5 ମିନିଟର 5ଟି ବଡ ବାର୍ତ୍ତା, ଜାଣନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ

କୋରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଯାଉଛି, ସରକାର ଏହି ସବୁ ସ୍ଥିତି ଦେଖି ନିୟମ କଡା କଡି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନବୀନ ସରକାର ଏହି ସବୁ ସଂକ୍ରମଣ ବଢିବା ସ୍ଥିତି ଦେଖି ବହୁତ ପ୍ରକାର ନୂଆ ନୂଆ ନିୟମ କରୁଛନ୍ତି ଯାହା ଦ୍ଵାରା ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରା ଯାଇ ପାରିବ । କରୋନା ପାଇଁ ଲୋକଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ଯାଉଛି, ତେବେ ଜୀବନ ପାଇଁ ସମସ୍ତଙ୍କୁ ଭୟ ଲାଗିଥାଏ କିଂଟ୍ଟୁ କଣ ଆପଣ ଜାଣିଛନ୍ତି ଏହି ଭଳି ସଂକ୍ରମଣ ପାଇଁ ବହୁତ ଲୋକଙ୍କୁ କଷ୍ଟ ହଉଛି ଓ କେତେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି ।

କରୋନା ବହୁତ ମାତ୍ରାରେ ବଢି ବଢି ଯାଉଛି ଯାହା ଦ୍ଵାରା ଅନ୍ୟ ମାନଙ୍କୁ ମଧ୍ୟ ବହୁତ ଅସୁବିଧା ସାମ୍ନା କରିବାକୁ ପଡୁଛି । ଖବର ଅନୁଯାଇ ନବୀନ ବାବୁ କହିଛନ୍ତି ସରକାର ଜଗିଛନ୍ତି ବାହାରେ ଘରେ ଜଗନ୍ତୁ ମା ମାନେ ତେବେ ଯାଇନ କରୋନା ସଂକ୍ରମଣ କମ କରି ହବ ।

ସରକାର କହିବା ଅନୁଯାଇ ଲକଡାଉନ ବହୁତ ଭୟଙ୍କର ସ୍ଥୋଇରେ କରା ଜୀବ ଆଉ ଅନ୍ୟ ସବୁ କାମ ବନ୍ଦ ନକରିବା ପାଇଁ ସରକାର ଲକଡାଉନ କରୁ ନାହାନ୍ତି ଆପଣଙ୍କୁ କେବଳ ନିଜକୁ ସାବଧାନ ରଖିବାର ଅଛି ଏହା ଦ୍ଵାରା ଆପଣ ଅନ୍ୟ ଆଉ ନିଜ ଲୋକଙ୍କୁ ସୁରକ୍ଷିତ ରଖି ପାରିବେ । ସରକାର କହିବା ଅନୁଯାଇ କରୋନା ସଂକ୍ରମଣ ବଢିବା ଦ୍ଵାରା ମାସ୍କ ନାପିନ୍ଧିଲେ ଦୁଇ ଗୁଣ ଫାଇଁ ଲାଗିବ ବୋଲି କୁହା ଯାଇଛି ତେବେ ମାସ୍କ ପିନ୍ଧାନ୍ତୁ ଆଉ ନିଜ ସହ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରନ୍ତୁ ।

ଏଇ କରୋନା ପାଇଁ କେତେ ପରିବାର ନଷ୍ଟ ହୋଇଯାଇଛନ୍ତି ଯାହା ଆପଣ ମାନେ କେବେ ଜାଣି ପାରିବେ ନାହିଁ କିନ୍ତୁ ଯାହା ଘରୁ ସବାରି ଉଠୁଛି ସେହି ଲୋକ ମନରେ କେତେ କଷ୍ଟ ସେ କଥା କେବଳ ସେ ବୁଝି ପାରୁଛନ୍ତି । ତେବେ କରୋନାକୁ ନିଜ ଘର ପରିବାର ନଷ୍ଟ କରିବାକୁ ଦିଅନ୍ତୁ ନାହିଁ ଆଉ ଜୀବନରେ ଆଗକୁ ବଢିବାକୁ ହେଲେ ବଞ୍ଚିବା ଆବୟସ୍କ ଆଉ ତାହା ପାଇଁ ଆପଣଙ୍କୁ ଏବେ ଘରେ ରହିବା ଉଚିତ । ନବୀନ ବାବୁ ମାସ୍କ ପିନ୍ଧିବା ପାଇଁ ଆଉ ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି ଆଉ ଏହା ମଧ୍ୟ କହିଛନ୍ତି ଯେ ସରକାର ବାହାରେ ଜଗିଛନ୍ତି ଆପଣଙ୍କ ଭୁଲ ପାଇଁ ଆପଣଙ୍କୁ ଫାଇଁ ଭଳି ଦଣ୍ଡ ମଧ୍ୟ ମିଳି ପରେ ।

Leave a Reply

Your email address will not be published. Required fields are marked *