିଏ ଇଞ୍ଜେକ୍ସନ ରହିଅଛି ଯାହାର ନାମ AMPHOTERICIN-B ଅଟେ । ବନ୍ଧୁଗଣ ଏହି ଇଞ୍ଜେକ୍ସନ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲାଗିଥାଏ ।

ଗୋଟିଏ ଇଞ୍ଜେକ୍ସନ ର ମୂଲ୍ୟ ୫୦୦୦ ରୁ ୭୦୦୦ ଅଟେ । ବନ୍ଧୁଗଣ ଏହି ରୋ-ଗରେ ଜୀବନ ହରାଇବାର ଆଶଙ୍କା କେବଳ ୧୦ ପ୍ରତିଶତ ଲୋକଙ୍କର ରହିଥାଏ । ବନ୍ଧୁଗଣ ଯଦି ଆପଣଙ୍କର ଇମ୍ୟୁନିଟି ପାୱାର ସଠିକ ଅଛି ତେବେ ଆପଣଙ୍କୁ “ବ୍ଲାକ ଫଙ୍ଗସ” ଭଳି ରୋ-ଗକୁ ଡରିବାର ନାହିଁ । ଆପଣ ମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣି କିଭଳି ଲାଗିଲା ନିଜ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *