3ଟି ଭେଣ୍ଡିକୁ ରାତିସାର ପାଣିରେ ଭେଦାଇ ସକାଳୁ ସେହି ପାଣିର ସେବନ କରନ୍ତୁ ! ଯାହା ହେବ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ… Acharya Balkrishna

ଆଜି ଆମେ ଆଲୋଚନା କରିବା ଗୋଟେ ଅଦଭୁତ ବିଷୟ ଉପରେ ଯାହା ଆପଣ ମାନଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ରାତିରେ ଗୋଟେ ଭେଣ୍ଡିକୁ ପାଣିରେ ଭେଦାଇ ତାକୁ ସକାଳେ ପିଇଲେ କଣ ହେବ ତାହା ଆମେ ଜାଣିବା । ଏହାର ସେବନ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଉପାୟ ବହୁତ ଗଂଭୀର ରୋଗକୁ ସେସ କରିଥାଏ । ତେବେ ଆସନ୍ତୁ ତା ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା ।


ରାତିରେ ଗୋଟିଏ କିମ୍ବା ଦୁଇଟି ଭେଣ୍ଡିକୁ କାଟି କାଟି ରାତିରେ ଭେଦାଇ ସେଇ ପାଣିକୁ ସକାଳୁ ପିଇବା ଦ୍ଵାରା ଆପଣଙ୍କୁ ମିଳିବ ଆଶ୍ଚର୍ଯାକର ଫାଇଦା । ଭେଣ୍ଡି ଗୋଟେ ପରିବା ଅଟେ ଯାହା ସମସ୍ତଙ୍କ ଘରେ ପାରିବା ରୂପରେ ବ୍ଯବହର କରାଯାଏ । ଏହା ତରକରି ଓ ଭଜା ବନିଥାଏ ଯାହା ଖାଇବା ପାଇଁ ବହୁତ ସ୍ଵାଦିଷ୍ଟ ହୋଇଥାଏ । ସାଥିରେ ଏଥରୁ ମୁଳୁଥିବା ତତ୍ଵ ଶରୀର ପାଇଁ ବହୁତ ଫାଇଦା ମିଳିଥାଏ । ରାତିରେ ଶୋଇବା ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ଭେଣ୍ଡିକୁ ପାଣିରେ ଭେଦାଇ ରଖୀ ଦିଅନ୍ତୁ ଓ ଏହି ପାଣିକୁଆ ସକାଳୁ ଛାଣିକି ପିଅନ୍ତୁ ।


ଭେଣ୍ଡିକୁ ପାଣିରେ ଭିଯାଇ ପିଇବା ଦ୍ଵାରା ଭେଣ୍ଡିରେ ଥିବା ଖଣିଜ ଲବଣ ପାଣିରେ ମିସିଯାଏ ଓ ଏହାର ସେବନ ଦ୍ଵାରା ଶରୀରକୁ ବହୁତ ଲାଭ ମିଳିଥାଏ । ମନେ ରଖିବେ ଭେଣ୍ଡିକୁ ଦୁଇତରଫରୁ କାଟିବେ, ଯେଉଁ ବ୍ୟକ୍ତି ଡାଇବେଟିସ ପାଇଁ ଚିନ୍ତିତ ଅଛନ୍ତି  ଏମିତି ଲୋକଙ୍କ ପାଇଁ ଏମିତି ପାଣି ସେବନ କରିବା ବହୁତ ଲାଭଦାୟକ ହୋଇଥାଏ । କାରଣ ଏହି ପାଣି ବହୁତ କମ ଦିନରେ ସୁଗାର ଲେବେଲକୁ କଣ୍ଟ୍ରୋଲକୁ ଆନିଥାଏ । ଏହା ମଧୁମେହ ରୋଗ ପାଇଁ ବର ସଦୃଶ ।


ପ୍ରତିଦିନ ସକାଳୁ ଭେଣ୍ଡି ପାଣି ପିଇବା ଦ୍ଵାରା କିଡନି ସମ୍ବନ୍ଧିତ ସବୁ ସମସ୍ଯା ଦୂର ହୋଇଥାଏ । ଭେଣ୍ଡିରେ ବହୁତ ପୋଷାକ ତତ୍ଵ ଓ ଭିଟାମିନ 3 ଅନେକ ପୋଷାକ ତତ୍ଵ ମହଜୁଦ ଥାଏ । ଯାହା ଆମ କେସ ଓ ତ୍ଵଚା ପାଇଁ ବହୁତ ଲାଭ ଦାଯକ ହୋଇଥାଏ । ପ୍ରତିଦିନ ଭେଣ୍ଡି ପାଣି ପିଇବା ଦ୍ଵାରା ଚେହେରା ସୁନ୍ଦର ଓ କେସ ମଜଭୁତ ହୋଇଥାଏ । କେସ ସମ୍ବନ୍ଧିତ ସମସ୍ୟାକୁ ଏହି ପାଣି ଦୂର କରିପାରେ । କେସ ଝଡିବା ଓ ଧଳା ହେବ ଭଳି ସମସ୍ଯା ଜଲ୍ଦି ସେସ ହେବ ଏହି ପାଣିର ସେବନ କରିବା ଦ୍ଵାରା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *