ବ୍ଲାକ ଫଙ୍ଗସରୁ କେଉଁମାନଙ୍କୁ ଅଧିକ ବିପଦ! Dr. V .K Mishra

କ-ରୋ-ନାର ଦ୍ଵିତୀୟ ଲହର ଲଗାତାର ବଢି ଚାଲିଛି । ସବୁଦିନ ନୂଆ କେସ ବି ବଢିବାରେ ଲାଗିଛି । ବର୍ତ୍ତମାନ ସମୟରେ କେବଳ କୋବିଡ ନୁହେଁ ବ୍ଲାକ ଫଙ୍ଗସ ବି ଆହୁରି ଅଧିକ ସମସ୍ୟା ବଢାଇ ଦେଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଦେଶରେ ୨୦୦ରୁ ଅଧିକ ବ୍ଲାକ ଫଙ୍ଗସ କେସ ସାମ୍ନାକୁ ଆସିସାରିଛି । କହିଦେଉଛୁ କି ବ୍ଲାକ ଫଙ୍ଗସ ବାୟୁ ଜନିତ ସଂ-କ୍ର-ମି-ତ ରୋ-ଗ ଅଟେ । ଏମିତିରେ ଯଦି ଆପଣଙ୍କର ରୋ-ଗ ପ୍ରତିରୋଧକ ଶକ୍ତି କମ ଅଛି କିମ୍ବା ଆପଣ ଅସୁସ୍ଥ ଅଛନ୍ତି ତେବେ ବ୍ଲାକ ଫଙ୍ଗସ ଏହିଭଳି ବ୍ୟକ୍ତିଙ୍କୁ ଶିକାର କରିପାରେ । ଏହା ଆପଣଙ୍କ ଶରୀରରେ ପ୍ରବେଶ କରିବା ଦ୍ଵାରା ଏହା ନାକ ଓ ଫୁସଫୁସକୁ ସଂ-କ୍ର-ମି-ତ କରିପାରେ । କିନ୍ତୁ ବ୍ଲାକ ଫଙ୍ଗସ ଓ କୋବିଡ ସହ କଣ ସମ୍ପର୍କ ଅଛି ଏହା ଜଣା ପଡି ନାହିଁ । କିନ୍ତୁ କ-ରୋ-ନାରୁ ସୁସ୍ଥ ହୋଇସାରି ଥିବା ବ୍ୟକ୍ତିଙ୍କ ଶରୀରରେ ଏହି ରୋ-ଗ ଦେଖାଯାଉଛି ।

କିଛି ବିଶେଷଜ୍ଞମାନଙ୍କ ମାନିବା ଅଟେ କି ଯଦି କୌଣସି କ-ରୋ-ନା ବ୍ୟକ୍ତିର ଶରୀରରେ ଷ୍ଟେରୋଇଡ୍ସ ବ୍ୟବହାର ଅତ୍ୟଧିକ ମାତ୍ରାରେ ହୋଇଥାଏ ତେବେ ସେହି ବ୍ୟକ୍ତିର ରୋ-ଗ ପ୍ରତିରୋଧକ ଶକ୍ତି କମ ହୋଇ ଯାଏ । ଯେଉଁ କାରଣରୁ ସେମାନେ ଅତି ଶୀଘ୍ର ବ୍ଲାକ ଫଙ୍ଗସର ଶିକାର ହୋଇ ପାରନ୍ତି । ଏହା ଛଡା ଯଦି ଆପଣ ଅନ୍ୟ କୌଣସି ରୋ-ଗରେ ପୀଡିତ ଅଛନ୍ତି, ତେବେ ଏହି କାରଣରୁ ବି ଆପଣଙ୍କର ରୋ-ଗ ପ୍ରତିରୋଧକ ଶକ୍ତି ଶରୀରରେ କମ ହୋଇ ଯାଏ ଏମିତିରେ ସେମାନଙ୍କୁ ବି ବ୍ଲାକ ଫଙ୍ଗସ ହୋଇପାରେ ।

ଏହି ସମସ୍ତ କାରଣରୁ ପ୍ରାୟତଃ କୋବିଡ ରୋ-ଗୀ ସୁସ୍ଥ ହେବା ପରେ ହିଁ ବ୍ଲାକ ଫଙ୍ଗସର ଶିକାର ହୋଇ ଯାଅନ୍ତି । ବ୍ଲାକ ଫଙ୍ଗସଙ୍କୁ ଆପଣ କେମିତି ଚିହ୍ନିବେ । ପ୍ରଥମେ ଆପଣ ରୋ-ଗୀର ଚେହେରାକୁ ଦେଖିବେ । କୋବିଡର ରିକଭରି ସମୟରେ ଯଦି ଆପଣଙ୍କର ହଠାତ ମୁଣ୍ଡ ବ୍ୟଥା ହେଉଛି ତେବେ ଏହା ପ୍ରଥମ ସଂକେତ ଅଟେ ବ୍ଲାକ ଫଙ୍ଗସର । ଏହା ସହିତ ଯଦି ଆପଣଙ୍କ ଆଖିରେ କୌଣସି ବି ପ୍ରକାରର ପରିବର୍ତ୍ତନ ଆସୁଛି ତେବେ ଏହା ଏକ ବ୍ଲାକ ଫଙ୍ଗସର ଲକ୍ଷଣ ଅଟେ ।

ଯେମିତି କି ସଠିକ ରୂପରେ ନ ଦେଖାଯିବା, ଆଖି ନାଲି ହୋଇଯିବା ଇତ୍ୟାଦି । ଏହା ସହିତ ଯଦି ଆପଣଙ୍କୁ ବ୍ଲାକ ଫଙ୍ଗସ ହୋଇଛି ତେବେ ଧୀରେ ଧୀରେ ଆପଣଙ୍କର ଚେହେରାର କିଛି ଅଂସ ଯନ୍ତ୍ରଣା କରିବାକୁ ଲାଗିବ ଓ ଏହା ସତ୍ବେ ବି ଯଦି ଆପଣ ଚିକିତ୍ସା ଆରମ୍ଭ କରିବେ ନାହିଁ ତେବେ ଧୀରେ ଧୀରେ ଚେହେରା କିଛି ଅଂସ କଳା ହୋଇଯିବ । ସେଥିପାଇଁ ଏହାକୁ ବ୍ଲାକ ଫଙ୍ଗସ ବୋଲି କୁହାଯାଏ । ଏହା ସହିତ ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ବି ସମ୍ମୁଖୀନ କରିବାକୁ ପଡିପାରେ ।

ଏହା ସହିତ ଯଦି ବ୍ଲାକ ଫଙ୍ଗସର ଭା-ଇ-ର-ସ ନାକ ମଧ୍ୟ ଦେଇ ମସ୍ତିଷ୍କକୁ ଯିବ ତେବେ ଏହା ମସ୍ତିଷ୍କରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରି ପାରେ । ଏମିତିରେ ଯଦି ଆପଣ ବ୍ଲାକ ଫଙ୍ଗସର ଚିକିତ୍ସା କରିବେ ନାହିଁ ତେବେ ଏହା ଧୀରେ ଧୀରେ ଆପଣଙ୍କ ଶରୀରକୁ ଭିତରୁ କମଜୋର କରିପାରେ ।

Leave a Reply

Your email address will not be published. Required fields are marked *