ବାଛନ୍ତୁ ଗୋଟେ କୌଣସି ବି ଗୋଟେ ଫ୍ରେମଓ ଜାଣନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ ପ୍ରେମ ଅଛି ନା ରାଗ ? Love Quiz

ଦୁନିଆରେ ଭଗବାନ ସମସ୍ତଙ୍କୁ ଅଲଗା ଅଲଗା ଚରିତ୍ର ଦେଇଥାନ୍ତି ତେବେ କେଉଁ ମଣିଷ କେବେ କଣ ଚିନ୍ତା କରିଥାଏ ତାହା ସେହି ମଣିଷ ଉପରେ ନିର୍ଭର କରିଥାଏ କିନ୍ତୁ ଶାସ୍ତ୍ର ଅନୁଯାଇ ମଣିଷକୁ କେବେ କୌଣସି ଯିବ ବା ମଣିଷ ବିଷୟରେ ଭୁଲ ଚିନ୍ତାଧାରା କରିବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ଅଣିଷ୍ଠ ହୋଇଥାଏ ।

ଦୁନିଆରେ ସମସ୍ତଙ୍କ ଭିତରେ ସକାରାତ୍ମକ ଓ ନକାରାତ୍ମକ ଭାବ ରହିଥାଏ, ତେବେ ସେହି ଲୋକ ନିଜକୁ ଦୁନିଆ ଆଗରେ କିଭଳି ରଖିବ ଏହା ତା ଉପରେ ନିର୍ଭର କରିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣଙ୍କ ବିଷୟରେ ତାଙ୍କ ମନରେ କଣ ଅଛି ଆଉ କାହିଁକି ତାଙ୍କ ମନରେ ଏହି ଭାବ ଅଛି ।

୧. ଯଦି ଆପଣ ପ୍ରଥମ ଅଇନା ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାଇଁ ତାଙ୍କ ମନରେ ସତ ଭଲ ପାଇବା ଅଛି, ଆପଣଙ୍କ ବିନା ସେ ଗୋଟେ ମୁହୂର୍ତ ବି ରହି ପାରନ୍ତି ନାହିଁ, ଆପଣଙ୍କ ଠାରୁ ଅଲଗା ହେଲେ ତାଙ୍କ ମନରେ କେବଳ ଆପଣଙ୍କ କଥା ଘୂରୁଥାଏ ।

୨. ଯଦି ଆପଣ ଦ୍ଵିତୀୟ ନଂ ଅଇନା ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାଇଁ ତାଙ୍କ ମନରେ ଭଲ ପାଇବା ସହ କିଛି ରାଗ ମଧ୍ୟ ଅଛି କାହିଁକିନା ଆପଣଙ୍କ କିଛି ସ୍ଵଭାବ ତାଙ୍କୁ ପସନ୍ଦ ନୁହଁ ଆଉ ତାହା ଆପଣ ବଦଳିବା ପାଇଁ ଚେଷ୍ଟା କରୁ ନାହାନ୍ତି । ଏହା ଛଡା ଆପଣ ନିଜ ଭଲ ଭଲ କଥାରେ ତାଙ୍କ ମନ କିଣି ପାରିଥାନ୍ତି ।

୩. ଯଦି ଆପଣ ତୃତୀୟ ନଂ ଅଇନା ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାଇଁ ତାଙ୍କ ମନରେ ଭଲ ପାଇବା ସହ ସମ୍ମାନ ଅଛି ଆପଣ ଦୁହେଁ ବହୁତ ଭଲ ସାଙ୍ଗ ଅଟନ୍ତି ଆଉ ଆପଣ ଦୁହେଁ କିଛି ନକହି ମଧ୍ୟ ଆପଣ ଦୁହେଁ ଦୁହିଙ୍କ କଥା ବହୁତ ଭଲ ଭାବରେ ବୁଝି ଯାଇଥାନ୍ତି ।

୪. ଯଦି ଆପଣ ଚତୁର୍ଥ ନଂ ଅଇନା ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାଇଁ ତାଙ୍କ ମନରେ ଆକର୍ଷଣ ଅଛି ଯାହା ପାଇଁ ସେ ଆପଣଙ୍କ ପାଖକୁ ଆସିବାକୁ ଇଛା କରୁଛନ୍ତି । ତେବେ ସେ ଆପଣଙ୍କୁ କେବେ ହାନି କରିବା ବିଷୟରେ ଚିନ୍ତା ମଧ୍ୟ କରି ନାହାନ୍ତି ।

୫. ଯଦି ଆପଣ ପଞ୍ଚମ ଅଇନା ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାଇଁ ତାଙ୍କ ମନରେ ବହୁତ ଭାଉକ ସ୍ଥାନ ଅଛି ଆପଣଙ୍କୁ କିଛି ହେଲେ ସେ କେବେ ସାହି ପାରନ୍ତି ନାହିଁ ।

ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ । ଯଦି ଏହି ଆପଣଙ୍କୁ ତଥ୍ୟ  ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *