ଶୁକ୍ରବାର 04 ଜୁନ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 5 ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ ।

ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କ କାମ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବ । ପାରିବାରିକ ସମ୍ବନ୍ଧରେ ଅସନ୍ତୋଷର ସମ୍ଭାବନା ଆଶଙ୍କା ରହିଛି । ନିଜ ପାଇଁ ଠିକ ନିସ୍ପତି ନେବା ସହଜ ଅଟେ । ଆପଣ ବହୁତ ସିଧା ଭାବୁଛନ୍ତି ଓ ବହୁତ ସ୍ପଷ୍ଟ ସ୍ଥିତିରେ ଅଛନ୍ତି । ଆପଣଙ୍କ ଆବିଷ୍କାରକ ତଥା ରଚନାତ୍ମକ ଦିମାଗ ଆପଣଙ୍କୁ କିଛି ନୂଆ ରିସ୍କରେ ସହାୟତା କରିବ । ବେକାର ଖର୍ଚ କରନ୍ତୁ ନହିଁ ।

ବୃଷ :- ଲାଭରେ ବୃଦ୍ଧି ହେବ । ବ୍ୟବସାୟରେ ନୂଆ ଅନୁବନ୍ଧ ଆର୍ଥିକ ସ୍ଥିତିକୁ ମଜଭୁତ କରିବେ । ବାକି ରହିଥିବା ପଇସା ମିଳିବ । ରହିଯାଇଥିବା କାମ ପୁରା ହେବ । ସନ୍ତାନଙ୍କ ଚିନ୍ତା ରହିବ । ବ୍ୟବସାୟୀ ଲାଭାବିତ ହେବେ । ପ୍ରୟାସ ସଫଳ ହେବ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଜଲ୍ଦବାଜି କରନ୍ତୁ ନହିଁ ।

ମିଥୁନ :- ଆଜି ଆପଣଙ୍କ ରଚନାତ୍ମକ ଖୋଜ ଆପଣ ମାନଙ୍କୁ ପ୍ରଶଂସା ତଥା ପରିଚୟ ଦେବ । ଅଫିସ କାର୍ଯ୍ୟରେ ସାବଧାନ ରହିବାର ଆବଶ୍ୟକତା ରହିଛି । ଆଜି କାହାକୁ ଉଧାର ଦିଅନ୍ତୁ ନହିଁ, ପଇସା ଫେରି ପାଇବା କଷ୍ଟ ହୋଇପାରେ । ଆପଣ ବେସୀ କଥା କହିବା ହାନିକାରକ ହୋଇବ । ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ଆପଣ ଫସି ପାରନ୍ତି । ପ୍ରତିଷ୍ଠାରେ ବୃଦ୍ଧି ହେବ ।

କର୍କଟ :- କୋର୍ଟ କଚେରୀ ମାମଲାରେ ସଜେସନ ନେବା ଉଚିତ ରହିବ । କାର୍ଯ୍ୟ ଉପସ୍ଥିତିରେ ସୁଧାର ଆସିବ । ନୂଆ ଯୋଜନା ଲାଭ ଦେବ । ଅସୁସ୍ଥତା ରହିପାରେ । ବିବାଦ କରନ୍ତୁ ନହିଁ । ଆପଣଙ୍କ ଧ୍ୟାନ କୌଣସି କାମକୁ ନେଇ ଭଟକି ପାରେ , କିଏବି ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଅନ୍ୟ ସାହାର୍ଯ୍ୟ ଦ୍ଵାରା କରାଯାଇଥିବା କାମ ଦ୍ଵାର ଫସିକି ରହିବେ । ପ୍ରତିଷ୍ଠାରେ ବୃଦ୍ଧି ହେବ ।

ସିଂହ :- ଆଜି ଆପଣଙ୍କ ମନରେ ପଇସାକୁ ନେଇକି କିଛି ଯୋଜନା ଚାଲିପାରେ । ଆଜି ଭାଇ ମାନଙ୍କର ଭରପୁର ସହଯୋଗ ମିଳିବ । ଆର୍ଥିକ ପକ୍ଷ ଆପଣଙ୍କର ମଜଭୁତ ରହିବ, କିନ୍ତୁ ଏହି ସମୟରେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ହେବ । ଏହି ଦିନ ବିବାହିତା ଲୋକଙ୍କ ପାଇଁ ସବୁଠୁ ଖାସ ଦିନ ମଧ୍ୟରୁ ଗୋଟିଏ ହେବ । ନୂଆ କାର୍ଯ୍ୟ ଆରମ୍ଭ କରିବା ବିଷୟରେ ଭାବିବେ ।

କନ୍ୟା :- ଆଜି କୌଣସି ନୂଆ କାମରେ ହାତ ଦେବେତ ସେଇ କାମ ନିଶ୍ଚିତ ରୂପରେ ସଫଳ ହେବ । ଆପଣଙ୍କୁ ଟିକେ ପରିଶ୍ରମ କରିବାକୁ ପଡିପାରେ । ସୁନିଶ୍ଚିତ କରନ୍ତୁକି ନିଜ ଲକ୍ଷକୁ ପୁରା କରିବା ପାଇଁ କାର୍ଯ୍ୟକୁ ପୁରା କରିବେ । ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତିତ ସେଥିରେ ଲାଭ ହେବାର ବହୁତ ସଂଯୋଗ ବନିବ । ଆପଣ ସାହସୀ ଆଉ ଉଶ୍ଚାହୀ ରହିବେ । ବ୍ୟାପାରରେ ଭଲ ଲାଭ ହେବା ଦ୍ଵାରା ମନ ପ୍ରସନ୍ନ ରହିବ ।

ତୁଳା :- ଘର ପରିବାରରେ ଖୁଶିର ବାତାବରଣ ରହିବ । ସମ୍ପର୍କରେ ମଜଭୁତି ଦେଖିବାକୁ ମିଳିବ । ଆଜି ଜୀବନସଥିର ଭରପୁର ସହଯୋଗ ମିଳିବ । ବାହାନର ସୁଖ ପ୍ରାପ୍ତ ହୋଇବ । ଘର ଗୃହସ୍ତିର ଭର ପୁର ଆନନ୍ଦ ମିଳିବ । ଆପଣଙ୍କୁ ସମଯରେ ମାନ ସନମାନ ଓ ପ୍ରତିଷ୍ଠାବି ମିଳିବ । ଆଜି ନିଜ ବ୍ୟବହାର ନକରାତ୍ମକ ରଖନ୍ତୁ ନହିଁ ।

ବିଛା :- ଆଜି ସମୟ ଭିତରେ ନିଜ କାମ ପୁରା କରିବେ, ଯାହା ଦ୍ଵାରା ଆପଣଙ୍କର ଆତ୍ମା ବିଶ୍ଵାସ ବଢିବ । ନିଜ କାମକୁ ସମୟ ଭିତରେ ପୁରା କରିବା ଦ୍ଵାରା ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଚେଞ୍ଜେସ ହେବାର ମଧ୍ୟ ସୁଯୋଗ ମିଳିବ । ଜୀବନ ସାଥି ସହିତ ସମ୍ପର୍କ ସୁଧୁରିବ । ପ୍ରେମ ମାମଲାରେ ଗଂଭିରତା ସହିତ ଗୋପନୀୟତା ରଖନ୍ତୁ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ ।

ଧନୁ :- ଆଜି ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । କାର୍ଯ୍ୟରେ ଗତି ବଢିବ । ଚିନ୍ତା ବା ଟେନସନ ରହିପାରେ । ପ୍ରେମ ଜୀବନରେ ଭୁଲ ବୁଝାମଣାର ସମାଧାନ ହୋଇ ପ୍ରେମରେ ଗଭୀରତା ବଢିବ । ଆର୍ଥିକ ସ୍ଥିତି  ମାମଲାରେ ସମୟ ମଜଭୁତ ରହିବ । ଆପଣଙ୍କ ଉନ୍ନତିରେ ଶତ୍ରୁ ଚିନ୍ତିତ ରହିବେ । ତନ୍ତ୍ର ମନ୍ତ୍ରରେ ରୁଚି ବଢିବ । ନୂଆ ବ୍ୟବସାୟ ଆଡକୁ ବଢି ପାରନ୍ତି ।

ମକର :- ଆଜି ଆପଣଙ୍କୁ ନିଜ ଉଗ୍ର ସ୍ଵଭାବ ଉପରେ ନିୟତ୍ରାଣ ରଖିବାକୁ ହେବ ନହେଲେ ଅନ୍ୟ ଲୋକ ଆପଣଙ୍କଠାରୁ ଦୂରତା ବନାଇବେ । ଆପଣଙ୍କ ଆୟରେ ବୃଦ୍ଧି ହେବ । କାମ ମାମଲାରେ ଆପଣଙ୍କୁ  ଭଲ ଫଳ ମିଳିବ । ବ୍ୟାପାର ଧୀରେ ଧୀରେ ଆଗକୁ ବଢିବ । ପ୍ରେମ ଜୀବନ ପାଇଁ ଆଜିର ଦିନ ବହୁତ ଭଲ ଅଟେ ।

କୁମ୍ଭ :- ଆଜି ଆପଣଙ୍କ ହସମୁଖ ସ୍ଵଭାବ ଅନ୍ୟକୁ ଖୁସି ରଖିବ । ଆପଣ କୌଣସି ଜିନିଷ ପାଇବାକୁ ଇଛା ରଖୁଛନ୍ତିତ ଆଜିର ଦିନ ବହୁତ ଭଲ ଅଟେ । ବ୍ୟବସାୟରେ ପ୍ରଗତି ହେବ । ସନ୍ତାନଙ୍କ ବିବାହ ସମ୍ବନ୍ଧୀୟ କୌଣସି ନିର୍ନୟ ଭାବି ଚିନ୍ତିକି ନିଅନ୍ତୁ । ଯୁବକ ମାନେ ପ୍ରେମରେ ଭାବୁକତା ହୁଅନ୍ତୁ ନହିଁ । ସାମାଜିକ ଓ ଧାର୍ମିକ କାମ ପାଇଁ ଦିନ ବହୁତ ଭଲ ଅଟେ । ଆଜି ସାହିତ୍ଯ ଓ କାଳରେ ଆପଣଙ୍କ ରୁଚି ବଢିବ ।

ମୀନ :- ପ୍ରିୟ ବ୍ୟକ୍ତି ପ୍ରତି ଆଜି ଆପଣ ବିଶେଷ ସ୍ନେହ ପ୍ରଦର୍ଶନ କରିବେ । ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିବା ଦ୍ଵାରା ଧନ ଲାଭ ହୋଇପାରେ । କୌଣସି ଖାସ କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ । କାମ ପୁରା କରିବା ପାଇଁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । କୌଣସି ମିତ୍ରଙ୍କ ଜରିଆରେ କୌଣସି ଭଲ ଖବର ମିଲିପାରେ । ସନ୍ତାନ ପକ୍ଷରୁ ଆପଣଙ୍କ ସମ୍ପର୍କ ବହୁତ ଭଲ ରହିବ।

Leave a Reply

Your email address will not be published. Required fields are marked *