Boollywodର ଫେମସ ଅଭିନେତ୍ରୀ Mandakiniଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର

ବଲିଉଡ ଏକ ଏମିତିକା ଦୁନିଆ ଯେଉଁଠାରେ ଜଣେ ଚାଂସ ପାଇଲେ ରାତା ରାତି ଫେମସ୍ ହୋଇଥାନ୍ତି ତେବେ ବହୁତ୍ ଏମିତି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏ ବହୁତ୍ କମ ଫିଲ୍ମ କରିଛନ୍ତି କିନ୍ତୁ ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ ଉପରେ ବହୁତ୍ ଗଭୀର ଚିହ୍ନ ଛାଡି ଅଛି । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଅଭିନେତ୍ରୀଙ୍କ ଝିଅ ବିଷୟରେ କହିବାକୁ ଯାଉଛୁ କାହାକୁ ବହୁତ୍ କମ ଲୋକେ ଜାଣିଛନ୍ତି ।

ଆପଣ ମାନେ ମନ୍ଦାକିନୀ ଅଭିନେତ୍ରୀଙ୍କୁ ଜାଣିଛନ୍ତି ତାଙ୍କ ପ୍ରଥମ ସୁପର ଡୁପର ହିଟ ଫିଲ୍ମ ଥିଲା “ରାମ ତେରୀ ଗଙ୍ଗା ମେଲି ହୋ ଗଈ” ଏହି ଫିଲ୍ମରେ ବହୁତ୍ ବୋଲ୍ଡ ସିନ କରିବାର ଥିଲା ଓ ବହୁତ୍ ଅଭିନେତ୍ରୀ ସେହି ସମୟର ମନା କରିଥିଲେ ଯାହା ପରେ ମନ୍ଦାକିନୀ ବହୁତ୍ ଫେମସ୍ ହୋଇଥିଲେ ଓ ଏହା ପରେ ତାଙ୍କୁ ବହୁତ୍ ଫିଲ୍ମ ମିଳିଥିଲା ।

ସବୁକିଛି ଭଲ ଥିଲା କିନ୍ତୁ ମୁମ୍ବାଇ ଡନ ଦାଉଦ୍ ସହ ସମ୍ପର୍କ ରଖିବା ପରେ ତାଙ୍କ ଅଭିନୟ କେରିଆର ଯେମିତି ରହିଯାଇଥିଲା । କିନ୍ତୁ ତା ପରେ ହଟାତ ମନ୍ଦାକିନୀ କୁଆଡେ ଚାଲି ଗଲେ ଓ କିଛି ବର୍ଷ ପରେ ଜଣା ପଡିଲା ଯେ ସେ ଲଦାକ ର ଜଣେ ଡକ୍ଟର ସହ ବିବାହ କରିଛନ୍ତି ଓ ତାଙ୍କର ଗୋଟେ ଝିଅ ଅଛି ।

ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ଝିଅ ନାମ କଣ ଅଟେ, ତେବେ ଜାଣି ରଖନ୍ତୁ ମନ୍ଦାକିନୀ ଝିଅ ନାମ ରବଜେ ଠାକୁର ଅଟେ ଓ ସେ ବର୍ତମାନ ବହୁତ୍ ଛୋଟ ଅଛନ୍ତି ଓ ନିଜ ସ୍କୁଲରେ ବ୍ୟସ୍ତ ଅଛନ୍ତି । ତେବେ ମନ୍ଦାକିନୀ ଗୋଟେ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ନିଜ ଜୀବନରେ ବହୁତ୍ ଖୁସି ଅଛନ୍ତି ଓ ସେ ନିଜ ଝିଅକୁ ଭଲ ଭାବରେ ପଢ଼ାଇ ବଡ ମଣିଷ କରିବାକୁ ଚାହନ୍ତି ଓ ସମୟ ଆସିଲେ ସେ ନିଜ ଝିଅକୁ ଗୋଟେ ସଫଳ ଅଭିନେତ୍ରୀ ଭାବରେ ଦେଖିବା ପାଇଁ ଇଛା ମଧ୍ୟ କରନ୍ତି ।

ତେବେ ସେ ନିଜ ଝିଅକୁ ଅଭିନୟ କ୍ଲାସ ମଧ୍ଯ କରାଇବେ ବୋଲି କହିଛନ୍ତି । ମନ୍ଦାକିନୀ ନିଜ ଅଭିନୟ ଦ୍ୱାରା ସେହି ସମୟରେ ବହୁତ୍ ପ୍ରଚଳିତ ହୋଇଥିଲେ । ତେବେ ତାଙ୍କ ସମ୍ପର୍କ ଦାଉଦ୍ ଭଳି ଲୋକ ସହ ନାହୋଇଥିଲେ ଆଜି ସେ ବଲିଉଡ ବହୁତ୍ ବଡ ନାମ ହୋଇଥାନ୍ତି ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *