ହୃଦୟରୁ ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି, ଆସୁଥିବା ସମୟ କିପରି ରହିବ

ହେଲୋ ସାଙ୍ଗ ମାନେ । କେମିତି ଅଛନ୍ତି ଆପଣ ମାନେ । ନିଶ୍ଚୟ ଭଲରେ ଥିବେ ଆଶା କରୁଛୁ । ଆମେ ପୁଣି ଥରେ ଆମ ପରିବାରକୁ ଆପଣଙ୍କୁ ସ୍ଵାଗତ କରୁଛୁ । ତେବେ ପ୍ରତେକ ବ୍ୟକ୍ତି ଜୀବନରେ ଈଶ୍ବରଙ୍କ କୃପା ପାଇବାକୁ ଇଚ୍ଛା କରିଥାଏ । ଏଥିପାଇଁ ବ୍ୟକ୍ତିକୁ ପୂଜା, ପାଠ ର ସାହାରା ନେବାକୁ ପଡିଥାଏ ।କିନ୍ତୁ ଆଜି ଆମେ ଆପଣଙ୍କୁ ଆମର ଟାର୍ଟୋ କାର୍ଡ ଜରିଆରେ କହିବୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ।

ଏଥିପାଇଁ ଆପଣଙ୍କୁ ୩ଟି କଳସ ମଧ୍ୟରୁ କୌଣସି ଗୋଟେ ଚୟନ କରିବାକୁ ହେବ । ୧- ଯଦି ଆପଣ ପ୍ରଥମ କଳସ ଟି ଚୁଜ କରିଛନ୍ତି ତେବେ ଆପଣ ବହୁତ ଅଧିକ ଚିନ୍ତାରେ ଅଛନ୍ତି । ଆପାଙ୍କୁ ଲାଗୁଛି ଆପଣଙ୍କ ଜୀବନରେ ଦୁଖରେ ଘେରି ରହିଛି । ଯାହା ରିଲେସନ କୁ ନେଇ ରହିଛି । ଆପଣ ପରିବାରଜନ ଙ୍କୁ ନେଇ ଦୁଖୀ ଅଛନ୍ତି । କାହା ସହ ଭଲ ପଡୁ ନାହି ।

ଆପଣ ଯାହାଙ୍କ ସହ ରିଲେସନରେ ଅଛନ୍ତି ବା ମ୍ୟାରେଜ କରିଛନ୍ତି ତେବେ ତାଙ୍କ ପାଇଁ ଦୁଖୀ ଅଛନ୍ତି । ଆପଣଙ୍କୁ ଲାଗିବ ଆପଣଙ୍କ ଜୀବନରେ କଣ୍ଟ୍ରୋଲ ଅଛି ଯାହା ଆପଣ କରିପାରିବେ । ଆପଣ ନିଜ ଠାରେ ପାୱାର ଅନୁଭବ କରିବେ । ଈଶ୍ବରଙ୍କ କୃପା ଆପଣଙ୍କ ଉପରେ ଅଛି ।

୨- ଆପଣ ନିଜ ପାଇଁ ଦ୍ଵିତୀୟ କଳସ ଟି ବାଛିଥିଲେ ଆପଣଙ୍କ ପାଇଁ ଗୁଡ ନିୟୁଜ ଅଛି । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଛି । କ୍ଯାରିୟରରେ ଯେଉଁ କାମ କରୁଛନ୍ତି ସେଥିରେ ସଫଳତା ମିଳିବ । ଆପଣଙ୍କ ସହ ଏମିତି ହେବ ଯାହା ଆପଣ କେବେ କଳ୍ପନା କରି ନାହାନ୍ତି । ଏବେ ଆପଣ ପଜେଟିଭ ଅନୁଭବ କରୁଛନ୍ତି ।

ସମୟ ଗଡିବା ସହ ଆପଣଙ୍କୁ ଅନେକ କିଛି ଅନୁଭବ ହେବ । ଆଗାମୀ ସମୟ ଆପଣଙ୍କ ପାଇଁ ପଜେଟିଭ ଚେଞ୍ଜ ନେଇକି ଆସୁଛି । ଆପଣ ଯେମିତି କର୍ମ କରିଛନ୍ତି ତାହାର ପରିଣାମ ବହୁତ ଜଲ୍ଦି ଦେଖିବାକୁ ମିଳିବ ।

୩- ଆପଣ ଯଦି ତୃତୀୟ କଳସ ଟି ଚୟନ କରିଛନ୍ତି ତେବେ ଆପଣ ନିଜକୁ ଏକା ଅନୁଭବ କରୁଛନ୍ତି କିନ୍ତୁ ଶାନ୍ତି ଅନୁଭବ କରୁଛନ୍ତି । ଆଗାମୀ ସମୟରେ ଆପଣ ନିଜକୁ ସମୟ ଦେବାକୁ ଚାହିଁବେ । ଲୋକଙ୍କ ସହ କମ ମିଳାମିଶା କରିବେ । ଆଗାମୀ ସମୟରେ ଆପଣ କିଛି ଅଲାଗ କରିବାକୁ ଭାବୁ ଛନ୍ତି ଯାହା ଆଗରୁ କେବେ କରି ନାହାନ୍ତି । ଆପଣଙ୍କ ମନରେ ନୂଆ ପ୍ଳାନ ଚାଲିଛି ।

ଯାହା କାହା ସହ ସେୟାର କରୁ ନାହାନ୍ତି । ଆପଣ ବହୁତ ମେହନତ କରୁଛନ୍ତି । ଆଗାମୀ ସମୟରେ ଆପଣ ଅନେକ ବିଚାର କରିବେ କେମିତି ପ୍ଳାନ କୁ କାର୍ଯ୍ୟ କାରୀ କରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *