କୁନି ଝିଅର ସଚ୍ଚୋଟପଣିଆ, ଫେରାଇ ଦେଲା ସୁନା ଚେନ…. ଦେଖନ୍ତୁ କଣ କହୁଛି ଝିଅଟି

ବସ୍ତି ପିଲାର ପଦନ୍ୟୋୟ । ପାହାଡ ଉପରୁ ପାଇଲେ ସୁନା ଚେନ କିନ୍ତୁ ପାଖରେ ନ ରଖି ଫେରାଇ ଦେଲେ । ନିଜ ସୁନା ଚେନ ଫେରି ପାଇ ଖୁସି ହୋଇଗଲେ ଚେନର ମାଲିକ ଅଶୋକ ମିଶ୍ର । ଅଶୋକ ମିଶ୍ର ଖୁସିରେ ମିଠା ବାଣ୍ଟିବା ସହ ଝିଅ ମଧୁସ୍ମିତାକୁ ଦେଲେ ସାବାସି । ଏହିଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାରେ । ଅଶୋକ ମିଶ୍ର କହିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କୁ ଦୀପାବଳିରେ ସୁନା ଚେନ ଉପହାର ଦେଇଥିଲେ ଯାହା ବହୁତ ଦାମୀ ଥିଲା । ସେ ମାଉଣ୍ଟ ଟ୍ରେନିଂ ଦେବା ସମୟରେ ତାଙ୍କର ଚେନ ହଜି ଯାଇଥିଲା ।

ଗତ ୭ ତାରିଖରେ ତାଙ୍କର ଚେନଟି ହଜି ଯାଇଥିଲା । କିନ୍ତୁ ଅନେକ ଖୋଜିବା ପରେ ମଧ୍ୟ ଅଶୋକ ଚେନ ପାଇ ନ ଥିଲେ । କିନ୍ତୁ ଗତ ଅକାଳି ତାଙ୍କର ଜଣେ ଛାତ୍ରୀ ଯାହାର ନାଁ ମଧୁସ୍ମିତା ସେ ପାହାଡ ଉପରୁ ସୁନା ଚେନ ଟି ପାଇଥିଲେ । ମଧୁସ୍ମିତା ଚେନ ପାଇବା ପରେ ତାଙ୍କ ଶିକ୍ଷକଙ୍କୁ ଦେଇଥିଲେ । ଏହା ପରେ ମଧୁସ୍ମିତାଙ୍କ ଶିକ୍ଷକ ଅଶୋକ ମିଶ୍ରଙ୍କୁ ଫୋନ କରି ତାଙ୍କ ଚେନ ମିଳି ଯାଇଛି ବୋଲି ସୂଚନା ଦେଇଥିଲେ । ନିଜ ହଜି ଯାଇଥିବା ଚେନ ପାଇ ଅଶୋକ ମିଶ୍ର ବହୁତ ଖୁସି ପ୍ରକାଶ କରିଥିଲେ ।

ଅଶୋକ ମଧୁସ୍ମିତା ଙ୍କ ବିଷୟରେ ରାଏ ଦେଇଛନ୍ତି ଯେ ଏତେ କମ ବଯସର ପିଲା ଟି ହୋଇ ମଧ୍ୟ ତା ମୁଣ୍ଡରେ ଏତେ ବୁଦ୍ଧି ଯେ ସେ ଯେତେବଳେ ଚେନ ଟିଅପାଇଲା ନିଜ ପାଖରେ ନ ରଖି ତାଙ୍କୁ ଫେରାଇ ଦେଇଥିଲା । ଯାହା ପାଇ ଅଶୋକ ମିଶ୍ର ମଧୁସ୍ମିତା ଙ୍କ ପ୍ରଶଂସା କରିବା ସହ ତାଙ୍କୁ ସାବାସି ଦେଇଛନ୍ତି । ଏହା ସହ ମଧୁସ୍ମିତା ଙ୍କ ଏହିଭଳି ମହାନ କାମ ପାଇଁ ଧନ୍ୟବାଦ ଜଣାଇଛନ୍ତି ଅଶୋକ ମିଶ୍ର ।

ମଧୁସ୍ମିତା ନିଜ ରାଏ ରେ କହିଛନ୍ତି ଯେ ଯେତେବେଳେ ସେ ପାହାଡ ଉପରୁ ସୁନା ଚେନ ଟି ପାଇଲେ ସେହି ସମୟରେ କିଛି ନ ଭାବି ସେ ତାଙ୍କର ଶିକ୍ଷକ ଙ୍କୁ ଏହି ଚେନ କୁ ଆସି ଦେଇଥିଲେ । ତେବେ ମଧୁସ୍ମିତା ଙ୍କ ଏପରି କାମ ପ୍ରଶଂସା ଯୋଗ୍ୟ ଅଟେ । କାରଣ ଏତେ ଛୋଟ ପିଲା ହୋଇ ମଧ୍ୟ ସେ ତାଙ୍କର ବିଚାର ଶକ୍ତି ବହୁତ ଉଚ୍ଚ ଧାରଣର ଅଟେ । ଆଗାକୁ ମଧୁସ୍ମିତା ନିଜର କ୍ଯାରିୟର ରେ ସଫଳ ହୁଅନ୍ତୁ ବୋଲି କାମନା କରିଛନ୍ତି ଅଶୋକ ମିଶ୍ର । ସେ ହୃଦୟରୁ ମଧୁସ୍ମିତା ଙ୍କୁ ଆଶୀର୍ବାଦ କରିଛନ୍ତି ବୋଲି ନିଜ ରାଏ ରେ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ମଧୁସ୍ମିତାଙ୍କ ଏହି ମହାନ କାମକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *