ଓଡିଆ ସିରିଏଲ ଚାଇଲ୍ଡ ଆର୍ଟିସ୍ଟ Sriman Pattanaik(Rani)ଙ୍କୁ ଲୋକ କଲେ ଖରାପ ମେସେଜ ତ, ଭିଡିଓ କରି କଣ କହିଲେ ଦେଖନ୍ତୁ

ସୋସିଆଲ ମିଡିଆରେ ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଲୋକ ଦେଖିଥିବେ । କହିବାକୁ ଗଲେ ସୋସିଆଲ ମିଡିଆ ଏକ ଏମିତି ପ୍ଲାଟଫର୍ମ ଅଟେ ଯେଉଁଠି ଆପଣ ନିଜର ସମସ୍ତ ବିଚାରକୁ ଶେୟାର କରି ପାରିବେ । ଏଠି ସମସ୍ତେ ନିଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଥାନ୍ତି ।

କିଏ ଭଲ କଥା କୁହେ ତ କିଏ ଖରାପ ଖରାପ କମେଣ୍ଟ କରେ ଏହିଭଳି ବହୁତ କିଛି କରିହୁଏ ସୋସିଆଲ ମିଡିଆରେ । କହିବାକୁ ଗଲେ ଆଜି ଆମେ ଏମିତି ଜଣେ ସୋସିଆଲ ମିଡିଆ ୟୁଜରଙ୍କ ବିଷୟରେ କହିବୁ ଯିଏକି ୫୦ ବର୍ଷର ବୁଢା ଅଟନ୍ତି କିନ୍ତୁ ନିଜର ନାତୁଣୀ ବୟସର ଝିଅକୁ ଖରାପ ଖରାପ କାମେଣ୍ଟ କରୁଛନ୍ତି । ଆପଣ ସମସ୍ତେ ଶ୍ରୀମାନ ପଟ୍ଟନାୟକ ଉର୍ଫ ରାନୀଙ୍କୁ ଚିହ୍ନିଥିବେ । ସେ ଜଣେ ଓଡିଆ ଫିଲ୍ମ ଓ ସିରିଏଲ ଜଗତରେ ଶିଶୁ କଳାକାର ରୂପରେ କାମ କରନ୍ତି ।

ଆପଣଙ୍କୁ ତାଙ୍କୁ ବିଭିନ୍ନ ଫିଲ୍ମ ଓ ସିରିଏଲରେ ଶିଶୁ କଳାକାର ରୂପରେ ଦେଖିଥିବେ । ତାଙ୍କର ଅଭିନୟର ଦିବାନା ପ୍ରାୟତଃ ସମସ୍ତେ ଅଟନ୍ତି । ସେ ନିଜର ଅଭିନୟ କାରଣରୁ ଘରେ ଘରେ ପରିଚିତ ବି ଅଟନ୍ତି । ତାଙ୍କର ଚୂଳବୁଲି ଅଭିନୟ ସମସ୍ତଙ୍କୁ ବହୁତ ଭଲ ଲାଗେ । ଛୋଟ ପରଦାରେ ହେଉ କିମ୍ବା ବଡ ପରଦାରରେ ତାଙ୍କର ଉପସ୍ଥିତି ସମସ୍ତଙ୍କୁ ବହୁତ ପସନ୍ଦ ଲାଗେ । ତାଙ୍କୁ ଆଜି ବି ଲୋକମାନେ ଭଲ ପାଆନ୍ତି । କିନ୍ତୁ କହିଦେଉଛୁ କି ବର୍ତ୍ତମାନ ସମୟରେ ଏହି ଶିଶୁ କଳାକାର ଶ୍ରୀମାନ ପଟ୍ଟନାୟକ ଉର୍ଫ ରାନୀ ବହୁତ ବଡ ହୋଇଯାଇଛନ୍ତି । ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ଆହୁରି ସୁନ୍ଦର ନଜର ଆସୁଛନ୍ତି ।

ଆପଣ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଯାଇ ତାଙ୍କର ଫଟୋ ଦେଖି ପାରିବେ । ଯେଉଁଥିରେ ସେ ବହୁତ ହଟ ନଜର ଆସୁଛନ୍ତି । କହିଦେଉଛୁ କି ସେ କେବଳ ଫଟୋ ନୁହେଁ ନିଜର କିଛି ଭିଡିଓ ବି ପୋସ୍ଟ କରିଛନ୍ତି । ଯେଉଁଥିରେ ତାଙ୍କର ନୃତ୍ୟ କଳା ନଜର ଆସୁଛି । ଏହି ଭିଡିଓରୁ ଜଣା ପଡୁଛି କି ସେ ବହୁତ ଭଲ ଡାନ୍ସ ବି କରନ୍ତି । ଏହା ସହିତ ତାଙ୍କର କିଛି ଭିଡିଓ ବି ବହୁତ ଭାଇରାଲ ହୋଇଛି । ଯଦି ସେହି ୫୦ ବର୍ଷର ବୁଢା ବିଷୟରେ କହିବା ତେବେ ସେହି ୫୦ ବର୍ଷର ବୁଢା ଯାହାର ନାଁ ଜ୍ଞାନ ମହାନ୍ତି ଅଟେ ସେ ଶ୍ରୀମାନ ପଟ୍ଟନାୟକ ଉର୍ଫ ରାନୀଙ୍କ ଏକ ଭିଡିଓରେ ବହୁତ ଖରାପ ଖରାପ କମେଣ୍ଟ କରିଛନ୍ତି ।

କହିବାକୁ ଗଲେ ଏତେ ବୟସ୍କ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ଠାରୁ ସାତ ସାନ ଝିଅଙ୍କୁ ଏହିଭଳି ମ୍ୟାସେଜ କରିବା ବହୁତ ଖରାପ କଥା ଅଟେ । କହିବାକୁ ଗଲେ ରାନୀ ନିଜର ଏକ ଭିଡିଓ କରି ସେହି ବୟସ୍କ ବ୍ୟକ୍ତିଙ୍କ ସବୁ ମ୍ୟାସେଜ ସହ ସେହି ବୟସ୍କ ବ୍ୟକ୍ତି ବିଷୟରେ ବି କହୁଛନ୍ତି ଓ ତାଙ୍କୁ ବି ବହୁତ ଗାଳି ଗୁଲଜ କରୁଛନ୍ତି । କହିବାକୁ ଗଲେ ଏହିଭଳି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ବୟସରେ ବି ଛୋଟ ପିଲାମାନଙ୍କୁ ଖରାପ କାମେଣ୍ଟ କରୁଛନ୍ତି ।

Leave a Reply

Your email address will not be published. Required fields are marked *