25 ବର୍ଷରୁ ଚାଲୁଥିବା ଡାଇବେଟିସ ଔଷଧ କେବଳ 7 ଦିନରେ ବନ୍ଦ ହୋଇଯିବ

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଯେତେ ପୁରୁଣା ଡାଇବେଟିସ ସମସ୍ୟା ହୋଇଥିଲେ ତାହା ମାତ୍ର ୭ ଦିନ ମଧ୍ୟରେ ଦୂର ହୋଇଯିବ । ଆଜିକାଲି ପ୍ରୟାତ ଲୋକଙ୍କ ଠାରେ ସୁଗାର ଲେବଲ ଅଧିକ ରହୁଛି । ଏହାର କାରଣ ହେଉଛି ଖାଦ୍ୟପାନର ପରିବର୍ତ୍ତନ ସହ ଜୀବନ ଶୈଳୀରେ ହେଉଥିବା ପରିବର୍ତ୍ତନ । ଭାରତରେ ବିଶେଷ କରି ବୃଦ୍ଧ ବ୍ଯକ୍ତିଙ୍କ ଠାରେ ସୁଗାର ଲେବଲ ସମସ୍ଯା ଅଧିକ ଦେଖା ଯାଉଛି ।

ଏଥିପାଇଁ ଅନେକ ଲୋକ ମାନେ ଏଲୋପାତି ମେଡିସନର ସେବନ କରୁଥିଲେ ମଧ୍ୟ କୌଣସି ଫଳାଫଳ ମିଳୁ ନାହି । କିଛି ଲୋକ ମାନେ ଜୀବନ ସାରା ସୁଗାର ଲେବଲ କମ କରିବା ପାଇଁ ମେଡିସିନର ସେବନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ଵାରା ସୁଗାରଲେବଲ ରେ ଔଷଧ ସେବନ କରିବାକୁ ପଡିବ ନାହି । ଏହି ଘରୋଇ ଉପଚାର ତିଆରି କରିବା ପାଇଁ ଆପଣ ପ୍ରଥେମ ପାଣି ରେ ଏକ ଚାମଚ ମେଥି ଦାନା ପକାନ୍ତୁ । କାରଣ ଏଥିରେ ଥିବା ସମସ୍ତ ପୋଷାକ ତତ୍ତ୍ଵ ଯେମିତି କାଫର, ମ୍ୟାଗ୍ନେସିୟମ, ଆଇରନ, କାର୍ବୋ ହାଇଡ୍ରେଡ, ଭିଟାମିନ ବି-୬ ଓ ଫାଇଭର ଇତ୍ୟାଦି ।

ମେଥିର ବ୍ୟବହାର କରିବା ଦ୍ଵାରା ଆମ ଶରୀର ରୁ ଟକ୍ସିସ ବାହାରିଥାଏ । ଯାହା ଦ୍ଵାରା ଆମ କିଡନି ସୁସ୍ଥ ରହିଥାଏ । ଏହା ସହ ମେଥି ଦାନରା ପ୍ରୟୋଗ ଦ୍ଵାରା ଗ୍ଯାସ ବା ଏସିଦିତି ସମସ୍ଯା ଦୂର ହୋଇଥାଏ । ଯେଉଁ ମାନଙ୍କର ଉଚ୍ଚ ରକ୍ତଛପା ବା ମଧୁମେହ ରୋଗୀ ଅଟନ୍ତି ସେମାନେ ମେଥି ଦାନାର ବ୍ୟବହାର କରିବା ନିହାତି ଜରୁରୀ ଅଟେ । ଏହା ପରେ ଦିତୀୟ ସମାଗ୍ରୀର ଆବଶ୍ୟକତା ରହିଛି ହଳଦୀ ଗୁଣ୍ଡ । ହଳଦୀ କୁ ଆମେ ଆମର ନୀତି ଦିନିଆ ଖାଦ୍ଯ ରେ ମସାଲା ଭାବେ ବ୍ୟବହାର କରିଥାଉ ।

ହଳଦିର କିଛି ଔଷଧୀୟ ଗୁଣ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ । କିନ୍ତୁ ଏଥିରେ ଥିବା ମିନେରାଲ୍ସ,, ପ୍ରୋଟିନ, କାର୍ବୋ ହାଇଡ୍ରେଡ ପ୍ରଚୁର ଅପରିମାଣରେ ରହିଥାଏ । ଏହା ସହ ହଳଦୀରେ ଆଣ୍ଟି ଆକ୍ସିଡେଣ୍ଟ ଭଳି ଔଷଧୀୟ ଗୁଣ ଭରପୁର ମାତ୍ରା ରେ ରହିଛି । ବାତ, ପିତ, କଫ, ଥଣ୍ଡା ଓ କ୍ୟାନ୍ସର ଭଳି ରୋଗରୁ ଉପସମ ପାଇବା ପାଇଁ ହଳଦୀ ର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ । ଏହା ପରେ ଏହି ପାଣିକୁ ଭଲ ଭାବେ ଫୁଟାଇ ଏହାକୁ ଏକ ପାତ୍ରରେ ଛାଣି ଦିଅନ୍ତୁ ।

ଏହି କାଢାର ସେବନ ଆପଣ ମାତ୍ର ୭ ଦିନ କରନ୍ତୁ । ଦେଖିବେ ଆପଣଙ୍କ ସୁଗାର ଲେବଲ କମ ହୋଇଯିବ ଯାହା ପାଇଁ ଆପଣଙ୍କୁ ଔଷଧର ସେବନ କରିବାକୁ ପଡିବ ନାହି । ଏହା ସହ ଏହି କାଢାର ସେବନ ଦ୍ଵାରା ଆମ ଶରୀର ରେ ଇମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି ପାଇଥାଏ । ହଳଦୀ ଓ ମେଥି ଦାନା ର ପ୍ରୟୋଗ ଦ୍ଵାରା ଆମ ଶରୀର ରେ ଅନେକ ପ୍ରକାର ରୋଗ ଭଲ ହୋଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *