ଶୁକ୍ରବାର 28 ମେ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 5 ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜିର ଦିନ ସାମାଜିକ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭ ଦାୟକ ପ୍ରମାଣିତ ହେବ । ଅଧିକ ପ୍ରୟାସ କରିବାକୁ ପଡିପାରେ । ବେକାର ଖର୍ଚ ଓ ବାଦ ବିବାଦରୁ ଦୂରେଇ ରୁହନ୍ତୁ । ଶୁଭ ବ୍ୟୟ ଦ୍ଵାରା ଆପଣଙ୍କ କୀର୍ତି ବଢିବ । ମାନସିକ ଚିନ୍ତରୁ ବଞ୍ଚିବା ପାଇଁ ହେଲେ ଧର୍ଜ୍ୟ ଓ ନମ୍ରତାର ସହିତ କାମ କରନ୍ତୁ । ବଡ ଲୋକଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ । ନିଜ ସ୍ଵପଙ୍କୁ ସାକାର କରିବାର ସମୟ ଆସିଯାଇଛି ।

ବୃଷ :- ଆଜି ଆପଣ ନିଜେ ନିଜକୁ ବିଚାରଶୀଳ ଅନୁଭବ କରୁଛନ୍ତି ଓ ଶେଥି ପାଇଁ ଆଜିର ଦିନ କୌଣସି ବଡ କିଣା ବିକା ହୋଇବ । ଧନ ପ୍ରାପ୍ତିର ଯୋଗ ବନୁଛି, ପ୍ରୟାସ ସଫଳ ହେବ । ସନ୍ତାନ ପକ୍ଷରୁ ଯେଉଁ ଚିନ୍ତା ରହୁଥିଲା ତାର ସମାଧାନ ଆଜି ହେବ । ସନ୍ଧ୍ଯା କାଳରେ କୌଣସି ପ୍ରିୟ ବ୍ୟକ୍ତି ସହିତ ଦେଖା ହେବା ସହିତ ମନ ଖୁସି ରହିବ । ଆପଣ ନିଜ ଆତ୍ମବିଶ୍ଵାସ ବା ସକାରାତ୍ମକ ଭାବନା ଦ୍ଵାରା ନିଜ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରିବେ ।

ମିଥୁନ :- ଆଜି ଆପଣ ମୂଲ୍ଯବାନ ଜିନିଷକୁ ସାଇତିକି ରଖନ୍ତୁ । ପୁରୁଣା ରୋଗ ବାହାରି ପାରେ । ବ୍ୟବସାୟ ଲାଭ ଦାୟକ ରହିବ । ମୌଜ ମସ୍ତିର ସାଧନା, ଉତ୍ତମ ଆଭୁଷଣ ଓ ବାହାନ କିଣାକିଣି କରିବେ । ପ୍ରତିଦିନ କାମରୁ ଫାଇଦା ହୋଇବ । ପ୍ରପର୍ଟୀ କାମ ମଧ୍ୟ ପୁରା ହୋଇବ । ପୁରୁଣା କାମ ସମୟ ପୂର୍ବରୁ ପୁରା ହୋଇବ । ପାରିବାରିକ ସମସ୍ୟାର ସମାଧାନର ସୁଯୋଗ ମିଳିବ ।

କର୍କଟ :- କର୍କଟ ରାଶିର ଲୋକ ନିଜ ପରିଶ୍ରମର କମାଇ ଭାବି ଚିନ୍ତି ଖର୍ଚ କରନ୍ତୁ । ନିଜ ଚିନ୍ତା ଧାରା ସାଙ୍ଗ ଓ ସମ୍ପର୍କୀୟଙ୍କ ଉପରେ ଥୋପିବାକୁ ଚେଷ୍ଟା କରନ୍ତୁ ନହିଁ । ନିଜ ଅପେକ୍ଷାକୁ ସନ୍ତୁଳିତ ରଖିବାକୁ ହେବ । ଅଧିକାରୀଙ୍କ ଆପଣଙ୍କ ଉପରେ ଖୁସି ରହିବେ । ଅଫିସରେ ଚିନ୍ତା ପୂର୍ଣ ମହୋଲ ଖତମ ହେବ । ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ ।

ସିଂହ :- ଆଜି ଆପଣଙ୍କୁ କାମର ଗୁଣବତାକୁ ବନାଇ ରଖନ୍ତୁ । ଆପଣ ବୁଦ୍ଧି ଦ୍ଵାରା ନିଜ କାମକୁ ପୁରା କରିବେ । ଆଜି ଆପଣ ନିଜକୁ ପ୍ରମାଣିତ କରି ଦେଖାଇବେ । ସାଙ୍ଗ ଓ ପରିବାର ଠାରୁ ସହଯୋଗ ମିଳିବାର ଯୋଗ ରହିଛି । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ଅପରିଚିତ ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନହିଁ ।

କନ୍ୟା :- ଆଜିର ଦିନରେ ସମସ୍ତଙ୍କ ସହିତ ସମାନ ବ୍ଯବହାର କରିବା ଦ୍ଵାରା କାହା ସହିତ ସଂଘର୍ଷ ହେବ ନହିଁ । ଯାହାକି ଆପଣଙ୍କ ଓ ସାମ୍ନା ବାଲା ବ୍ୟକ୍ତିଙ୍କ ହିତରେ ରହିବ । ପୁରୁଣା ଟେନସନ ଖତମ ହେବ । ନିଜ ଉପରେ ଧ୍ୟାନ ଦିଅନ୍ତୁ । ନିଜ ସକ୍ରିୟତାର ସ୍ତର ବଢିବ । ସମାଜ ବା ପରିବାର ଦୁଇଟି ଜାକ କ୍ଷେତ୍ରରେ କାମ କାର୍ଯ୍ୟ ପୁରା ହେବ ଆପଣଙ୍କ ପାଖକୁ କିଛି ନୂଆ ଦାୟିତ୍ଵ ଆସିପାରେ, ଯାହାକୁ ଆପଣ ସଫଳତା ପୂର୍ବକ କରିବେ ।

ତୁଳା :- ଜୀବନ ସାଥି ସହିତ ଦୂରତା ବଢୁଛି, ବୁଝି ବିଚାରୀ କାମ କରିବା ଉଚିତ । ଶକରତ୍ମକତା ବିଚାରକୁ ମନରେ ଆଣି ଦିଅନ୍ତୁ । ଆପଣ ନିଜ ଖାଦ୍ଯ ପେୟ ସ୍ଵାସ୍ଥ୍ୟକର ରଖିବା ଉଚିତ । ଆପଣ କୌଣସିବି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଜଠୁ ବଡ ଲୋକଙ୍କ ସଜେସନ ନିଶ୍ଚିତ ନେବା ଉଚିତ । ବ୍ୟବସାୟରେ ଭଲ ମନ୍ଦ ଲାଗି ରହିବ ।

ବିଛା :- ଆଜି ସନ୍ତାନ ସୁଖର ପ୍ରାପ୍ତି ସମ୍ଭବ ଅଟେ । ଅନ୍ୟ ସହିତ ଖରାପ ବ୍ଯବହାର କରନ୍ତୁ ନହିଁ । ସନ୍ତାନ ପକ୍ଷରୁ ସୁଖର ଅନୁଭୂତି ହେବ ଯାହା ଦ୍ଵାରା ଖୁସିରେ ବୃଦ୍ଧି ହେବ । ଅଫିସରେ ଆପଣଙ୍କୁ ଦାୟିତ୍ଵ ଭରା କାମ ମିଳିବ । ଯାହା ଆପଣ ସମୟରେ ପୁରା କରିବା ପାଇଁ ସଫଳ ରହିବେ । ନିଜ ରାଗ ଉପରେ କାବୁ ରଖିବାର ଆବଶ୍ୟକତା ରହିଛି ।

ଧନୁ :- ଆଜି ପୁରୁଣା କଥା ଯାହା ଆପଣ କଥା ଦେଇଥିଲେ ତାକୁ ପୁରା କରିବାର ଠିକ ସମୟ ଆସି ଯାଇଛି । ଚାକିରି ଓ କାରିୟର କ୍ଷେତ୍ରରେ ଭାଗ୍ଯର ସହଯୋଗ ମିଳିବ । ନୂଆ ବ୍ୟବସାୟରେ ପାଇସା ନିବେଶ କରିବା ପାଇଁ ଆପଣ ଭାବିବେ । ପଇସା ନିବେଶ କରିବା ପୂର୍ବରୁ ସେହି ବିଷୟ ଉପରେ ଭଲସେ ବୁଝିସୁଝି ବ୍ୟକ୍ତିଙ୍କ ସଜେସନ ନେବା ଦରକାର । ବିରୋଧୀ ମାନଙ୍କ ପ୍ରଭାବ କମ ରହିବ ।

ମକର :- ଆଜି ଆପଣଙ୍କ ଆତ୍ମା ବିଶ୍ବାସରେ ବୃଦ୍ଧି ହେବ । ଚାକିରିରେ ପରିବର୍ତନର ସମ୍ଭାବନା ବନୁଛି । ଆଜି କୌଣସି ଶୁଭ ସମାଚାର ପ୍ରାପ୍ତ ହେବ । ଏହା ଦ୍ଵାରା ମନରେ ଖୁସି ରହିବ । ନୂଆ ଯୋଜନା ସଫଳତା ଦେବ । ବହୁତ ପ୍ରକାର ନେଗେଟିଭ ବିଚାର ଆପଣଙ୍କ ମନରେ ଆସିପାରେ । ପରିବାର ସଦସ୍ୟଙ୍କ ଆବଶ୍ୟକତାକୁ ପୁରା କରିବେ । ତାଙ୍କ ସୁଖ ଦୁଃଖର ଭାଗୀଦାର ବନାନ୍ତୁ । ସ୍ୱାସ୍ଥ୍ୟ ମଧ୍ୟ ଠିକ ଠାକ ରହିବ ।

କୁମ୍ଭ :- କୁମ୍ଭ ରାଶିର ଲୋକ ଖରାପ ଲୋକଙ୍କ ସଙ୍ଗତରୁ ବଞ୍ଚିକି ରୁହନ୍ତୁ । ଆପଣ ନିଜର ଜରୁରୀ ଓ ମହତ୍ଵ ପୂର୍ଣ କାଗଜ ପତ୍ର ସମ୍ଭାଳିକି ରଖନ୍ତୁ । ଭଗବାନଙ୍କ ନାମ ତଥା ଗୁରୁ ମନ୍ତ୍ରର ଜପ ଆପଣଙ୍କ ପାଇଁ ଆଜି ବିଶେଷ ସହାୟକ ହେବ । ଘର ଏବଂ ଭଲ ଗୁଣର ଲୋକଙ୍କ ସହିତ ମିଳାମିଶା ବଢିବ । ନୂଆ ପୁରୁଣା ସାଙ୍ଗ ମାନଙ୍କ ସହିତ ସମ୍ପର୍କ ମଜଭୁତ ହେବ ।

ମୀନ:- ବେରୋଜଗାରଙ୍କୁ ମନ ମୁତାବକ କାମ ମିଳିବାର ଆଶା ରହିଛି । ବ୍ୟର୍ଥରେ ନିଜ ସମୟ ଖରାପ କରନ୍ତୁ ନହିଁ, ନିଜର ବହୁ ମୂଲ୍ୟ ସମୟ କେଉଁ କାମରେ ଲଗାନ୍ତୁ । ନିଜ ସୁରକ୍ଷାର ବିଶେଷ ଧ୍ୟାନ ରଖନ୍ତୁ । ପ୍ରିୟଜନ ଓ ସମ୍ପର୍କୀୟ ମାନଙ୍କ ସହିତ କିଛି ମନ ମାଳିନ୍ୟ ହୋଇପାରେ । ପାଗ ଆଜି ଅନୁକୂଳ ରହିବ ନହିଁ । ଧନ ହାନିରୁ ଆପଣଙ୍କୁ ବଞ୍ଚି ରହିବା ଉଚିତ ।

Leave a Reply

Your email address will not be published. Required fields are marked *