5 may 2023 ଚନ୍ଦ୍ର ଗ୍ରହଣର ସମ୍ପୂର୍ଣ୍ଣ ତଥ୍ୟ, 6ଟି ରାଶି କୋଟିପତି… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ

ବନ୍ଧୁଗଣ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ମେ ୫ ତାରିଖ ବୈଶାଖ ପୂର୍ଣ୍ଣିମା ଦିନ ସଂଘଠିତ ହେବ । ଏହି କାରଣରୁ ରାଶିଚକ୍ରରେ ଥିବା ରାଶି ମାନଙ୍କ ମଧ୍ୟରୁ ୬ଟି ରାଶିଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଫଳରେ ଏମାନଙ୍କର ଭାଗ୍ୟ ସୁନା ଭଳି ଚମକିବ ।

ଆଜି ଆମେ ଆପଣଙ୍କୁ ଜଣାଇବୁ ଚନ୍ଦ୍ରଗ୍ରହଣର ସ୍ପର୍ଶ ସମୟ ଠାରୁ ଆରମ୍ଭ କରି ମୋକ୍ଷ ପ୍ରାପ୍ତି ସମୟ, ହାଣ୍ଡିଛାଡ, ସୁତକ କାଳର ସମୟ, ଏହାର ସଂପୂର୍ଣ୍ଣ ବିବରଣୀ ବିଷୟରେ । ଏହି ଗ୍ରହଣର ସୁତକ ସମୟ ହେଉଛି ମେ ୫ ତାରିଖ ଶୁକ୍ରବାର ଦିନ ୧୧:୪୫ ରୁ ଆରମ୍ଭ ହୋଇ ରାତ୍ରି ୧:୦୦ ରେ ଶେଷ ହେବ ।

ଏହି ଗ୍ରହର ଲାଗିବାର ସମୟ ହେଉଛି ମେ ୫ ତାରିଖ ଶୁକ୍ରବାର ରାତି ୮:୪୫ରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି ୧ ଟାରେ ଶେଷ ହେବ । ଏହି ଗ୍ରହଣର ମଧ୍ୟ କାଳ ଶୁକ୍ରବାର ରାତ୍ରି ୧୦:୫୩ ମିନିଟ । ଏହି ସମୟରେ ସର୍ବାଧିକ ଚନ୍ଦ୍ରଗ୍ରହଣ ମହାକାଶରେ ଦୃଶ୍ୟମାନ ହେବ । ଏହି ଗ୍ରହଣ ମହାକାଶରେ ୪ ଘଣ୍ଟା ୧୫ ମିନିଟ ୩୪ ସେକେଣ୍ଡ ଯାଏଁ ଲାଗି ରହିବ ।

ଏହି ସମୟରେ ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ଛଡା ଅନ୍ୟ କେହି ସୟନ କରିବା ଅନୁଚିତ । ଏହି ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ ଅଶୁଭ ହୋଇଥିବାରୁ ଗ୍ରହଣ ଦେଖିବାକୁ ବାରଣ କରାଯାଇଛି । ଏହି ସମୟରେ ଗର୍ଭବତୀ ମହିଳା ଗୋଟେ ଜାଗାରେ ନଡିଆ ଧରି ବସିବା ଉଚିତ । ଏହି ସମୟରେ ଧାରୁଆ ଜିନିଷ ଠାରୁ ଦୂରେଇ ରଖିବା ଉଚିତ ।

ନଚେତ ଗର୍ଭସ୍ଥ ଶିଶୁ ଉପରେ କୁ-ପ୍ରଭାବ ପଡିଥାଏ । ଏହି ସମୟରେ ଦେବିଦେବତାଙ୍କ ମନ୍ତ୍ର ଜପ କରିପାରିବେ । ଏହି ସମୟରେ ଥରେ କୌଣସି ମନ୍ତ୍ର ଜପ କରିଲେ ୧୦୦୦ ଗୁଣା ବଢିଯାଏ । ଏହି ସମୟ ସୀମାରେ କେତେକ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ଗ୍ରହଣ ଲାଗିବା ସମୟରେ ବାହାରେ ବୁଲାବୁଲି କରିବା ମନା ହୋଇଥାଏ ।

ଏହା ଦ୍ଵାରା ନେଗେଟିଭ ଶକ୍ତିରେ ପ୍ରଭାବ ପଡିଥାଏ । ଆପଣ ରୋଗାଗ୍ରସ୍ତ ହେବାର ସମ୍ଭାବନା ଥାଏ । ଖାସ କରି ଏହି ସମୟରେ ହନୁମାନ ଜୀ ଙ୍କ ମନ୍ତ୍ର ଜପ କରିବା ଉଚିତ । ହନୁମାନ ଚାଳିଶାର ପାଠ କରିଲେ ଗ୍ରହଣର ପ୍ରଭାବ ଶେଷ ହୋଇଥାଏ । କୌଣସି ଶୁଭ କାମ କରିବା ଅନୁଚିତ କି ଆଲୋଚନା କରନ୍ତୁ ନାହି । ଏହା ଦ୍ଵାରା ପରିବାରର ଅନିଷ୍ଟ ହୋଇଥାଏ ।

ଦୂର ସ୍ଥାନକୁ ଯାତ୍ରା କରିବା ଅନୁଚିତ । ଏହି ଗ୍ରହଣ ସମୟରେ ଠାକୁର ପୂଜା କରିବା ନିଷେଧ ଅଟେ । କୌଣସି ଗଛକୁ ସ୍ପର୍ଶ କରନ୍ତୁ ନାହି । ଗ୍ରହଣ ଶେଷ ହେବା ପରେ ସ୍ନାନ କରି ପିନ୍ଧିଥିବା ବସ୍ତ୍ରକୁ ଢୋଇବା ଉଚିତ । ଘରେ ଗଙ୍ଗା ପାଣି ସିଂଚନ କରିବା ଉଚିତ । ତେବେ ଚନ୍ଦ୍ରଗ୍ରହଣ ପ୍ରଭାବରେ ଶୁଭ ରାଶି ହେଉଛନ୍ତି ମେଷ, ମିଥୁନ, କନ୍ୟା, ମକର, ମୀନ, ସିଂହ ରାଶି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *