499 ବର୍ଷ ପରେ ଚୈତ୍ର ନବରାତ୍ରିରେ ବନୁଛି ଦୁର୍ଲଭ ମହାସଂଯୋଗ, 4ଟି ରାଶି ହେବେ ମାଲାମାଲ 

ବନ୍ଧୁଗଣ ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ବର୍ଷରେ 4 ଥର ନବରାତ୍ରି ପର୍ବ ପାଳନ କରାଯାଏ । ଯେଉଁଥିରେ 2ଟି ମୁଖ୍ୟ ହୋଇଥାନ୍ତି ଚିତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି । ଏହି ଥର ଚୈତ୍ର ନବରାତ୍ରି 22 ମାର୍ଚ୍ଚ ଠାରୁ ଆରମ୍ଭ ହୋଇ 30 ତାରିଖରେ ଶେଷ ହେବ । ହିନ୍ଦୁ ଧର୍ମରେ ନବାରତ୍ରିର ପର୍ବ ଖୁବ ଧୂମଧାମରେ ପାଳନ କରାଯାଏ । ଏହି 9 ଦିନରେ ମା ଦୂର୍ଗାଙ୍କର ନଅଟି ସ୍ୱରୂପ ଦେଖିବାକୁ ମିଳିଥାଏ ।

ଏହି ୯ ଦିନ ମା ଦୂର୍ଗାଙ୍କୁ ସମର୍ପିତ ହୋଇଥାଏ । ଏହି ଥର ନବରାତ୍ରିରେ ଖାସ ସଂଯୋଗ ଘଟିବାକୁ ଯାଉଛି । ଯାହା ଫଳରେ କିଛି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମେଷ ରାଶି : ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ଚୈତ୍ର ନବରାତ୍ରି ଠାରୁ ରହିବ । ଯାହା ଫଳରେ ଆପଣଙ୍କର ଭଲ ଦିନର ଆଗମନ ହେବ । ଧନ ପ୍ରାପ୍ତିର ଅନେକ ବାସର ମିଳିବ ।

ଆପଣ ବ୍ୟାପାର କରୁଥିଲେ ବୃଦ୍ଧି ହେବ । ଚାକିରି କରୁଥିଲେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଆୟରେ ବୃଦ୍ଧି ହୋଇପାରେ । ବିଦେଶରେ ଚାକିରି ପ୍ରାପ୍ତ ହେବାର ସମଭାନ ଅଛି । ଏବେ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ବ୍ୟାପାରରେ ଅଧିକରୁ ଅଧିକ ଅବସର ମିଳିପାରେ । ସବୁ କାମ ପୂରଣ ହେବ ।

ତୁଳା ରାଶି : ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାରୁ ଏହି ଥର ଚୈତ୍ର ନବରାତ୍ରିର 9 ଦିନ ଯାକ ସମୟ ଭଲ ରହିବ । ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ହେବ । ଯାହା ଦ୍ଵାରା ସମୟରେ ଆପଣଙ୍କର ପ୍ରଶଂସା ହେବ । ନୂଆ ନୂଆ ଅବସର ମିଳିବ । ଯାହା ଦ୍ଵାରା ସଫଳତାର ଶିକ୍ଷାର ରେ ପହଞ୍ଚିବ । ଧନ କମାଇବାର ନୂଆ ଅବସର ପ୍ରାପ୍ତ ହେବ । ଏହି 9 ଦିନରେ ଆକସ୍ମିକ ଧନ ଲାଭ ହେବ । ଘର ପରିବାରରେ ଖୁସିର ବାତାବରଣ ରହିବ ।

କୁମ୍ଭ ରାଶି : ଧନର ଦେବୀ ଆମ ଲକ୍ଷ୍ମୀଙ୍କ କୃପାରୁ ଏବେ ପର୍ଯ୍ଯନ୍ତ ଶୁଭ ସନ୍ଦେଶ ମିଳିବାକୁ ଯାଉଛି । ଯାହା ଆପଣ କେବେ ଅନୁଭବ କରି ନାହାନ୍ତି । ଆପଣ ଏହାର ଲାଭ ଉଠାନ୍ତୁ । ଆର୍ଥିକ ସ୍ଥିତି ପୂର୍ବର ଅପେକ୍ଷା ବେହତର ହେବ । ବନ୍ଧୁଙ୍କ ସହ ମିଳାମିଶା କରିବେ । ଘର ପରିବାରରେ ସମୟ ବ୍ଯତୀତ କରିବେ । ଜୀବନସାଥିଙ୍କ ସହଯୋଗ ପାଇବେ । ସମାଜରେ ମାନ ସାମନାରେ ବୃଦ୍ଧି ହେବ ।

କନ୍ୟା ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ଚୈତ୍ର ନବରାତ୍ରିର ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଧନ ଲାଭର ଅନେକ ଅବସର ପ୍ରାପ୍ତ ହେବ । ଏହି 9 ଦିନରେ ଆପଣଙ୍କର ସାର୍ବଜନୀନ ଜୀବନ, ଦାଂପତ୍ଯ ଜୀବନରେ ସୁଧାର ଦେଖିବାକୁ ମିଳିବ । କଳା ଜଗତ, ଆଭୁଷଣ, କମୁନିକେଶନ ଆଧାରରେ ଜଡିତ ଲୋକଙ୍କୁ ଅପାର ସଫଳତା ମିଳିବ । ବଡ ଧରଣର ଆର୍ଥିକ ଲାଭ ହେବ । କିସମତରେ ସାଥ ମିଳିବ । ବେତନ ବୃଦ୍ଧି ହୋଇପାରେ । ମନ ମୁତାବକ ଇଚ୍ଛା ପୂରଣ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *